National & International

ଏ ବଜେଟ୍ ମଧ୍ୟବିତ୍ତଙ୍କ ପକେଟ ଭରିବ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆସିଲା ବଜେଟ୍, ଆସିଲା ମୋଦିଙ୍କ ବୟାନ । ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରି ସାରିବା ପରେ ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚଳିତ ଥରର ବଜେଟକୁ ସାଧାରଣ ଲୋକଙ୍କ…

ଲଗାତାର ୮ମ ଥର ପାଇଁ ନିର୍ମଳାଙ୍କ ବଜେଟ୍ ଉପସ୍ଥାପନ: ୧ ଘଣ୍ଟା ୧୪ ମିନିଟର ଅଭିଭାଷଣ

ନୂଆଦିଲ୍ଲୀ: ଉପସ୍ଥାପିତ ହେଲା ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପିତ କଲେ ବଜେଟ୍ । ବିଭିନ୍ନ କ୍ଷେତ୍ର ପାଇଁ ଏହି ବଜେଟରେ ବଡ ଘୋଷଣା କରାଯାଇଥିବା ବେଳେ ଠିକ୍ ଦିନ ୧୧ଟା ସମୟରେ ଅର୍ଥମନ୍ତ୍ରୀ…

ବଜେଟରେ ବଡ ଘୋଷଣା: ଜାଣନ୍ତୁ କଣ ହେଲା ଶସ୍ତା, କଣ ମହଙ୍ଗା ?

୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଆଜି ସଂସଦରେ ବଜେଟ୍‌ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏଥିରେ ମଧ୍ୟବିତ୍ତଙ୍କ ପାଇଁ ସେ କରିଛନ୍ତି ବଡ଼ ଘୋଷଣା। ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକର ଛାଡ଼ ଘୋଷଣା କରାଯାଇଛି। ସେହିପରି ଏହି ବଡ଼…

ବଜେଟରେ ବଡ଼ ଘୋଷଣା, ଆୟକର ଛାଡ ସୀମା ୧୨ ଲକ୍ଷ ଟଙ୍କାକୁ ବୃଦ୍ଧି

ନୂଆଦିଲ୍ଲୀ : କେନ୍ଦ୍ର ବଜେଟରେ ମଧ୍ୟବିତ୍ତଙ୍କୁ ଖୁସି କରିବାକୁ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନର୍ମଳା ସୀତାରମଣ । ଆୟକର ଛାଡ଼ସୀମା ୧୨ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି । ଆୟକର ରିଟର୍ଣ୍ଣ ଫାଇଲ୍ କରିବାର ସମୟସୀମାକୁ ୨ ବର୍ଷରୁ ୪…

ଦିଲ୍ଲୀରେ ବିଜେପି ସମର୍ଥନରେ ପ୍ରଚାର କରିବେ ଚନ୍ଦ୍ରବାବୁ ଓ ପବନ କଲ୍ୟାଣ

ନୂଆଦିଲ୍ଲୀ: ଦିଲ୍ଲୀରେ ନିର୍ବାଚନ ପ୍ରଚାରର ଶେଷ ସପ୍ତାହ ଆରମ୍ଭ ହୋଇଛି ଏବଂ ଦଳଗୁଡ଼ିକ ସେମାନଙ୍କର ପୂର୍ଣ୍ଣ ଶକ୍ତି ଖଟାଇଛନ୍ତି। ଏବେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏବଂ ତେଲୁଗୁ ଦେଶମ ପାର୍ଟି (ଟିଡିପି) ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଶନିବାର (ଫେବୃଆରୀ ୦୧, ୨୦୨୫)…

ସୋନିଆଙ୍କ ମନ୍ତବ୍ୟର ଦୃଢ଼ ପ୍ରତିବାଦ ଜଣାଇଲା ରାଷ୍ଟ୍ରପତି ଭବନ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀଙ୍କ ଅରୁଚିକର ମନ୍ତବ୍ୟର ଦୃଢ଼ ପ୍ରତିବାଦ ଜଣାଇଛି ରାଷ୍ଟ୍ରପତି ଭବନ। ସୋନିଆଙ୍କ ମନ୍ତବ୍ୟ ଅଗ୍ରହଣୀୟ। ଏହା ରାଷ୍ଟ୍ରପତିଙ୍କ ମର୍ଯ୍ୟାଦାକୁ ଆଘାତ ଦେଇଛି ବୋଲି ରାଷ୍ଟ୍ରପତି ଭବନ ତରଫରୁ ଏକ ବିବୃତି ଜାରି…

ଦିଲ୍ଲୀ ନିର୍ବାଚନ ପୂର୍ବରୁ AAPକୁ ବଡ଼ ଝଟକା, ଗୋଟିଏ ଦିନରେ ୭ ବିଧାୟକ ଛାଡ଼ିଲେ ପାର୍ଟି

ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଆମ୍ ଆଦମୀ ପାର୍ଟିକୁ ଲାଗିଛି ବଡ଼ ଝଟକା । ପାର୍ଟିର ୭ ଜଣ ବିଧାୟକ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ସେମାନଙ୍କ ମଧ୍ୟରେ ତ୍ରିଲୋକପୁରୀ ବିଧାୟକ ରୋହିତ ମହରୌଲିଆ, ଜନକପୁରୀ ବିଧାୟକ…

ଗାଜିପୁରରେ ଭୟଙ୍କର ଦୁର୍ଘଟଣା, ମହାକୁମ୍ଭରୁ ବୁଡ଼ ପକାଇ ଫେରୁଥିବା ବେଳେ ପିଟିଦେଲା ଟ୍ରକ୍, ୬ ମୃତ

ଉତ୍ତରପ୍ରଦେଶର ଗାଜିପୁରରେ ଭୀଷଣ ସଡ଼କ ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ଘଟିଛି । ଏଥିରେ ୧୩ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଦୁର୍ଘଟଣା ଏତେ ଭୟାବହ ଥିଲା ଯେ ଘଟଣାସ୍ଥଳରେ ହିଁ ୬ ଜଣଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା । ମହାକୁମ୍ଭରୁ…

କଂଗ୍ରେସ ରାଷ୍ଟ୍ରପତିଙ୍କୁ ଅପମାନିତ କଲା: ପ୍ରଧାନମନ୍ତ୍ରୀ

କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ଅରୁଚିକର ମନ୍ତବ୍ୟ ଦେବା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀ କହିଛନ୍ତି, କଂଗ୍ରେସର ରାଜ ପରିବାରକୁ ଦେଶୁ ପୁଣିଥରେ ଦେଖିଲା। ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦକୁ…

୪.୯%କୁ ଖସିଲା ଖୁଚୁରା ମୁଦ୍ରାସ୍ଫିତି

କେନ୍ଦ୍ର ସରକାରଙ୍କ ସମୟୋପଯୋଗୀ ପଦକ୍ଷେପ ଯୋଗୁ ଖୁଚୁରା ମୁଦ୍ରାସ୍ଫିତି ୪.୯%କୁ ହ୍ରାସ ପାଇଛି। ୨୦୨୪ରେ ଖୁଚୁରା ମୁଦ୍ରାସ୍ଫିତି ୫.୪ % ଥିଲା ଓ ଏହା ଆର୍ଥିକ ବର୍ଷ ୨୦୨୫ରେ ୪.୯ %କୁ ହ୍ରାସ ପାଇଛି। ଆଜି ସଂସଦରେ କେନ୍ଦ୍ର ଅର୍ଥ ମନ୍ତ୍ରୀ…