ମହାରାଷ୍ଟ୍ରରେ କରୋନା ନୂଆ ଭାରିଏଣ୍ଟ, ଆଉ ୯ JN.1 ସଂକ୍ରମିତ ଚିହ୍ନଟ

ପୁଣି ଚିନ୍ତା ବଢ଼ାଇଲାଣି କରୋନା। ଦିନକୁ ଦିନ ବଢ଼ି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା। ଏହାରି ଭିତରେ କରୋନାର ନୂଆ ଭାରିଏଣ୍ଟ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବଢ଼ି ଚାଲିଛି। କେରଳ ପରେ ଏବେ ମହାରାଷ୍ଟ୍ରରେ ପଶିଛି କୋଭିଡ-୧୯ର ସବ୍‌-ଭାରିଏଣ୍ଟ ଜେଏନ୍‌.୧। ୯…

ବଡ଼ଦିନରେ ବଡ଼ଦାଣ୍ଡରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼

ପୁରୀ: ନୂଆବର୍ଷ ପାଖେଇ ଆସୁଥିବା ବେଳେ ଆଜି ବଡ଼ଦିନ। ସରକାରୀ କାର୍ଯ୍ୟାଳୟଠୁ ଆରମ୍ଭ କରି ସ୍କୁଲ କଲେଜ ଛୁଟି ରହିଥିବାରୁ ଲୋକେ ପୁରୀ ଆସି କାଳିଆ ଠାକୁରର ଆଶୀର୍ବାଦ ନେବାକୁ ଭିଡ ଜମାଇଛନ୍ତି। ୨୦୨୩କୁ ବିଦାୟ ଦେବା ପୂର୍ବରୁ ମହାପ୍ରଭୁ ଜଗନ୍ନାଥଙ୍କ…

ରହସ୍ୟଜନକ ଭାବେ ‘ଜିହାଦୀ ଗୁରୁ’ର ମୃତ୍ୟୁ

ପାକିସ୍ତାନର ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତାଏବାର ସଦସ୍ୟ ତଥା ଜିହାଦୀ ଗୁରୁ ଭାବେ ପରିଚିତ ଅବଦୁଲ୍ଲା ଶାହୀନ ପ୍ରାଣ ହରାଇଛି। ପାକିସ୍ତାନର କସୌର ଠାରେ ବେଶ ରହସ୍ୟଜନକ ଭାବେ ଗୋଟିଏ ଗାଡ଼ି ଧକ୍କାରେ ତା’ର ମୃତ୍ୟୁ ଘଟିଛି। ଗୋଟିଏ ଅଜଣା ଗାଡ଼ି ଅବଦୁଲ୍ଲାକୁ ଏତେ…

ବିଲରୁ ମିଳିଲା କଟା ପାପୁଲି, ତଦନ୍ତ କରୁଛି ପୋଲିସ

ଖୋର୍ଦ୍ଧା : କାହାର କଟା ପାପୁଲି? ଖୋର୍ଦ୍ଧା ଜଙ୍କିଆ ଥାନା ମାନପୁର ଗାଁ ନିକଟ ବିଲରୁ ଏକ ବାମ ହାତର କଟା ପାପୁଲି ଦେଖିବାକୁ ମିଳିବା ପରେ ଏହାକୁ ନେଇ ଚର୍ଚ୍ଚା ବଢ଼ିଛି । ଜବତ କଟା ପାପୁଲିକୁ ନେଇ ଛାନ୍‌ଭିନ୍‌ ଆରମ୍ଭ…

ବିବାହ କରିବାକୁ ଲିଙ୍ଗ ବଦଳାଇଥିଲେ, ଜନ୍ମଦିନରେ ପ୍ରେମିକାକୁ ଜୀଅନ୍ତା ଜାଳିଦେଲେ

ଅଧା ରହିଗଲା ୨୬ତମ ଜନ୍ମ ଦିନ। ଜନ୍ମଦିନର କ୍ୟାଣ୍ଡେଲ ନ ଲିଭୁଣୁ ଲିଭିଗଲା ଜୀବନ ଦୀପ। ପ୍ରେମିକ ହିଁ ସାଜିଲା ପ୍ରେମିକାର ହତ୍ୟାକାରୀ। ଯାହାକୁ ବିବାହ କରିବାକୁ ଲିଙ୍ଗ ବଦଳାଇଥିଲେ ତାକୁ ହିଁ କଲେ ହତ୍ୟା। ପ୍ରଥମେ ବେକୁ ଚେନ୍‌ରେ ବାନ୍ଧିଲା…

