ନିଯୁକ୍ତି ନଥିବାରୁ ସୋଶାଲ ମିଡିଆରେ ଅଧିକ ସମୟ ବିତାଉଛନ୍ତି ଯୁବପିଢି

ଦେଶରେ ବେରୋଜଗାରୀକୁ ନେଇ ବିଜେପି ସରକାର ଉପରେ ବର୍ଷିଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ନିଯୁକ୍ତି ନ ଥିବାରୁ ଯୁବପିଢି ଅଧିକ ସମୟ ବିଭିନ୍ନ ସୋଶାଲ ମିଡିଆରେ ସମୟ ବିତାଉଥିବା କହିଛନ୍ତି ରାହୁଲ ଗାନ୍ଧି। ବର୍ତ୍ତମାନ ଦେଶରେ ସବୁଠୁ ବଡ ସମସ୍ୟା…

ଘରୋଇ ନର୍ସିଂ ହୋମରେ ତ୍ରୁଟିପୂର୍ଣ୍ଣ ଚିକିତ୍ସା ଯୋଗୁଁ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ଅଭିଯୋଗ

ଯାଜପୁର: ତ୍ରୁଟିପୂର୍ଣ୍ଣ ଚିକିତ୍ସା ଯୋଗୁ ଚାଲିଗଲା ମହିଳାଙ୍କ ଜୀବନ l ନର୍ସିଂହୋମ ଘେରିଲେ ପରିବାର ଲୋକେ । ଯାଜପୁର ମାନସାପୋଲ ନିକଟରେ ଓମ ସାଇ ନର୍ସିଂହୋମରେ ଗର୍ଭବତୀ ମହିଳାଙ୍କର ମୃତ୍ୟୁ ଘଟିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି l…

ଜ୍ୟାକଲିନ୍‌ଙ୍କୁ ଧମକ ଦେଲା ମହାଠକ ସୁକେଶ

ରାଗିଗଲା ମହାଠକ ସୁକେଶ ଚନ୍ଦ୍ରଶେଖର। ନିଜ ଲେଡି ଲଭ୍‌ ତଥା ଅଭିନେତ୍ରୀ ଜ୍ୟାକ୍‌ଲିନଙ୍କୁ ଦେଲା ଧମକ। କହିଲା ସମସ୍ତଙ୍କ ଆଗରେ ଖୋଲିଦେବି ସବୁ ରାଜ୍‌। ସମସ୍ତେ ସତ ଜାଣିବା ଉଚିତ। ନିକଟରେ ମହାଠକ ସୁକେଶ ପଠାଉଥିବା ଚିଠି ପତ୍ରକୁ ନେଇ ବିରକ୍ତି…

ସୁନ୍ଦରଗଡରେ ମାଓ ପୋଷ୍ଟର, ଗୋ ଚାଲାଣ ବନ୍ଦ ପାଇଁ ଚେତାବନୀ

ସୁନ୍ଦରଗଡ : ସୁନ୍ଦରଗଡରେ ମାଓ ପୋଷ୍ଟର । ଗୋ ଚାଲାଣ ବନ୍ଦ ପାଇଁ ଲାଗିଲା ପୋଷ୍ଟର । ସୁନ୍ଦରଗଡ ଘୋରୋଇ ବସଷ୍ଟାଣ୍ଡରେ ଲାଗିଛି ପୋଷ୍ଟର। ଗତକାଲି ରାତି ଏହି ପୋଷ୍ଟର ଲାଗିଥିବା ଅନୁମାନ କରାଯାଉଛି। ଛତିଶଗଡ ,ଝାରଖଣ୍ଡ ସମେତ ସୁନ୍ଦରଗଡ଼ରେ ଦିନକୁ…

ଗଣତନ୍ତ୍ର ଦିବସରେ ଭାରତର ଅତିଥି ହେବେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍‌

ନୂଆଦିଲ୍ଲୀ: ୨୦୨୪ର ଗଣତନ୍ତ୍ର ଦିବସ ଉତ୍ସବରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ମୁଖ୍ୟ ଅତିଥି ଭାବରେ ଯୋଗଦେବେ। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଠାଇଥିବା ନିମନ୍ତ୍ରଣ ଗ୍ରହଣ କରିଥିବା ଜଣାପଡ଼ିଛି। ଏହାପୂର୍ବରୁ କେନ୍ଦ୍ର ସରକାର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ମୁଖ୍ୟ…

