ମହିଳା ପର୍ଯ୍ୟଟକଙ୍କ ସହ ଅଭଦ୍ରାମୀ ମହଙ୍ଗା ପଡ଼ିଲା, ବନ୍ଧା ହେଲେ ୪ ଯୁବକ
ଅତିଥି ଦେବୋ ଭବଃ । ଅତିଥିଙ୍କ ସତ୍କାର କରିବାକୁ ଦେଶବାସୀ ସବୁବେଳେ ଆଗଭର ରହୁଥିବା ବେଳେ ମାତ୍ର ଏହି ଉକ୍ତିକୁ କିନ୍ତୁ କଦର୍ଥ କରିଛନ୍ତି ୪ ଯୁବକ । ଆଗ୍ରା ବୁଲି ଆସିଥିବା ଏକ ପରିବାରର ୪ ମହିଳା ସଦସ୍ୟଙ୍କୁ ଅଶାଳୀନ ବ୍ୟବହାର ପ୍ରଦର୍ଶନ କରି…
