National & International

ଆକ୍ରମଣକାରୀକୁ ରୁମ୍‌ରେ ଲକ କରିଦେଇଥିଲେ ଆହତ ସୈଫ ଅଲୀ ଖାନ, କିନ୍ତୁ କେମିତି ଖସିଗଲା?

ମୁମ୍ବାଇ : ବାଂଲାଦେଶ ନାଗରିକ ଶରିଫୁଲ ଇସଲାମ ଶେହଜାଦ ନିକଟରେ ବଲିଉଡ ଅଭିନେତା ସୈଫ ଅଲୀ ଖାନଙ୍କ ଘରେ କାନ୍ଥ ଡେଇଁ ପ୍ରବେଶ କରିଥିଲା। ସେଠାରେ ସେ ଚୋରି କରିବାକୁ ଚାହୁଁଥିବା ବେଳେ ସୈଫଙ୍କ ସହ ତା’ର ମୁହାଁମୁହିଁ ହୋଇଥିଲା। ଶେହଜାଦ…

ନୀତୀଶ କୁମାର ଓ ବିଜେପି: କେନ୍ଦ୍ରରେ କୋଳାକୋଳି, ମଣିପୁରରେ କଳି!

ନୂଆଦିଲ୍ଲୀ :ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପଲଟୁ ରାମ ଭାବେ ବେଶ ପରିଚିତ। କେତେବେଳେ ସେ କେନ୍ଦ୍ର ସପକ୍ଷରେ ତ କେତେବେଳେ କେନ୍ଦ୍ର ବିପକ୍ଷରେ। ଏବେ ସେ କେନ୍ଦ୍ରରେ କ୍ଷମତାସୀନ ଏନଡିଏର ଅଂଶ ବିଶେଷ। ତାଙ୍କ ଦଳ ଜେଡିୟୁର କିଛି ସଦସ୍ୟ…

ନିଆଁ ଗୁଜବ ପରେ ଗୋଟିଏ ଟ୍ରେନରୁ ଡେଇଁଲେ, ଆଉ ଗୋଟିଏ ଟ୍ରେନ ନେଇ ଗଲା ୧୧ ଜୀବନ

ମୁମ୍ବାଇ : ହସ ଖୁସିରେ ଟ୍ରେନରେ ଯାତ୍ରା କରୁଥିଲେ। ନିଜର ଗନ୍ତବ୍ୟ ସ୍ଥଳରୁ ସମସ୍ତେ ଅପେକ୍ଷା କରି ରହିଥିଲେ। ହେଲେ ଅଧା ବାଟରେ ଘଟିଲା ଅଘଟଣ। ଟ୍ରେନରେ ନିଆଁ ଲାଗି ଯାଇଥିବା ଭାବି କିଛି ଲୋକ ଚେନ୍‌ ଭିଡ଼ି ଏହାକୁ ଅଟକାଇ…

ବରଫ ପାଲଟିଲା ଆମେରିକା: ପ୍ରବଳ ତୁଷାରପାତ ଯୋଗୁ ୨୧୦୦ ବିମାନ ଉଡ଼ାଣ ବାତିଲ

ୱାଶିଂଟନ: ନିକଟରେ ଆମେରିକାର କେତେକ ଅଞ୍ଚଳରେ ବ୍ୟାପକ ଅଗ୍ନିକାଣ୍ଡ ଘଟିଥିଲା। ଅନ୍ୟପକ୍ଷରେ, ଦକ୍ଷିଣ ଆମେରିକାରେ ଅତ୍ୟଧିକ ଥଣ୍ଡା ଅନୁଭୂତ ହେଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରବଳ ତୁଷାରପାତ ଯୋଗୁ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦକ୍ଷିଣ ଆମେରିକାରେ ପ୍ରବଳ ତୁଷାରପାତ ଯୋଗୁ ଏପର୍ଯ୍ୟନ୍ତ…

ଟ୍ରମ୍ପ ରାଷ୍ଟ୍ରପତି ହେବାର ଦୁଇ ଦିନ ମଧ୍ୟରେ ଅଶୋଧିତ ତୈଳ ମୂଲ୍ୟରେ ବ୍ୟାରେଲ ପିଛା ପ୍ରାୟ ୨ ଡଲାର ହ୍ରାସ

