ବିଜେପି ସାଂସଦଙ୍କ ଭାଇ ନାଁରେ କାଠ ଚୋରି ମାମଲା
ଆଇନ ଜାଲରେ ଫସିଲେ ପାର୍ଲାମେଣ୍ଟ ସୁରକ୍ଷା ତ୍ରୁଟି ମାମଲରେ ଟାର୍ଗେଟ୍ରେ ଥିବା ବିଜେପି ସାଂସଦ ପ୍ରତାପ ସିମ୍ହାଙ୍କ ଭାଇ। କାଠ ଚୋରା ଚାଲାଣ ଅଭିଯୋଗରେ ତାଙ୍କ ନାଁରେ ମାମଲା ରୁଜୁ ହୋଇଛି। ବିନା ଅନୁମତିରେ ପ୍ରାୟ ୧୨୦ଟି ଗଛ କାଟି ଦେଇଥିବା…
ଆଇନ ଜାଲରେ ଫସିଲେ ପାର୍ଲାମେଣ୍ଟ ସୁରକ୍ଷା ତ୍ରୁଟି ମାମଲରେ ଟାର୍ଗେଟ୍ରେ ଥିବା ବିଜେପି ସାଂସଦ ପ୍ରତାପ ସିମ୍ହାଙ୍କ ଭାଇ। କାଠ ଚୋରା ଚାଲାଣ ଅଭିଯୋଗରେ ତାଙ୍କ ନାଁରେ ମାମଲା ରୁଜୁ ହୋଇଛି। ବିନା ଅନୁମତିରେ ପ୍ରାୟ ୧୨୦ଟି ଗଛ କାଟି ଦେଇଥିବା…
ସାଲେପୁର : ଦୁଇଜଣଙ୍କ ସଲିଳ ସମାଧି । ପୋଖରୀରେ ବୁଡି ଦୁଇ ନାବାଳିକାଙ୍କ ମୃତ୍ୟୁ । କଟକ ସଦର ଥାନା କୁରାଙ୍ଗ ପ୍ରଧାନ ଗାଁରେ ଘଟିଛି ଅଘଟଣ । ମୃତକ ହେଲେ ଅସ୍ରଫ୍ ଅହମ୍ମଦଙ୍କ ଝିଅ ସାଫିଆ ଖାତୁନ୍ ଓ ରାଜେଶ ସାହାନିଙ୍କ…
ଗୋଟିଏ ପରିବାର ଉପରେ ସତେ ଯେମିତି ଛିଡ଼ି ପଡ଼ିଛି ଦୁଃଖର ପାହାଡ଼। ସାମ୍ନାକୁ ଆସିଛି ମୃତ୍ୟୁର ବିକଳ ଚିତ୍ର। ପରିବାରର ଭେଣ୍ତିଆ ପୁଅର ମୃତଦେହ ଆଣିବାକୁ ଯାଉଥିବା ବେଳେ ୩ ଜଣ ଅଧା ରାସ୍ତାରେ ହିଁ ଶବ ପାଲଟି ଯାଇଛନ୍ତି। ଏବେ…
ଭୁବନେଶ୍ବର : ଚିନ୍ତା ବଢାଇଲେ ବାହାର ବେପାରୀ । ବାହାରୁ ଆସୁଥିବା ଧାନ ବେପାରୀଙ୍କ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ରହିଛି । ବେପାରୀ ଏବଂ ଦଲାଲଙ୍କ ଉପରେ ଦୃଷ୍ଟି ଦେବାକୁ ସମବାୟ ବିଭାଗ ନିର୍ଦ୍ଦେଶ ଦେଇଛି । ଚେକ ପଏଣ୍ଟ…
ସମ୍ପ୍ରସାରଣ ହେଲା ମଧ୍ୟପ୍ରଦେଶ ମନ୍ତ୍ରିମଣ୍ଡଳ। ଶପଥ ନେଲେ ୨୮ ମନ୍ତ୍ରୀ। କୈଳାଶ ବିଜୟବର୍ଗୀୟ ଓ ପ୍ରହ୍ଲାଦ ପଟେଲଙ୍କ ସମେତ ଅନେକ ମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ରାଜ୍ୟପାଳ। ବିଜେପି ମଧ୍ୟପ୍ରଦେଶରେ ସରକାର ଗଢ଼ିବାର ଦୀର୍ଘ ପାଖାପାଖି ମାସେ ପରେ…
