National & International

ଗଙ୍ଗାରେ ବୁଡ଼ ପକାଇଲେ ଦାରିଦ୍ର୍ୟ ହଟିବନି : ଖଡଗେଙ୍କ କଟାକ୍ଷ

ନୂଆଦିଲ୍ଲୀ : କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ସୋମବାର ମଧ୍ୟପ୍ରଦେଶର ମହୁଠାରେ ‘ଜୟ ବାପୁ, ଜୟ ଭୀମ, ଜୟ ସମ୍ବିଧାନ’ ରାଲିକୁ ସମ୍ବୋଧିତ କରିଥିଲେ। ଏହି ସମୟରେ ମଲ୍ଲିକାର୍ଜୁନ ଖଡଗେ ବିଜେପି ନେତାଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ଗଙ୍ଗାରେ…

ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଟେଲିଫୋନ ଯୋଗେ କଥା ହୋଇଛନ୍ତି । ଟ୍ରମ୍ପ ରାଷ୍ଟ୍ରପତିଭାବ୍ ଶପଥ ନେବା ପରେ ଉଭୟ ନେତାଙ୍କ ମଧ୍ୟରେ ଏହା ପ୍ରଥମ ଆଲୋଚନା । ଏହି ସମୟରେ…

ଉତ୍ତରାଖଣ୍ଡରେ ଲାଗୁ ହେଲା ୟୁନିଫର୍ମ ସିଭିଲ୍ କୋଡ୍

ନୂଆଦିଲ୍ଲୀ : ଇତିହାସ ସୃଷ୍ଟି କଲା ଉତ୍ତରାଖଣ୍ଡ । ଦେଶର ପ୍ରଥମ ରାଜ୍ୟ ଭାବେ ଲାଗୁ କଲା ୟୁନିଫର୍ମ ସିଭିଲ୍ କୋଡ୍ । ପ୍ରଧାନମନ୍ତ୍ରୀଙ୍କ ଗସ୍ତର ଅବ୍ୟବହିତ ପୂର୍ବରୁ UCC (Uniform Civil Code ) ପୋର୍ଟାଲର ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ…

ପୁଣେରେ ଗୁଇଲେନ୍-ବାରେ ସିଣ୍ଡ୍ରୋମ୍ ଆତଙ୍କ, ଏହି ରୋଗରେ ଜଣଙ୍କର ମୃତ୍ୟୁ

ପୁନେ : ଭାରତରେ ୨୦୧୯ ମସିହାରେ କରୋନା ଦ୍ରୁତଗତିରେ ସଂକ୍ରମିତ ହୋଇଥିଲା । ବର୍ତ୍ତମାନ ଯାଏଁ ଏହାର ଭୟ ମନରୁ ଲିଭିନଥିବା ବେଳେ ପୁଣି ମାଡ଼ିଆସୁଛି ଅନ୍ୟ ଏକ ବିପଦ । ଏମିତିକି ଏକ ନିର୍ଦ୍ଧିଷ୍ଟ ରୋଗରେ ଶିକାର ହୋଇ ମହାରାଷ୍ଟ୍ରର…

କମିଲା ସୁନା ଦର

ନୂଆଦିଲ୍ଲୀ : ଆଜି ସୁନା ଦର ସାମାନ୍ୟ ହ୍ରାସ ପାଇଛି । ଆଜି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୮୨,୨୫୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା…

ମହାକୁମ୍ଭ ମେଳାରେ ଅଘଟଣ; ସଙ୍ଗମ ସ୍ଥଳରେ ବୁଡ଼ିଲା ଡଙ୍ଗା

ପ୍ରୟାଗରାଜ : ମହାକୁମ୍ଭ ମେଳାରେ ଘଟିଛି ଅଘଟଣ। ସଙ୍ଗମ ଘାଟରେ ଏକ ଡଙ୍ଗା ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଗଲେ ୧୦ ଶ୍ରଦ୍ଧାଳୁ । ଏନଡିଆରଏଫ୍‌ ଟିମ ତୁରନ୍ତ ପହଞ୍ଚି ଶ୍ରଦ୍ଧାଳୁଙ୍କୁ ଉଦ୍ଧାର କରିଥିଲେ। ୪୫ ଦିନ…

