କେସିଆରଙ୍କ ପାଖରେ କାହିଁକି ରହିଛି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ: ରାହୁଲଙ୍କ ପ୍ରଶ୍ନ

ହାଇଦ୍ରାବାଦ  : ନଭେମ୍ବର ୩୦ ରେ ତେଲଙ୍ଗାନାରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହେବ। କଂଗ୍ରେସ ଏବଂ ଭାଜପାର ବିଶେଷ ଧ୍ୟାନ ଏହି ଦକ୍ଷିଣ ରାଜ୍ୟ ଉପରେ ରହିଛି। ଏଥର କଂଗ୍ରେସ ତେଲଙ୍ଗାନାକୁ ପାଞ୍ଚଟି ରାଜ୍ୟ ମଧ୍ୟରୁ ନିଜର ନିର୍ବାଚନ…

ଦେଶର ୩ବଡ ବ୍ୟାଙ୍କ ଉପରେ ୧୦କୋଟି ଟଙ୍କାର ଜରିମାନା ଲଗାଇଲା ଆରବିଆଇ

ନୂଆଦିଲ୍ଲୀ  : ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ଦେଶର ୩ବଡ ବ୍ୟାଙ୍କ ଉପରେ ନେଇଛି ବଡ କାର୍ଯ୍ୟାନୁଷ୍ଠାନ। ରେଗୁଲେଟୋରୀ ନିୟମର ଉଲ୍ଲଘଂନ ନେଇ ବ୍ୟାଙ୍କଗୁଡିକ ଉପରେ ଜରିମାନା ଲଗାଇଛି ଆରବିଆଇ। ସୂଚନାଯୋଗ୍ୟ, ସିଟି ବ୍ୟାଙ୍କ, ବ୍ୟାଙ୍କ ଅଫ ବରୋଦା ଏବଂ ଇଣ୍ଡିଆନ ଓଭରସିଜ…

ମତଦାନ ଅଧିକାର ସାବ୍ୟସ୍ତ କରନ୍ତୁ; ଭୋଟ୍‌ ଦେଇ ନୂଆ ରେକର୍ଡ କରନ୍ତୁ: ରାଜସ୍ଥାନ ଭୋଟର୍‌ଙ୍କୁ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା

ଜୟପୁର: ଆଜି ରାଜସ୍ଥାନ ବିଧାନସଭା ନିର୍ବାଚନ ନିମନ୍ତେ ଭୋଟ୍‌ ଗ୍ରହଣ ଚାଲିଥିବା ବେଳେ ଭୋଟର୍‌ମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ସେମାନେ ମତଦାନ ଅଧିକାର ସାବ୍ୟସ୍ତ କରିବା ସହିତ ବିପୁଳ ସଂଖ୍ୟାରେ ଭୋଟ୍‌ ଦେଇ ନୂଆ ରେକର୍ଡ ସୃଷ୍ଟି କରନ୍ତୁ।…

ଝିଅ ଶ୍ବେତା ନନ୍ଦାକୁ ୫୦ କୋଟି ଟଙ୍କାର ଜୁହୁ ବଙ୍ଗଳା ଉପହାର ଦେଲେ ଅମିତାଭ ବଚ୍ଚନ

ମୁମ୍ବାଇ: ଜୁହୁସ୍ଥିତ ୫୦ କ‌ୋଟି ଟଙ୍କା ମୂଲ୍ୟର ବଙ୍ଗଳା ‘ପ୍ରତୀକ୍ଷା’କୁ ବଲିଉଡ୍‌ ମେଗାଷ୍ଟାର୍‌ ଅମିତାଭ ବଚ୍ଚନ ଓ ତାଙ୍କ ପତ୍ନୀ ଜୟା ବଚ୍ଚନ ସେମାନଙ୍କ ଝିଅ ଶ୍ବେତା ନନ୍ଦାକୁ ଉପହାର ଦେଇଥିବା କଥା ‘ଦି ଟାଇମ୍‌ସ୍‌ ଅଫ୍‌ ଇଣ୍ଡିଆ’ ରିପୋର୍ଟ କରିଛି।…

କରାଚୀ ସପିଙ୍ଗ୍‌ ମଲ୍‌ରେ ଅଗ୍ନିକାଣ୍ଡ; ଅନ୍ୟୂନ ୧୧ଜଣ ଜୀବନ୍ତ ଦଗ୍ଧ, ଅନେକ ଫସି ରହିଥିବା ଆଶଙ୍କା

କରାଚୀ: ଆଜି ପାକିସ୍ତାନର କରାଚୀରେ ଥିବା ଏକ ବହୁତଳବିଶିଷ୍ଟ ସପିଙ୍ଗ୍‌ ମଲ୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିବାରୁ ଅନ୍ୟୂନ ୧୧ଜଣ ଲୋକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ଏବଂ ଆହୁରି ଅନେକ ଜ୍ବଳନ୍ତ ମଲ୍‌ରେ ଫସି ରହିଥିବା ଆଶଙ୍କା କରାଯାଉଥିବା କଥା ‘ଜିଓ ନିଉଜ୍’…

