ମହାତ୍ମା ଗାନ୍ଧୀଙ୍କୁ ମୋଦିଙ୍କ ସହ ତୁଳନା କରି ବିବାଦରେ ଉପରାଷ୍ଟ୍ରପତି

ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ମହାତ୍ମା ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ତୁଳନା କରି ବିବାଦୀୟ ହୋଇପଡିଛନ୍ତି। ସେ ଗାନ୍ଧୀଙ୍କୁ ଗତ ଶତାବ୍ଦୀର ମହାପୁରୁଷ ଏବଂ ମୋଦିଙ୍କୁ ଯୁଗପୁରୁଷ ବୋଲି କହିଛନ୍ତି। ଧନଖଡଙ୍କ ଏହି ମନ୍ତବ୍ୟକୁ ନେଇ ଆରମ୍ଭ ହୋଇଯାଇଛି ବିତର୍କ।…

ବିହାର: ମୁସଲିମ ବହୁଳ ଅଂଚଳରେ ଶୁକ୍ରବାର ସ୍କୁଲ ଛୁଟି, ରାମନବମୀ, ଜନ୍ମାଷ୍ଟମୀ ଛୁଟି ବାତିଲ

ପଟନା: ବିହାର ଶିକ୍ଷା ବିଭାଗର ଏକ ନିଷ୍ପତ୍ତିକୁ ନେଇ ରାଜନୀତି ସରଗରମ ହୋଇଉଠିଛି। ବିହାର ସରକାର ଶୁକ୍ରବାର ଦିନ ଉର୍ଦ୍ଦୁ ବିଦ୍ୟାଳୟଗୁଡ଼ିକରେ ସାପ୍ତାହିକ ଛୁଟି ଘୋଷଣା କରିଛନ୍ତି, ଅର୍ଥାତ୍ ଯେଉଁ ଅଞ୍ଚଳରେ ଅଧିକ ମୁସଲମାନ ଜନସଂଖ୍ୟା ରହିଛି ଅର୍ଥାତ୍ ସେମାନଙ୍କ ସଂଖ୍ୟାଗରିଷ୍ଠତା…

ଆତ୍ମହତ୍ୟା କଲେ ଅଗ୍ନିବୀର ଟ୍ରେନିଂ ନେଉଥିବା ଯୁବତୀ

ଝୁଲି ପଡ଼ିଲେ ଭାରତୀୟ ନୌସେନା ପାଇଁ ଅଗ୍ନିବୀରର ଟ୍ରେନିଂ ନେଉଥିବା ଯୁବତୀ। ଜଣେ ୨୦ ବର୍ଷୀୟ ଯୁବତୀ ଆତ୍ମହତ୍ୟା କରିଛନ୍ତି। ମୁମ୍ବାଇରେ ଏହି ଘଟଣା ଘଟିଛି। ମଙ୍ଗଳବାର ଏନେଇ ପୁଲିସ ସୂଚନା ଦେଇଛି। ମୁମ୍ବାଇ ପୁଲିସ ମୁତାବକ, ମୃତ ଯୁବତୀ ଜଣକ…

ତୁମେ କଣ, ତୁମ ବାପା ବି ରୋକିପାରିବେନି, ହାଇଦ୍ରାବାଦ ଆମର: ଓୱେସି

ହାଇଦ୍ରାବାଦ: ତେଲେଙ୍ଗାନାରେ ବିଧାନସଭା ନିର୍ବାଚନକୁ ନେଇ କଂଗ୍ରେସ ଏବଂ ଅଲ ଇଣ୍ଡିଆ ମଜଲିସ-ଇ-ଇଥାହାଦୁଲ ମୁସଲିମ (ଏଆଇଏମଆଇଏମ) ମଧ୍ୟରେ ବୟାନ ବିବାଦ ଲାଗି ରହିଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ତାଙ୍କ ଦଳର ନେତାମାନେ ଏଆଇଏମଆଇଏମକୁ ବିଜେପିର ବି ଦଳ ବୋଲି…

ଖୁବ୍‌ଶୀଘ୍ର ବାହାରିବେ ୪୧ ଶ୍ରମିକ!

ଜୋରଦାର ଚାଲିଛି ରେସ୍କ୍ୟୁ ଅପରେସନ୍। ମେସିନ୍‌ ଭାଙ୍ଗିବା ପରେ ଚାଲିଛି ମାନୁଆଲି ଡ୍ରିଲିଂ। ପାଇପ୍‌ ଭିତରେ ପଶି ରେସ୍କ୍ୟୁ ଟିମ୍‌ ହାତରେ ଖୋଲିବା ଜାରି ରଖିଛନ୍ତି। ୧୬ ଦିନ ହେବ ଉତ୍ତରକାଶୀର ଟନେଲ ଭିତରେ ଫଶିଥିବା ୪୧ ଶ୍ରମିକ ଓ ରେସ୍କ୍ୟୁ…

