୨୬/୧୧ ଆକ୍ରମଣକୁ ପୂରିଲା ୧୫ ବର୍ଷ, ଆତଙ୍କବାଦୀଙ୍କ ଗୁଳିରେ ଯାଇଥିଲା ୧୬୬ ଜୀବନ

୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣକୁ ପୂରିଛି ୧୫ ବର୍ଷ। ଆଜି ଏହି ଅବସରରେ ମନ କି ବାତ୍‌ କାର୍ଯ୍ୟକ୍ରମରେ ୨୬/୧୧ ମୁମ୍ବାଇ ଆକ୍ରମଣକୁ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆକ୍ରମଣରେ ସହିଦଙ୍କୁ ପ୍ରଧାନମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ୧୫ ବର୍ଷ…

ମେକ୍ସିକୋ ଉପସାଗରରେ ନଷ୍ଟ ହୋଇଗଲା ୪୦ ଲକ୍ଷ ଲିଟର ତେଲ! ୮ ବିଲିୟନର କ୍ଷତି ସହିଲା ଆମେରିକା

ମେକ୍ସିକୋ ଉପସାଗରରେ ଆମେରିକାର ୪୦ ଲକ୍ଷ ଲିଟରରୁ ଅଧିକ ତେଲ ନଷ୍ଟ ହୋଇଯାଇଛି। ଏହି କାରଣରୁ କୋଟି କୋଟି ଟଙ୍କାର କ୍ଷତି ସହିଛି ଆମେରିକା। ଲୁଇସିୟାନାର ଦକ୍ଷିଣ-ପୂର୍ବ ଉପକୂଳରେ ଥିବା ଏକ ପାଇପ୍‌ଲାଇନରୁ ତେଲ ଲିକ୍ ହୋଇଛି। ଏବେ ଏହି ପାଇପ୍‌ଲାଇନକୁ…

ଦଳର ପ୍ରତିଷ୍ଠା ଦିବସରେ ମନୀଷ ପ୍ରଥମ ଥର ପାଇଁ ଆମ ସହ ନାହାଁନ୍ତି: ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ: ଆଜି ଆମ୍ ଆଦମୀ ପାର୍ଟିର ପ୍ରତିଷ୍ଠା ଦିବସ। ଏନେଇ ଆପ୍ ଏକ କାର୍ଯ୍ୟକ୍ରମର ଆୟୋଜନ କରିଥିବା ବେ‌ଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ବଡ଼ ବିବୃତି ଦେଇଛନ୍ତି। ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ମନେ ପକାଇ ସେ…

ରେସ୍କ୍ୟୁରେ ସାମିଲ ହେବ ସେନା, ଆସିଲା ପ୍ଲାଜମା କଟର୍‌

ଉତ୍ତରକାଶୀ ଟନେଲ ରେସ୍କ୍ୟୁ ଅପରେସନରେ ସାମିଲ ହେବ ସେନା। ଶ୍ରମିକଙ୍କୁ ଟନେଲ ଭିତରକୁ ବାହାର କରିବା ପାଇଁ ଆଗେଇ ଆସିଛି ଭାରତୀୟ ସେନା। ଅନ୍ୟ ଟେକନିକାଲ୍ ଟିମ୍ ସହ ମିଶି ମାନୁଆଲ୍ ଡ୍ରିଲିଂ କରିବ ଇଣ୍ଡିଆନ୍ ଆର୍ମି। ପ୍ରଥମେ ଟେକନିସିଆନମାନେ ଫଶି…

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ମାମଲା: ୭ ପୁଲିସକର୍ମୀ ନିଲମ୍ବିତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ତ୍ରୁଟି ମାମଲାରେ ପଞ୍ଜାବ ସରକାର ବଡ଼ ଆକ୍ସନ ନେଇଛନ୍ତି। ଜଣେ ଏସ୍‌ପି, ଦୁଇ ଜଣ ଡିଏସ୍‌ପିଙ୍କ ସମେତ ୭ ଜଣ ପୁଲିସକର୍ମୀଙ୍କୁ ନିଲମ୍ବିତ କରାଯାଇଛି। କର୍ତ୍ତବ୍ୟରେ ଅବହେଳା ପାଇଁ ଏହି ୭ ଜଣ ପୁଲିସକର୍ମୀଙ୍କ ବିରୋଧରେ…