ଅନିଶ୍ଚିତତା ମଧ୍ୟରେ ୪୧ ଶ୍ରମିକଙ୍କ ଭାଗ୍ୟ: ଲମ୍ବା ସମୟ ଚାଲିପାରେ ଅପରେସନ

ଉତ୍ତରକାଶୀ: ଉତ୍ତରକାଶୀରେ ନିର୍ମାଣାଧୀନ ସିଲକ୍ୟାରା ସୁଡ଼ଙ୍ଗ ଦୁର୍ଘଟଣାରେ ଫସି ରହିଥିବା ୪୧ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଦିନକୁ ଦିନ ଅଧିକ କଠିନ ହେବାରେ ଲାଗିଛି । ଆମେରିକା ନିର୍ମିତ ଅଗର ମେସିନ ସଂପୂର୍ଣ୍ଣ ଖରାପ ହୋଇଯିବା ପରେ ସ୍ଥିତି ସଂପୂର୍ଣ୍ଣ ଅନିଶ୍ଚିତତା…

ରାତି ଅଧରେ କାର୍‌ ଯାଞ୍ଚ କଲା ପୁଲିସ୍‌, ପାଇଲା ୧୦ କେଜି ସୁନା

କୋଲକାତା : ରାତି ଅଧରେ ଗାଡ଼ି ଉପରେ ଚଢ଼ାଉ କଲା ପୁଲିସ୍‌। ଚଢ଼ାଉ ବେଳେ ତା’ ଭିତରୁ ଯାହା ଜବତ ହେଲା ତାହା ଦେଖି ପୁଲିସ୍‌ ବି ତାଜୁବ ହୋଇଗଲା। କାରଣ କାର୍‌ ଭିତରୁ ବାହାରିଲା ଗୋଟିଏ ପରେ ଗୋଟିଏ ସୁନା…

ସହି ପାରିଲେନି ରିଲ୍ସର ହେଟ୍‌ କମେଣ୍ଟ, ଝୁଲି ପଡ଼ିଲେ ନାବାଳକ

ଭୋପାଲ : ଆଜିକାଲି ସମସ୍ତଙ୍କୁ ଘାରିଛି ଇନ୍‌ଷ୍ଟାଗ୍ରାମର ରିଲ୍ସ ଭିଡିଓ ନିଶା। ପିଲା ଠାରୁ ଆରମ୍ଭ କରି ବୁଢ଼ା ସମସ୍ତେ ଏହି ରିଲ୍ସ ଭିଡିଓ ପିଛରେ ପାଗଳ। ବିଶେଷ କରି ଯୁବପିଢ଼ିଙ୍କୁ ଏହି ଇନ୍‌ଷ୍ଟାଗ୍ରାମ ରିଲ୍ସ କିମିଆ କରିଛି। ସୋଶାଲ ମିଡିଆରେ…

ଭୋଟିଂ ଭିତରେ ମନ୍ତ୍ରୀଙ୍କୁ ଆକ୍ରମଣ, ଫୁଟିଲା ଗୁଳି

ଜୟପୁର : ରାଜସ୍ଥାନ ବିଧାନସଭା ନିର୍ବାଚନ ବେଳେ ହିଂସା। ଭୋଟିଂ ଭିତରେ ମନ୍ତ୍ରୀଙ୍କୁ ଆକ୍ରମଣ। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ମନ୍ତ୍ରୀଙ୍କ ଉପରକୁ ମରାନ୍ତକ ଆକ୍ରମଣ ହୋଇଛି। ସେହିପରି ଅନ୍ୟ ଏକ ଭୋଟିଂ ବୁଥ୍‌ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ପରେ ଗୁଳି…

ଇନଷ୍ଟାରେ ରିଲ୍ସ ପୋଷ୍ଟ କରୁଥିଲେ ପତ୍ନୀ, ତଣ୍ଟି କାଟି ଦେଲା ସ୍ୱାମୀ

କୋଲକାତା : ବାହାଘରର ୧୭ ବର୍ଷ ପରେ ମଧ୍ୟ ପତ୍ନୀଙ୍କୁ ବିଶ୍ୱାସକୁ ନେଇ ପାରିଲେ ନାହିଁ। ପତ୍ନୀ ଇନଷ୍ଟାରେ ରିଲ୍ସ କରୁଥିବା ବେଳେ ତାଙ୍କର ଅନେକ ଜଣଙ୍କ ସହ ବନ୍ଧୁତା ସୃଷ୍ଟି ହୋଇଥିଲା। ହେଲେ ଏହି ବନ୍ଧୁତାକୁ ସନ୍ଦେହ ଦୃଷ୍ଟିରେ ଦେଖୁଥିଲେ…