୨ ଗୁଣା ସ୍ପିଡ୍ରେ ବଢିବ ଡିଜିଟାଲ ଅର୍ଥନୀତି, ୨୦୩୦ ସୁଦ୍ଧା GDPରେ ଯୋଗଦାନ ଏକ-ପଞ୍ଚମାଂଶ: ଆଇଟି ମନ୍ତ୍ରଣାଳୟ
ନୂଆଦିଲ୍ଲୀ: ଭାରତର ଡିଜିଟାଲ୍ ଅର୍ଥନୀତି ବର୍ତ୍ତମାନ ପ୍ରାୟ ୧୧.୮ ପ୍ରତିଶତ ହାରରେ ବଢୁଛି ବୋଲି ଆଇଟି ମନ୍ତ୍ରଣାଳୟ ସୂଚନା ଦେଇଛି । କେବଳ ଏତିକି ନୁହେଁ, ଆଗାମୀ ୬ ବର୍ଷରେ ଏହା ଦ୍ୱିଗୁଣା ସ୍ପିଡ୍ରେ ବଢିବ । ଡିଜିଡାଲ୍ ଅର୍ଥନୀତି ଉପରେ…