ୱାଶିଂଟନ: ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ଭାବେ କ୍ଷମତା ଗ୍ରହଣ କରିବା ପରଠାରୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ୨ପ୍ରତିଶତ ହ୍ରାସ ଦେଖିବାକୁ ମିଳିଛି। ଯାହା ପରେ ମୂଲ୍ୟ ବ୍ୟାରେଲ ପିଛା ୭୯ଡଲାରକୁ ଖସି ଆସିଛି। ବିଶେଷଜ୍ଞମାନଙ୍କ ଅନୁସାରେ ଅଶୋଧିତ ତୈଳ…

କେଜ୍ରିୱାଲ ନା ଫର୍ଜିୱାଲ? ଏମିତି କହି ଆପକୁ କଡା ଟାର୍ଗେଟ କଲେ କଂଗ୍ରେସ ନେତା

ନୂଆଦିଲ୍ଲୀ: ଦିଲ୍ଲୀରେ ବିଧାନସଭା ନିର୍ବାଚନ ପାଇଁ ଦଳମାନଙ୍କ ମଧ୍ୟରେ ଜୋରସୋରରେ ପ୍ରସ୍ତୁତି ଚାଲିଛି। ଫେବୃଆରୀ ୫ ତାରିଖରେ ଭୋଟ ଗ୍ରହଣ କରାଯିବ। ନିର୍ବାଚନ ଫଳାଫଳ ଫେବୃଆରୀ ୮ ତାରିଖରେ ଘୋଷଣା କରାଯିବ। ଏହି ସମୟରେ, ବିଜେପି, ଆମ ଆଦମୀ ପାର୍ଟି ଏବଂ…

୬ ଦିନ ପରେ ହସ୍ପିଟାଲରୁ ଘରକୁ ଫେରିଲେ ସୈଫ୍ ଅଲ୍ଲୀ ଖାନ୍, ବଢିଲା ସୁରକ୍ଷା ବ୍ୟବସ୍ଥା

ମୁମ୍ବଇ : ମେଡିକାଲରୁ ଘରକୁ ଫେରିଲେ ସୈଫ ଅଲ୍ଲୀ ଖାନ୍ । ସନ୍ଧ୍ୟା ୫ଟାରେ ନିଜ ପରିବାରଲୋକଙ୍କ ସହିତ ହସ୍ପିଟାଲରୁ ଘରକୁ ଫେରିଛନ୍ତି ସୈଫ ଅଲ୍ଲୀ ଖାନ୍ । ସମ୍ପୂର୍ଣ୍ଣ ସୁସ୍ଥ ହେବା ପର୍ଯ୍ୟନ୍ତ ତାଙ୍କୁ ଆଉ କିଛି ଦିନ ଆରାମ…

ଦିଲ୍ଲୀ-ଏନସିଆରରେ ଚାକିରିଆଙ୍କ ସମସ୍ୟା ଦୂର, ଉଡିକି ଯିବେ ଅଫିସ୍

ନୂଆଦିଲ୍ଲୀ : ଦିଲ୍ଲୀ-ଏନସିଆରରେ ରହୁଥିବା ଲୋକମାନେ ନିଜ ଅଫିସ ଯିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାର ମୁଖ୍ୟ କାରଣ ଟ୍ରାଫିକ୍ ସମସ୍ୟା । କିନ୍ତୁ ଖୁବ୍ ଶୀଘ୍ର ଏହି ସମସ୍ୟାର ସମାଧାନ ହେବ । ବଜାରକୁ ଏମିତି ଏୟାର…

ତୁର୍କିଏ ହୋଟେଲରେ ଭୀଷଣ ନିଆଁ, ୬୬ ମୃତ

ଅଙ୍କାରା : ଉତ୍ତର-ପଶ୍ଚିମ ତୁର୍କିଏର ଏକ ସ୍କି ରିସୋର୍ଟରେ ଥିବା ଏକ ହୋଟେଲରେ ସୋମବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୬୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ବୋଲି ଅଧିକାରୀମାନେ ସୂଚନା…

ଡବ୍ଲ୍ୟୁଏଚଓ କୋଭିଡ୍-୧୯ ମହାମାରୀର ସଠିକ୍ ମୁକାବିଲା କରିପାରିଲା ନାହିଁ : ଟ୍ରମ୍ପ

ନୂଆଦିଲ୍ଲୀ: ଆମେରିକାର ନୂଆ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ବିଶ୍ୱର ପ୍ରମୁଖ ସ୍ୱାସ୍ଥ୍ୟ ସଂଗଠନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ)ରୁ ସେ ନିଜ ଦେଶକୁ ଅଲଗା କରିଛନ୍ତି । ଶପଥ ଗ୍ରହଣ କରିବାର ପ୍ରାୟ ୮ ଘଣ୍ଟା…