ସ୍ୱାଦିଷ୍ଟ ଖାଦ୍ୟ ନଦେବାରୁ ମା’ର ତଣ୍ଟି କାଟି ଦେଲା ପୁଅ

ପିଶାଚ ପାଲଟିଲା ପୁଅ। ଭୁଲିଗଲା ମା'ର ମମତା। ଜନ୍ମ କଲା ମା'କୁ ତଣ୍ଟି କାଟି କଲା ହତ୍ୟା। ସ୍ୱାଦିଷ୍ଟ ଖାଦ୍ୟ ନ ମିଳିବାରୁ ମା'କୁ ମାରିଦେଲା ପୁଅ। ଏଭଳି କିଛି ଅଭାବନୀୟ ଘଟଣା ଘଟିଛି ମହାରାଷ୍ଟ୍ରର ଥାଣେ ଜିଲ୍ଲାରେ। ମହାରାଷ୍ଟ୍ରର ମୁରବାଦ…

ଇସ୍ରାଏଲ ସହ ଯୁଦ୍ଧବିରତି ବଢ଼ାଇବାକୁ ଚାହୁଛି ହମାସ୍‌: ବର୍ତ୍ତମାନ ସୁଦ୍ଧା ୫୮ ଜଣ ବନ୍ଧକ ମୁକ୍ତି ପାଇଲେଣି

ଟେଲ୍‌ ଅଭିଭ: ୪ ଦିନିଆ ଅସ୍ତ୍ରବିରତି ଚୁକ୍ତିର ତୃତୀୟ ଦିନରେ ପାଲେଷ୍ଟାଇନର ଆତଙ୍କବାଦୀ ସଂଗଠନ ଇସ୍ରାଏଲୀ-ଆମେରିକୀୟ ଯୁବତୀଙ୍କ ସମେତ ଆଉ ୧୭ ଜଣ ବନ୍ଧକଙ୍କୁ ମୁକ୍ତ କରିବା ପରେ ହମାସ୍‌ ରବିବାର ଯୁଦ୍ଧବିରତିର ଅବଧି ବଢ଼ାଇବାକୁ ଚାହୁଛି ବୋଲି କହିଛି। ଏକ…

ଜୀବନ ହାରିବାକୁ ନିଷ୍ପତ୍ତି ନେଲେ ୪ ସାଙ୍ଗ, ଏକ ସଙ୍ଗେ ପିଇଦେଲେ ବିଷ

ଜୀବନ ହାରିବାକୁ ଏକସଙ୍ଗେ ନିଷ୍ପତ୍ତି ନେଲେ ୪ ସାଙ୍ଗ । ଏପରିକି ଏଥିନିମନ୍ତେ ଏକ ସଙ୍ଗେ ବିଷ ବି ପିଇଦେଲେ। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ଆଉ ୨ ଜଣ ଏବେ ମେଡିକାଲ ବେଡରେ ମୃତ୍ୟୁ…

ପ୍ଲାଟିନମ ଖଣିରେ ଅଘଟଣ: ଲିଫ୍ଟ ଛିଡ଼ି ୧୧ ଶ୍ରମିକ ମୃତ, ୭୫ ଆହତ

ଦକ୍ଷିଣ ଆଫ୍ରିକା ରୁଷ୍ଟେନବର୍ଗର ଏକ ପ୍ଲାଟିନମ ଖଣିରେ ଅଘଟଣ। ଲିଫ୍ଟ ଦଉଡି ଛିଣ୍ଡିଯିବାରୁ ୧୧ ଜଣ ଶ୍ରମିକ ପ୍ରାଣ ହରାଇ ଥିବାବେଳେ ୭୫ ଜଣ ଆହତ ହୋଇଛନ୍ତି। ଶ୍ରମିକମାନେ ଲିଫ୍ଟରେ ଯିବା ସମୟରେ ଏହି ଅଘଟଣ ଘଟିଛି। ଗତକାଲି ସନ୍ଧ୍ୟାରେ ଶ୍ରମିକମାନେ ରୁଷ୍ଟେନବର୍ଗ ଖଣିରୁ…

ଟନେଲରେ ଫସିଥିବା ଶ୍ରମିକଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପିକେ ମିଶ୍ର

ଉତ୍ତରାଖଣ୍ଡର ଉତ୍ତରକାଶୀ ଟନେଲରେ ୪୧ ଜଣ ଶ୍ରମିକ ୧୬ ଦିନ ହେଲା ‍ଫସି ରହିଛନ୍ତି। ସେମାନଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ପ୍ରୟାସ ଚାଲିଥିଲେ ମଧ୍ୟ ଏଯାଏ ସଫଳତା ମିଳିନାହିଁ। ପ୍ରତିଦିନ ଉଦ୍ଧାରକାରୀ ଟିମ ନୂଆ ନୂଆ ଚ୍ୟାଲେଞ୍ଜର ସମ୍ମୁଖୀନ ମଧ୍ୟ ହେଉଛନ୍ତି।…