ସାରା ଦେଶରେ ଖ୍ରୀଷ୍ଟମାସ ବେଶ ଧୁମଧାମରେ ପାଳିତ

ଭୁବନେଶ୍ୱର: ବିଶ୍ୱବ୍ୟାପୀ ଖ୍ରୀଷ୍ଟିଆନମାନଙ୍କ ପାଇଁ ଅତ୍ୟନ୍ତ ଧାର୍ମିକ ମହତ୍ତ୍ୱର ପର୍ବ ଖ୍ରୀଷ୍ଟମାସ ଯୀଶୁଙ୍କ ଅବତାରକୁ ସ୍ମରଣ କରେ। ଯାହା ପରମେଶ୍ୱରଙ୍କ ପ୍ରେମ ଏବଂ ମୁକ୍ତିକୁ ସୂଚିତ କରେ । ତଥାପି ଏହା ଧାର୍ମିକ ସୀମା ଅତିକ୍ରମ କରି ସୁଖ, ଉଦାରତା ଏବଂ…

ମୁକ୍ତ ହେବେ ଫ୍ରାନ୍ସରେ ଫସିଥିବା ୩୦୦ ଭାରତୀୟ

ଫ୍ରାନ୍ସରେ ଫସିଥିବା ୩୦୦ ଭାରତୀୟ ଯାତ୍ରୀଙ୍କ ପାଇଁ ଖୁସି ଖବର। ଦୀର୍ଘ ତିନି ଦିନ ପରେ ଆଜିଠୁ ଆରମ୍ଭ ହେବ ଯାତ୍ରା। ଫ୍ରାନ୍ସରେ ମାନବ ଚୋରା ଚାଲାଣ ସନ୍ଦେହରେ ପ୍ୟାରିସ ନିକଟ ଏକ ବିମାନବନ୍ଦରରେ ତିନି ଦିନ ପାଇଁ ଅଟକି ରହିଥିବା…

ରାଉରକେଲା ପରେ କଣ୍ଟାବାଞ୍ଜିରେ ଡାଇରିଆ, ୨ ମୃତ

କଣ୍ଟାବାଞ୍ଜି  : ରାଉରକେଲା ପରେ କଣ୍ଟାବାଞ୍ଜିରେ ଡାଇରିଆ । ଡାଇରିଆରେ ୨ ଜଣଙ୍କର ମୃ୍ତ୍ୟୁ ହୋଇଥିବା ବେଳେ ୪ରୁ ଊର୍ଦ୍ଧ୍ବ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ୨ ମୃତକ ପୁଡ଼ାପଦାର ଓ ମାଲିବାହାଲ ଗାଁର ମୀରା ସାହୁ ଓ ସନ୍ତୋଷ ମାଝୀ ।…

ଜିରୋ ଭିଜିବିଲିଟି ଯୋଗୁ ବିମାନ ଚଳାଚଳ ବାଧାପ୍ରାପ୍ତ

ସମଗ୍ର ଉତ୍ତର ଭାରତରେ ଜାରି ରହିଛି ହାଡଭଙ୍ଗା ଶୀତ। ଏବେ ଏହି ଶୀତ ସାଙ୍ଗକୁ ଘନ କୁହୁଡି ଲୋକଙ୍କୁ କରିଛି କଲବଲ। କୁହୁଡିର ମୋଟା ଚାଦର ଚାରିଆଡେ ଢ଼ାଙ୍କି ରହିଛି। ଫଳରେ ଦୂରକୁ ଦେଖିବା ଅସମ୍ଭବ ହୋଇପଡିଛି। ଜିରୋ ଭିଜିବିଲିଟି ଯୋଗୁ…

ବଲାଙ୍ଗୀରରେ ଦାଦନ ଚାଲାଣ: ୭ ନାବାଳକଙ୍କ ସମେତ ୧୫ ଉଦ୍ଧାର

ବଲାଙ୍ଗୀର: ଜିଲ୍ଲା ପୁଲିସ ରବିବାର ୭ ଜଣ ନିରୀହ ଶିଶୁଙ୍କ ସମେତ ୧୫ ଜଣ ଦାଦନ ଶ୍ରମିକଙ୍କୁ ବେଆଇନ ଭାବେ ବାହାର ରାଜ୍ୟକୁ ଚାଲାଣ ବେଳେ ଦଲାଲଙ୍କ କବଳରୁ ଉଦ୍ଧାର କରିଛି। ଏହି ଗରିବ ଲୋକଙ୍କୁ ବେଆଇନ ଭାବେ ହାଇଦ୍ରାବାଦ ନିଆଯାଉଥିବା…