ଶ୍ରୀମନ୍ଦିର ଭିତର କାଠ ନିକଟରେ ପଡିଲା ଶ୍ରଦ୍ଧାଳୁଙ୍କ ରକ୍ତଛିଟା: କରାଗଲା ମହାପ୍ରଭୁଙ୍କର ବଡ ମହାସ୍ନାନ

ପୁରୀ : ଶ୍ରୀମନ୍ଦିର ଭିତର କାଠ ନିକଟରେ ପଡିଲା ଶ୍ରଦ୍ଧାଳୁଙ୍କ ରକ୍ତଛିଟା  । ରକ୍ତ ଛିଟା ପଡିବାରୁ ମହାପ୍ରଭୁଙ୍କର ବଡ ମହାସ୍ନାନ କରାଯାଇଛି । ଫଳରେ ୧ ଘଣ୍ଟା ଲାଗି ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରିବାରୁ ବଞ୍ଚିତ ରହିଥିଲେ । କେହି…

ଭାରତୀୟ କୁସ୍ତି ମହାସଂଘ ନିଲମ୍ବିତ, ସଞ୍ଜୟ ସିଂହଙ୍କ ପଦ ରଦ୍ଦ

ନିଲମ୍ବନ ହେଲା ଭାରତୀୟ କୁସ୍ତି ମହାସଂଘ। କୁସ୍ତି ମହାସଂଘର ନବ ନିର୍ବାଚିତ କାର୍ଯ୍ୟକାରିଣୀଙ୍କୁ ନିଲମ୍ବିତ କଲା କ୍ରୀଡା ମନ୍ତ୍ରଣାଳୟ। ନୂଆ କୁସ୍ତିଯୋଦ୍ଧା ତଥା ବ୍ରିଜ ଭୂଷଣ ଶରଣ ସିଂହଙ୍କୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଭାରତ ସରକାରଙ୍କ କ୍ରୀଡ଼ା ମନ୍ତ୍ରଣାଳୟ ଏହି…

ଦେବଗଡ଼ରୁ ୬ ବର୍ଷର ଶିଶୁ କନ୍ୟାକୁ ଅପହରଣ ଘଟଣାରେ ୪ ଗିରଫ

ଦେବଗଡ଼ରୁ ୬ ବର୍ଷର ଶିଶୁ କନ୍ୟା ପିହୁ ଅଗ୍ରୱାଲ ଅପହରଣ ଘଟଣାରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ। ସେମାନଙ୍କଠାରୁ ଅପହରଣରେ ବ୍ୟବହାର ହୋଇଥିବା ୨ଟି ବାଇକ୍ ଓ ଗୋଟିଏ କାର୍ ମଧ୍ୟ ଜବତ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି…

ଆତଙ୍କବାଦୀଙ୍କ ଗୁଳିମାଡ଼ରେ ଅବସରପ୍ରାପ୍ତ ପୁଲିସ୍ ଅଧିକାରୀଙ୍କ ମୃତ୍ୟୁ

ଆତଙ୍କବାଦୀଙ୍କ ଗୁଳିରେ ଜଣେ ଅବସରପ୍ରାପ୍ତ ପୁଲିସ୍ ଅଧିକାରୀଙ୍କ ମୃତ୍ୟୁ ଘଟିଛି। ଜମ୍ମୁ ଓ କଶ୍ମୀରର ବାରାମୂଲାରେ ଆଜି ଘଟିଛି ଏହି ଘଟଣା। ମୃତକଙ୍କ ନାଁ ମହମ୍ମଦ ଶଫୀ ମୀର। ସେ ଜମ୍ମୁ ଓ କଶ୍ମୀର ପୁଲିସ୍‌ରେ ଏସ୍‌ଏସ୍‌ପି ଭାବେ କାର୍ଯ୍ୟ କରି ଅବସର…

୧୦ ଡିଗ୍ରୀ ତଳେ ୮ ସହର, ୬.୬ ଡିଗ୍ରୀ ସହ କୋରାପୁଟ ସବୁଠୁ ଥଣ୍ଡା ସହର

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି । ରାତିର ତାପମାତ୍ରା ରେ ସାମାନ୍ୟ ବୃଦ୍ଧି ଘଟିଛି । ଆଜି ୧୦ ଡିଗ୍ରୀ ତଳେ ରହିଛି ୮ ସହରର ତାପମାତ୍ରା । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର…

ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅ କହିବା ପରେ ହୃଦଘାତରେ ଟଳିପଡ଼ିଲେ ଆଇଆଇଟି ପ୍ରଫେସର

ଆଇଆଇଟି କାନପୁରରେ ଏକ ଆଲୁମିନି ମିଟ୍ କାର୍ଯ୍ୟକ୍ରମରେ ଭାଷଣ ଦେଉଥିବା ବେଳେ ହୃଦଘାତରେ ଜଣେ ସିନିୟର ପ୍ରଫେସରଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ସମୀର ଖାଣ୍ଡେକର। ତାଙ୍କୁ ୫୫ ବର୍ଷ ହୋଇଥିଲା। ସେ ଆଇଆଇଟି କାନପୁରରେ ମେକାନିକାଲ ଇଞ୍ଜିନିୟରିଂ ବିଭାଗର ସିନିୟର…

ଜାନୁୟାରୀ ୧୫ ସୁଦ୍ଧା ଦାବି ପୂରଣ ନ ହେଲେ ଆୟୁଷ ଡାକ୍ତର ସମୂହ ଛୁଟିରେ ଯିବେ

ଭୁବନେଶ୍ୱର,୨୩।୧୨: ରାଜ୍ୟରେ କାର୍ଯ୍ୟ କରୁଥିବା ୧୨୭୨ ଆରବିଏସ୍‌କେ ଆୟୁଷ ଡାକ୍ତର ଜାନୁୟାରୀ ୧୫ ତାରିଖ ସୁଦ୍ଧା  ଦାବି ପୂରଣ ନ ହେଲେ ସମୂହ ଛୁଟିରେ ଯିବେ। ଆରବିଏସ୍‌କେ ଆୟୁଷ ଡାକ୍ତର ସଂଘ ଏହି ନିଷ୍ପତ୍ତି ନେଇଛି। ସଂଘର ସଭାପତି ପ୍ରଭାତ ମହାନ୍ତି…

‘ଛାତ୍ରୀଛାତ୍ର କଠିନ ପରିଶ୍ରମ କରିବା ଉଚିତ’

କୋରାପୁଟ : ଶନିବାର କୋରାପୁଟ ଗସ୍ତରେ ରାଜ୍ୟ ଯୁବ ଓଡ଼ିଶା ନବୀନ ଓଡ଼ିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଆସିଛନ୍ତି। କୋରାପୁଟସ୍ଥିତ ସରକାରୀ ମହାବିଦ୍ୟାଳୟ ପଡ଼ିଆଠାରେ ଆୟୋଜିତ ଜିଲାସ୍ତରୀୟ ଯୁବ ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ତଥା ଯୁବ ଉତ୍ସବରେ…

ଅସମ୍ଭାଳ ହେଉଛି କରୋନା, ଜିରୋ ନାଇଟ ସେଲିବ୍ରେସନକୁ ନେଇ ଦ୍ୱନ୍ଦ୍ବ

ଭୁବନେଶ୍ବର : ପୁଣି କରୋନା ଦେଖାଇଛି ତାର ପୁରୁଣା ରୂପ। ଦେଶରେ ଦିନକୁ ଦିନ ବଢି ଚାଲିଛି କୋଭିଡର ଏହି ନୂଆ ଭାରିଆଣ୍ଟ ସଂକ୍ରମଣ। ଆଉ ଏଥିପାଇଁ କେନ୍ଦ୍ର ସରକାର ସବୁ ରାଜ୍ୟକୁ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାରି ଭିତରେ…

ପୂର୍ବତନ ରାଜ୍ୟପାଳଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩ା୧୨: ଓଡ଼ିଶାର ପୂର୍ବତନ ରାଜ୍ୟପାଳ ଏମ୍‌ଏମ୍‌ ରାଜେନ୍ଦ୍ରନ୍‌ଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ‘ଏକ୍ସ’ରେ କହିଛନ୍ତି, ଅମଲା କର୍ମଚାରୀ ଭାବରେ ତାଙ୍କର ଦୀର୍ଘବର୍ଷର ଅଭିଜ୍ଞତା ତାଙ୍କୁ ଜଣେ ଭଲ ପ୍ରଶାସକ କରିପାରିଥିଲା। ଜନସାଧାରଣଙ୍କ ପ୍ରତି ତାଙ୍କର…