National & International

ଅସ୍ତ୍ରବିରତି ଆଲୋଚନା ମଧ୍ୟରେ ଗାଜା ଉପରେ ଇସ୍ରାଏଲର ପ୍ରଚଣ୍ଡ ଆକ୍ରମଣ

ତେଲ ଅଭିବ: ଅସ୍ତ୍ରବିରତି ଚୁକ୍ତି ପାଇଁ ଚାଲିଥିବା ଆଲୋଚନା ମଧ୍ୟରେ ବି ଇସ୍ରାଏଲର ପ୍ରଚଣ୍ଡ ଆକ୍ରମଣ ଜାରି ରହିଛି । ଗତ ଦୁଇଦିନରେ ଇସ୍ରାଏଲ ଆକ୍ରମଣରେ ଅତି କମରେ ୭୨ ଜଣଙ୍କ ମୃତ୍ୟୁ ଘଟିଛି ବୋଲି ଗାଜାର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଗୁରୁବାର…

୧୨ ମାଓବାଦୀ ନିପାତ

ସୁକମା : ଛତିଶଗଡରେ ସୁରକ୍ଷାବଳ ଏନକାଉଣ୍ଟରରେ ୧୨ ମାଓବାଦୀ ନିପାତ ହୋଇଛନ୍ତି । ମାଓ ଦମନ ନେଇ ବିଜାପୁର ଓ ସୁକମା ଜିଲାରେ ବଡ ଧରଣର ଏନକାଉଣ୍ଟର ହୋଇଛି । ସର୍ଚ୍ଚ ଅପରେସନ ସମୟରେ ମାଓବାଦୀଙ୍କ ତରଫରୁ ଆକ୍ରମଣ ହେବା ପରେ…

ଷ୍ଟାର୍ଟଅପ୍ ଇଣ୍ଡିଆକୁ ୯ ବର୍ଷ, ନବସୃଜନକୁ ଜାରି ରହିବ ସରକାରଙ୍କ ସମର୍ଥନ – ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଦେଶର ଯୁବପିଢିର ବିକାଶ ନିମନ୍ତେ କେନ୍ଦ୍ର ସରକାର ଷ୍ଟାର୍ଟଅପ ଇଣ୍ଡିଆ ଭଳି ଅଭିଯାନ ମାଧ୍ୟମରେ ସମସ୍ତ ସହାୟତା ଜାରି ରଖିବେ। ଆଜି ଷ୍ଟାର୍ଟଅପ ଇଣ୍ଡିଆ ଅଭିଯାନକୁ ୯ ବର୍ଷ ପୂରଣ ଅବସରରେ ପ୍ରଧାନମନ୍ତ୍ରୀ…

ମଦ ଦୁର୍ନୀତି ମାମଲାରେ ଛତିଶଗଡ଼ର ପୂର୍ବତନ ଅବକାରୀ ମନ୍ତ୍ରୀ କାୱାସି ଲଖମା ଗିରଫ

ରାୟପୁର: ମଦ ଦୁର୍ନୀତି ମାମଲାରେ ଛତିଶଗଡ଼ର ପୂର୍ବତନ ଅବକାରୀ ମନ୍ତ୍ରୀ କାୱାସି ଲଖମାଙ୍କୁ ଗିରଫ କରାଯାଇଛି । ଦୀର୍ଘ ଦିନର ପଚରାଉଚରା ପରେ ଇଡି କୱାସି ଲଖମାଙ୍କୁ ଗିରଫ କରିଛି ଇଡି। ବୁଧବାର ତାଙ୍କୁ ତୃତୀୟ ଥର ପାଇଁ ପଚରାଉଚରା ପାଇଁ…

ଭାରତୀୟ ନିର୍ବାଚନକୁ ନେଇ ଟିପ୍ପଣୀ କ୍ଷମା ମାଗିଲା ମେଟା, ‘ଅଜାଣତରେ ଭୁଲ୍‌ ହୋଇଥିଲା’

ନୂଆଦିଲ୍ଲୀ: ମେଟା ସିଇଓ ମାର୍କ ଜକରବର୍ଗ‌୍‌ ୨୦୨୪ ଲୋକସଭା ନିର୍ବାଚନ ସଂକ୍ରାନ୍ତରେ ଦେଇଥିବା ଟିପ୍ପଣୀ ପାଇଁ ମେଟା ଆଜି କ୍ଷମା ମାଗିଛି। ମେଟା ଇଣ୍ଡିଆର ଉପସଭାପତି ଶିବନାଥ ଠୁକରାଲ ଏକ୍ସରେ ଏକ ପୋଷ୍ଟ୍‌ କରି କହିଛନ୍ତି, କ୍ଷମତାରେ ଥିବା ଅନେକ ଦଳ…

