କେସିଆରଙ୍କୁ ହଟାଇବାକୁ ହେଲେ କଂଗ୍ରେସକୁ ଭୋଟ ଦିଅନ୍ତୁ ନାହିଁ ବୋଲି ଅନୁରୋଧ କଲେ ମୋଦି
ତେଲେଙ୍ଗାନାରେ ବିଜେପିର ପ୍ରଚାର କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ଓ କ୍ଷମତାସୀନ ବିଆରଏସ ଉପରେ ବର୍ଷିଛନ୍ତି। ଉଭୟ ଦଳ ସମାନ ପାପୀ ଓ ଉଭୟ ରାଜ୍ୟଙ୍କୁ ଧ୍ୱଂସ କରିଦେଇଛନ୍ତି। ବିଆରଏସ୍ର ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ କେସିଆରଙ୍କୁ ହଟାଇବାକୁ ହେଲେ ଲୋକମାନେ…