କେନ୍ଦ୍ର ମନ୍ତ୍ରୀ ପୁଅଙ୍କ କାର୍‌ ଦୁର୍ଘଟଣା, ୩ ଆହତ

ଦୁର୍ଘଟଣାଗ୍ରସ୍ତ ହେଲା କେନ୍ଦ୍ର ମନ୍ତ୍ରୀଙ୍କ ପୁଅଙ୍କ କାର୍‌। ଅଟୋକୁ ଧକ୍କା ଦେଇଛି କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ପଟେଲଙ୍କ ପୁଅଙ୍କ ଫର୍ଚୁନର୍‌ କାର୍‌। ଏଥିରେ ତିନି ଜଣ ଆହତ ହୋଇଛନ୍ତି। ମଧ୍ୟପ୍ରଦେଶର ଗଡ଼ା ଥାନା ଅନ୍ତର୍ଗତ ମେଡିକାଲ ୟୁନିର୍ଭସିଟି ନିକଟରେ ଏହି ଦୁର୍ଘଟଣା…

ଶକ୍ତିଶାଳୀ ଭୂମିକମ୍ପ ଝଟ୍‌କାରେ ଦୋହଲିଲା ତାଇୱାନ, ରିକ୍ଟର ସ୍କେଲରେ ତୀବ୍ରତା ୫.୪

ତାଇୱାନର ପୂର୍ବ ଉପକୂଳରେ ରବିବାର ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୪ ମପାଯାଇଛି। ଭୂମିକମ୍ପ ଯୋଗୁ ରାଜଧାନୀ ତାଇପେରେ କିଛି ଅଟ୍ଟାଳିକା ଦୋହଲି ଯାଇଛି। କିନ୍ତୁ କ୍ଷୟକ୍ଷତିର କୌଣସି ଖବର ନାହିଁ। ପାଣିପାଗ ବ୍ୟୁରୋ କହିଛି…

ଇସ୍ରାଏଲ୍‌ର ୨ ସୂଚନାଦାତାଙ୍କୁ ହତ୍ୟା କ‌ଲେ ଆତଙ୍କବାଦୀ

ୱେଷ୍ଟ ବ୍ୟାଙ୍କ୍‌: ଶୁକ୍ରବାର ରାତିରେ ପାଲେଷ୍ଟାଇନ୍‌ର ୱେଷ୍ଟ୍‌ ବ୍ୟାଙ୍କ୍‌ରେ ଥିବା ଏକ ଶରଣାର୍ଥୀ ଶିବିରରେ ପାଲେଷ୍ଟିନୀୟ ଆତଙ୍କବାଦୀମାନେ ଇସ୍ରାଏଲ୍‌ ସୂଚନାଦାତା ବୋଲି କହି ୨ଜଣ ବ୍ୟକ୍ତିଙ୍କୁ ହତ୍ୟା କରିଥିବା ‘ଦି ଆସୋସିଏଟେଡ୍‌ ପ୍ରେସ୍‌’ ରିପୋର୍ଟ କରିଛି। ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ,…

ଆଉ ୧୭ ପଣବନ୍ଦୀଙ୍କୁ ମୁକ୍ତ କଲା ହମାସ

ଇସ୍ରାଏଲ-ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧରେ ବିରାମ ଲାଗିବା ପରେ ବନ୍ଧକ ମାନଙ୍କୁ ମୁକ୍ତ କରିବାର ପ୍ରକ୍ରିୟା ଜାରି ରହିଛି। ଏହାରି ଭିତରେ ମଧ୍ୟରାତ୍ର ସୁଦ୍ଧା ଦ୍ୱିତୀୟ ବ୍ୟାଚ୍‌ ପଣବନ୍ଦୀଙ୍କୁ ମୁକ୍ତ କରିବାକୁ ହମାସକୁ ଚେତାବନୀ ଦେଇଛି ଇସ୍ରାଏଲ। ଏହାପରେ ନରମିଛି ହମାସ।…

‘ପନୌତି’ ବନାମ ‘ଫ୍ୟୁଜ ଟ୍ୟୁବ୍‌ଲାଇଟ୍‌’

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ନିର୍ବାଚନୀ ସଭାରେ ‘ପନୌତି’ ବୋଲି କହିଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଏହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ଭାଜପା ଏବଂ କଂଗ୍ରେସ। ଉଭୟ ଦଳ ପୋଷ୍ଟର ମାଧ୍ୟମରେ ପରସ୍ପରକୁ କଟାକ୍ଷ କରିବାକୁ ପଛାଉ…