ପୁରୀ : ସମୁଦ୍ର ଗାଧୁଆ ପାଲଟିଲା କାଳ। ପୁରୀ ସମୁଦ୍ରରେ ଗାଧୋଉଥିବା ବେଳେ ବୁଡି ଯାଇ ପର୍ଯ୍ୟଟକ ମୃତ। ଚକ୍ରତୀର୍ଥ ବେଳା ଭୂମିରେ ଗାଧୋଇବା ସମୟରେ ପ୍ରବଳ ଲହଡ଼ି ମାଡ଼ରେ ଜଣେ ପର୍ଯ୍ୟଟକ ଭାସିଯାଇଥିଲେ। ସେଠାରେ ଥିବା ଲାଇଫ ଗାର୍ଡମାନେ ତାଙ୍କୁ ତୁରନ୍ତ…
ନ୍ୟୁଜକ୍ଲିକର ଏଚଆର ମୁଖ୍ୟ ଅମିତ ଚକ୍ରବର୍ତ୍ତୀ ରାଜସାକ୍ଷୀ ବନିବାକୁ ଚାହୁଁଛନ୍ତି। ସେ ତଦନ୍ତକାରୀ ସଂସ୍ଥାକୁ ମାମଲା ସହ କିଛି ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ସପକ୍ଷରେ ରହିଛନ୍ତି। ଏଥିପାଇଁ ସେ ଦିଲ୍ଲୀର ଗୋଟିଏ କୋର୍ଟରେ ଗୋଟିଏ ଆବେଦନ କରି ରାଜସାକ୍ଷୀ ବନିବାକୁ ରାଜି ଥିବା କହିଛନ୍ତି।…
କେନ୍ଦୁଝର: କୋବି ଚୋରି ଅଭିଯୋଗରେ ମାକୁ ଖୁଣ୍ଟିରେ ବାନ୍ଧି ପକାଇଥିବା ନିଷ୍ଠୁର ପୁଅ ଶତ୍ରୁଘ୍ନ ମହନ୍ତ ଗିରଫ। ପୋଲିସ ନିଜ ଆଡୁ ମାମଲା ରୁଜୁ କରି ଏହି ଗିରଫ କରିଛି। ପରେ ଶତ୍ରୁଘ୍ନକୁ କୋର୍ଟରେ ହାଜର କରାଯାଇଥିବା ଜଣାପଡ଼ିଛି। ସଂପୃକ୍ତ ଖବରଟି…
ଭିଡିଓ କଲ୍ ବେଳେ ନିଜକୁ ନିଜେ ଗୁଳି କଲେ ଜଣେ ବ୍ୟକ୍ତି। ମଧ୍ୟରାତ୍ରରେ ବ୍ୟକ୍ତି ଜଣଙ୍କ ରାଗି ଯାଇଥିବା ପତ୍ନୀଙ୍କୁ ଫୋନରେ ବୁଝାଉଥିଲେ। କିନ୍ତୁ ହଠାତ୍ ଭିଡିଓ କଲ ମଝିରେ ହିଁ ସ୍ୱାମୀ ଜଣଙ୍କ ନିଜକୁ ନିଜେ ଗୁଳି କରି ଦେଇଛନ୍ତି।…
ଭୁବନେଶ୍ୱର : ଏବେ ଚାଲିଆଡେ ନୂଆବର୍ଷ ପାଇଁ ସେଲିବ୍ରେସନର ମାହୋଲ । ଯେପରି କିଛି ଅଘଟଣ ନଘଟେ ସେଥିପାଇଁ ସଜାଗ କମିସନରେଟ ପୋଲିସ୍ । ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି ଯେପରି କୌଣସି ଅଘଟଣ ନଘଟେ ସେଥିପାଇଁ ଗାଇଡଲାଇନ୍ ପ୍ରସ୍ତୁତ କରାଯାଇଛି ।…