ଆମେରିକାରେ ବେଆଇନ ଭାବେ ରହୁଥିବା ଭାରତୀୟଙ୍କୁ ଖୋଜୁଛି ପୁଲିସ, ଗୁରୁଦ୍ବାରାରେ ତଲାସୀ

ନ୍ୟୁୟର୍କ: ଡୋନାଲ୍ଡ ଟ୍ରମ୍ପ କ୍ଷମତାକୁ ଆସିବା ସମଗ୍ର ଆମେରିକାରେ ବେଆଇନ ପ୍ରବାସୀଙ୍କ ଖୋଜା ଆରମ୍ଭ ହୋଇଛି । ଏହି କ୍ରମରେ ଆମେରିକାରେ ବେଆଇନଭାବେ ରହୁଥିବା ଭାରତୀୟଙ୍କ ବିରୋଧରେ ବି କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ସୋମବାର ଦିନ ଆମେରିକାର ସୁରକ୍ଷା ଏଜେଣ୍ଟମାନେ…

ଆରାକାନ ସେନାର ନିର୍ଯାତନା: ଦେଶ ଛାଡିବାକୁ ବାଧ୍ୟ ହେଉଛନ୍ତି ରୋହିଙ୍ଗ୍ୟା

ନାପିଦ୍ବ: ମିଆଁମାରରେ ବିଦ୍ରୋହୀ ଗୋଷ୍ଠୀ ଆରାକାନ୍ ଆର୍ମି (ଏଏ)ର ପ୍ରଭାବ ବୃଦ୍ଧି ପାଇଛି। ମିଆଁମାରର ରାଖାଇନ୍ ରାଜ୍ୟକୁ ଆରାକାନ୍ ଆର୍ମି ଜୁଣ୍ଟା ସେନାଠାରୁ ଛଡ଼ାଇ ନିଜ ଦଖଲକୁ ନେଇଛି। ଏହି କାରଣରୁ ସ୍ଥାନୀୟ ରୋହିଙ୍ଗ୍ୟାମାନଙ୍କର ଭବିଷ୍ୟତ ଅନିଶ୍ଚିତ ହୋଇପଡିଛି। ମିଆଁମାରର ବାଂଲାଦେଶ…

ଭାରତ-ବାଂଲାଦେଶ ସୀମାରୁ ୧.୪ କୋଟି ଟଙ୍କାର କଫସିରଫ ଜବତ

ନୂଆଦିଲ୍ଲୀ: ସୀମା ସୁରକ୍ଷା ବଳ (BSF) ଦକ୍ଷିଣ ବଙ୍ଗ ଫ୍ରଣ୍ଟିୟରର ୩୨ତମ ବାଟାଲିୟନ ଏକ ବଡ ଡ୍ରଗ୍ସ ଚୋରା ଚାଲାଣ ଉପରେ ଚଢ଼ାଉ କରିଛି | ପଶ୍ଚିମବଙ୍ଗର ଭାରତ-ବାଂଲାଦେଶ ଆନ୍ତର୍ଜାତୀୟ ସୀମାରେ ନଦୀୟା ଜିଲ୍ଲାର କିଶନଗଞ୍ଜ ଥାନା ଅଞ୍ଚଳ ଅନ୍ତର୍ଗତ ମାଝଡିଆର…

ବିଜେପିର ନିର୍ବାଚନ ଶେଷ ହୋଇଯାଇଛି : କେଜ୍ରିଓ୍ବାଲ୍

ନୂଆଦିଲ୍ଲୀ: ଦିଲ୍ଲୀରେ ବିଧାନସଭା ନିର୍ବାଚନକୁ ନେଇ ପ୍ରଚାର ଚରମରେ ପହଞ୍ଚିଛି । ସେପଟେ ଶନିବାର ବିଜେପି ସଂକଳ୍ପ ପତ୍ରର ତୃତୀୟ ଭାଗ ଜାରି କରିଛି। ଅମିତ ଶାହା ଏହି ସଂକଳ୍ପ ପତ୍ରର ଶୁଭାରମ୍ଭ କରିଛନ୍ତି। ସେପଟେ ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ…