2023

ଜାତିସଂଘରେ ପୁଣି ଥରେ କଶ୍ମୀର ପ୍ରସଙ୍ଗ ଉଠାଇଲା ତୁର୍କିଏ

ନୂଆଦିଲ୍ଲୀ: ମିଳିତ ଜାତିସଂଘର ୭୮ତମ ସାଧାରଣ ଅଧିବେଶନରେ ତୁର୍କିଏ ରାଷ୍ଟ୍ରପତି ରିସେପ୍ ତୈୟପ୍ ଏର୍ଡୋଗାନ୍ ପୁଣିଥରେ କଶ୍ମୀର ପ୍ରସଙ୍ଗ ଉଠାଇଛନ୍ତି। ମଙ୍ଗଳବାର ସାଧାରଣ ସଭାର ସାଧାରଣ ବିତର୍କରେ ବିଶ୍ୱନେତାମାନଙ୍କୁ ସମ୍ବୋଧିତ କରି ଏର୍ଡୋଗାନ୍ କହିଛନ୍ତି, ଭାରତ ଓ ପାକିସ୍ତାନ ମଧ୍ୟରେ ଆଲୋଚନା…

ବିଧାୟକ ଓ ଝିଅଙ୍କୁ ହତ୍ୟା ଷଡ଼ଯନ୍ତ୍ର ଅଭିଯୋଗ: ଥାନାରେ ଏତଲା ଦେଲେ ଶ୍ରୀକାନ୍ତ ସାହୁ

ପୋଲସରା: ପୋଲସରା ବିଧାୟକ ତଥା ପୂର୍ବତନ ଶ୍ରମ ରାଷ୍ଟ୍ରମନ୍ତ୍ରୀ ଶ୍ରୀକାନ୍ତ ସାହୁ ଓ ତାଙ୍କ ଝିଅକୁ ହତ୍ୟା ଷଡ଼ଯନ୍ତ୍ର କରା ଯାଉଥିବା ସମ୍ପର୍କରେ ନିଜେ ବିଧାୟକ ଶ୍ରୀ ସାହୁ ପୋଲସରା ଥାନା ରେ ଏତଲା ଦେଇଛନ୍ତି। ଶ୍ରୀ ସାହୁ ତାଙ୍କ ଏତଲାରେ…

କାନାଡା-ଭାରତ କୂଟନୈତିକ ବିବାଦ: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର

ନୂଆଦିଲ୍ଲୀ: ଆଜି ଭ‌ାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ହରଦୀପ ସିଂହ ନିଜ୍ଜାର୍‌ ହତ୍ୟା ଘଟଣା ନେଇ ଭାରତ ଓ କାନାଡା ମଧ୍ୟରେ ସୃଷ୍ଟି ହୋଇଥିବା କୂଟନୈତିକ ବିବାଦ ବିଷୟରେ ସଂକ୍ଷିପ୍ତରେ ସବୁକଥା ଅବଗତ…

ମୃତକର ନଖ, ଚମଡା ଓ ଚୁଟି ଧରାଇ ଦେଲା ହତ୍ୟାକାରୀ: ୩ ଗିରଫ

ସୁବର୍ଣ୍ଣପୁର: ମୃତକର ନଖ, ଚମଡା ଓ ଚୁଟି ଧରାଇ ଦେଲା ହତ୍ୟାକାରୀ । ହତ୍ୟା କରି ତଥ୍ୟ ଲୁଚାଇଥିବା ୩ ଯୁବକଙ୍କୁ ଗିରଫ କରିଛି ପୋଲିସ୍। ମୃତକ ହେଲେ ସମ୍ୱଲପୁର ଜିଲ୍ଲା ବେହେରା ମୁଣ୍ଡା ଗାଁର କୃଷ୍ଣଚନ୍ଦ୍ର ଭୋଇ । ସୁବର୍ଣ୍ଣପୁର…

୮୧ ଅଛୁ, ୧୮୧ ହେବୁ: ମହିଳା ସଂରକ୍ଷଣ ବିଲ୍‌ ପ୍ରସଙ୍ଗରେ କହିଲେ ହେମା ମାଳିନୀ

ମୁମ୍ବାଇ: ସଂସଦରେ ବର୍ତ୍ତମାନ ଆମେ ମାତ୍ର ୮୧ଜଣ ଅଛୁ ଏବଂ ଏହି ‘ବିଲ୍‌’ ପାରିତ ହେଲେ ଆମ ସଂଖ୍ୟା ୧୮୧କୁ ବୃଦ୍ଧି ପାଇବ ବୋଲି ‘ମହିଳା ସଂରକ୍ଷଣ ବିଲ୍‌’କୁ ସମର୍ଥନ କରି ବିଶିଷ୍ଟ ଅଭିନେତ୍ରୀ ତଥା ରାଜନେତ୍ରୀ ହେମା ମାଳିନୀ ମଙ୍ଗଳବାର…

ଅନୁଗୁଳରେ ହାତୀ ଆକ୍ରମଣରେ ଜଣେ ମୃତ

ଅନୁଗୁଳ : ଅନୁଗୁଳ ଜିଲ୍ଲାରେ ଥମୁନି ହାତୀ ଉପଦ୍ରବ । କେତେବେଳେ ହାତୀ ଆକ୍ରମଣରେ ମଣିଷ ଜୀବନ ଯାଉଛି । ତ ଆଉ କେତେବେଳା ହାତୀ-ମଣିଷ ଲଢେଇ ମଧ୍ୟରେ ହାତୀର ଜୀବନ ଯାଉଛି । ଅନେକ ସ୍ଥାନରେ ଖାଦ୍ୟ ଅନ୍ବେଶଣରେ ଆସି…

ବାଇଡେନଙ୍କୁ ସାଧାରଣତନ୍ତ୍ର ଦିବସ ପାଇଁ ମୋଦିଙ୍କ ନିମନ୍ତ୍ରଣ

ଆସନ୍ତା ୨୦୨୪ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହୋଇପାରନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ। ତାଙ୍କୁ ଜାନୁଆରୀ ୨୬ କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ କରିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିକଟରେ ଦିଲ୍ଲୀରେ ଜି-୨୦ ଶିଖର ସମ୍ମିଳନୀ ଶେଷ ହୋଇଥିଲା। ଏହି…

ଏନକାଉଣ୍ଟରରେ ଦୁଇ ହାର୍ଡକୋର ମାଓବାଦୀ ମୃତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଦନ୍ତେୱାଡ଼ା ଜଙ୍ଗଲରେ ପୋଲିସ୍ ମାଓବାଦୀ ମଧ୍ୟରେ ଗୁଳିବିନିମୟ। ପୋଲିସର ଏନକାଉଣ୍ଟରରେ ଦୁଇ ହାର୍ଡକୋର ମାଓବାଦୀ ମୃତ। ନାହାଡ଼ି ଜାଙ୍ଗଲରେ ଆଜି ସକାଳୁ ମାଓବାଦୀ କ୍ୟାମ୍ପ କରି ରହିଥିବା ନେଇ ଖବର ପାଇ ଚଢ଼ାଉ କରିଥିଲା…

କାନାଡା ଛାଡ଼ିବାକୁ ଭାରତୀୟ ହିନ୍ଦୁଙ୍କୁ ଆତଙ୍କବାଦୀ ପନ୍ନୁର ଧମକ

ଭାରତ ଓ କାନାଡା ମଧ୍ୟରେ ଚାଲିଥିବା ତିକ୍ତତା ଚରମସୀମାରେ ପହଞ୍ଚି ଯାଇଛି। ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନାଜିରର ମୃତ୍ୟୁକୁ ନେଇ ଦୁଇ ଦେଶ ମଧ୍ୟରେ କୂଟନୀତିକ ଯୁଦ୍ଧ ଆରମ୍ଭ ହୋଇଯାଇଛି। ଏବେ ଏହାର ଫାଇଦା ଉଠାଇ ବିଦ୍ୱେଷ ସୃଷ୍ଟି କରିବାକୁ…

ଶ୍ରୀମନ୍ଦିର ଚାରିଦ୍ବାର ଖୋଲାଯିବା ପ୍ରସଙ୍ଗ : ଅକ୍ଟୋବର ୩ ତାରିଖରେ ଓଡିଶା ବନ୍ଦ ଡାକରା ଦେଲା ଶ୍ରୀଜଗନ୍ନାଥ ସେନା

ପୁରୀ: ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଚାରିଦୁଆର ଖୋଲାଯିବା ପ୍ରସଙ୍ଗ । ଶ୍ରୀମନ୍ଦିର ରତ୍ନଭଣ୍ଡାର ସୁରକ୍ଷା ଦାବି କରି ଆସନ୍ତା ମାସ ଅକ୍ଟୋବର ୩ ତାରିଖରେ ଓଡିଶା ବନ୍ଦ ଡାକରା ଦେଇଛି ଶ୍ରୀଜଗନ୍ନାଥ ସେନା। କାଳିଆ ଠାକୁର ଓ ତାଙ୍କ ଭକ୍ତଙ୍କ ପାଇଁ…