ASO ଚୟନ: ମେରିଟ ଲିଷ୍ଟ କାଏମ ରଖିଲେ ହାଇକୋର୍ଟ

କଟକ: ASO ଚୟନ ମେରିଟ ଲିଷ୍ଟ କାଏମ୍‌ ରଖିଛନ୍ତି ହାଇକୋର୍ଟ । OPSC ଚୟନ ପ୍ରକ୍ରିୟାରେ କୌଣସି ତ୍ରୁଟି ହୋଇନି ବୋଲି କହିବା ସହ ୧୧୦୪ ଜଣଙ୍କ OPSC ମେରିଟ୍ ଲିଷ୍ଟ କାଏମ ରଖିଲେ ହାଇକୋର୍ଟ। ତେବେ ଯେଉଁଠୁ ପ୍ରକ୍ରିୟା ବନ୍ଦ ରହିଥିଲା ସେଠାରୁ…

ଭାରତୀୟ ଯୁବତୀଙ୍କୁ ପାଉନି FBI, ଘୋଷଣା କଲା ୧୦ ହଜାର ଡଲାରର ପୁରସ୍କାର

ନୂଆଦିଲ୍ଲୀ: ଦୀର୍ଘ ୪ ବର୍ଷ ହେଲା ଆମେରିକାର ନ୍ୟୁଜର୍ସିରୁ ନିଖୋଜ ହୋଇ ଯା଼ଇଥିବା ୨୯ ବର୍ଷୀୟ ଭାରତୀୟ ଯୁବତୀଙ୍କୁ ଖୋଜି ଖୋଜି ନିରାଶ ହୋଇଛି ଫେଡରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେସନ ବା ଏଫବିଆଇ। ଏବେ ଯୁବତୀଙ୍କ ସମ୍ପର୍କରେ ସୂଚନା ହାସଲ କରିବା ପାଇଁ…

କୋଭିଡ ଲକ୍ଷଣ ଦେଖାଦେଲେ ତୁରନ୍ତ ପରୀକ୍ଷା କରନ୍ତୁ; ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ଦେଶରେ ପୁଣିଥରେ କରୋନା ସଂକ୍ରମଣ ବଢିଛି । ଦେଶରେ ଏବେ ନିୟମିତ କେସ୍ ବଢିବାରେ ଲାଗିଛି । ବିଭିନ୍ନ ସ୍ଥାନରେ ରୋଗୀ ବି ଚିହ୍ନଟ ହେଲେଣି । ଏହାରି ଭିତରେ ରାଜ୍ୟ ସରକାର ବି ତପ୍ତରତା ପ୍ରକାଶ କଲେଣି । ସ୍ୱାସ୍ଥ୍ୟ…

କୋଟିକୋଟି ଟଙ୍କାର ଜିଏସଟି ଠକିଥିବା କମ୍ପାନି ମାଲିକଙ୍କ ‌ଜେଲରେ ଏପରି କଟିଲା ରାତି

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମେରଠରେ ଏସଟିଏଫ ନକଲି ଇ-ୱେ ବିଲ ଜରିଆରେ କୋଟିକୋଟି ଟଙ୍କାର ଜିଏସଟି ଚୋରି କରିଥିବାର ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାରେ କମର ଅହମଦ ନାମକ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ପ୍ର‌ାଥମିକ ଯାଞ୍ଚରୁ ଜଣାପଡ଼ିଛି ଏହି ଜିଏସଟି ଚୋରି…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଯଜ୍ଞ ନେଇ ଆଲୋଚନା

ପୁରୀ: ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ ଯଜ୍ଞ ନେଇ ଗତକାଲି ସନ୍ଧ୍ୟାରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଯଜ୍ଞ, ସଂକୀର୍ତ୍ତନ ଓ ବେଦପାଠ ପାଇଁ ଗଠିତ ତିନୋଟି ସବକମିଟିର କାର୍ଯ୍ୟ ସମ୍ପର୍କରେ ଆଲୋଚନା…