ଖାଲିଦା ଜିଆଙ୍କୁ ଖଲାସ କଲା ବାଂଲାଦେଶ ସୁପ୍ରିମକୋର୍ଟ

ଢାକା: ଦୁର୍ନୀତି ମାମଲାରେ ବାଂଲାଦେଶ ହାଇକୋର୍ଟ ବାଂଲାଦେଶ ନ୍ୟାସନାଲିଷ୍ଟ୍‌ ପାର୍ଟି (ବିଏନ୍‌ପି)ର ନେତ୍ରୀ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆ (୭୯)ଙ୍କୁ ୧୦ ବର୍ଷ ଜେଲ୍‌ ଦଣ୍ଡରେ ଦଣ୍ଡିତ କରିଥିଲେ। ଏହି ମାମଲାରେ ଆଜି ଦେଶର ସୁପ୍ରିମକୋର୍ଟ ତାଙ୍କୁ ନିର୍ଦ୍ଦୋଶରେ ଖଲାସ…

ଦୁଇରୁ ଅଧିକ ସନ୍ତାନ ଥିଲେ ହିଁ ପଞ୍ଚାୟତ, ପୌର ନିର୍ବାଚନ ଲଢିପାରିବ : ଚନ୍ଦ୍ରବାବୁ

ବିଶାଖାପାଟଣା: ଦିନ ଥିଲା ଅଧିକ ସନ୍ତାନ ଥିବା ବ୍ୟକ୍ତିଙ୍କୁ ପଞ୍ଚାୟତ କିମ୍ବା ପୌର ନିର୍ବାଚନ ଲଢ଼ିବାକୁ ଅନୁମତି ଦିଆଯାଉନଥିଲା। କିନ୍ତୁ ଏବେ ସମୟ ବଦଳିଯାଇଛି । ଏବେ ଅଧିକ ସନ୍ତାନ ଥିବା ଲୋକଙ୍କୁ ହିଁ ନିର୍ବାଚନ ଲଢିବାକୁ ଅନୁମତି ମିଳିବାକୁ ଯାଉଛି…

ସୈଫ୍‌ଙ୍କୁ ଆକ୍ରମଣ ଘଟଣାରେ କ୍ରାଇମବ୍ରାଞ୍ଚ ତନାଘନା, କର୍ମଚାରୀଙ୍କ ମୋବାଇଲ୍ ଜବତ

ନୂଆଦିଲ୍ଲୀ ୧୬।୦୧: ସୁପରଷ୍ଟାର ସୈଫ ଅଲୀ ଖାନଙ୍କ ଉପରେ ଆକ୍ରମଣକୁ ନେଇ ଭୟଭୀତ ବଲିଉଡ । ରାତି ୨ଟାରେ ଦୁର୍ବୃତ୍ତ ଅଭିନେତାଙ୍କୁ କରିଥିଲା ଆକ୍ରମଣ । ଏହାପରେ ସୈଫ୍‌ଙ୍କୁ ଲୀଳାବତୀ ହସ୍ପିଟାଲ୍‌ରେ କରାଯାଇଥିଲା ଭର୍ତ୍ତି । ସୈଫଙ୍କ ସ୍ବାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର…

ବଲିଉଡ ଅଭିନେତା ସୈଫ ଅଲି ଖାନଙ୍କୁ ଛୁରାମାଡ଼

ମୁମ୍ଵାଇ ୧୬।୦୧; ବଲିଉଡ ଅଭିନେତା ସୈଫ ଅଲି ଖାନଙ୍କୁ ଛୁରାମାଡ଼ । ମୁମ୍ୱାଇର ବାନ୍ଦ୍ରା ସ୍ଥିତ ଘରେ ପଶି ଅଭିନେତାଙ୍କୁ ଛୁରୀରେ ଆକ୍ରମଣ କରିଛି ଦୁବୃର୍ତ୍ତ ।୨ରୁ ତିନି ଥର ଛୁରୀରେ ଆଘାତ କରିଥିଲେ। ଯାହା ମଧ୍ୟରୁ ଦୁଇଟି ଗଭୀର ଥିଲା।…

କେନ୍ଦ୍ରୀୟ କର୍ମଚାରୀଙ୍କୁ ମୋଦୀ ସରକାରଙ୍କ ବଡ଼ ଭେଟି, ୮ମ ବେତନ ଆୟୋଗ ଗଠନକୁ ମଞ୍ଜୁରି

ନୂଆଦିଲ୍ଲୀ: ମୋଦୀ ସରକାର ଗୁରୁବାର କେନ୍ଦ୍ର ସରକାର କର୍ମଚାରୀଙ୍କୁ ବଡ଼ ଭେଟି ଦେଇଛନ୍ତି । କେନ୍ଦ୍ରର ମୋଦୀସରକାର ଅଷ୍ଟମ ବେତନ ଆୟୋଗକୁ ମଞ୍ଜୁରି ଦେଇଛନ୍ତି । ସରକାରଙ୍କ ଏହି ନିଷ୍ପତ୍ତି ପରେ ସାରା ଦେଶର କୋଟି କୋଟି ସରକାରୀ କର୍ମଚାରୀଙ୍କ ଦରମାରେ…