ଶୁକ୍ରବାର ଚନ୍ଦ୍ରପୃଷ୍ଠରେ ସକାଳ ହେବ, ପୁଣି କାର୍ଯ୍ୟ କରିବକି ବିକ୍ରମ-ପ୍ରଜ୍ଞାନ ?
ସରିବାକୁ ଯାଉଛି ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ କୃଷ୍ଣପକ୍ଷ। ଇସ୍ରୋର ଚନ୍ଦ୍ରଯାନ-3 ଅବତରଣ କରିଥିବା ଅଞ୍ଚଳରେ ଆସନ୍ତା ଶୁକ୍ରବାର ରାତି ପାହିବ। ସେଠାରେ ସକାଳ ହେଲେ ଇସ୍ରୋ ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନକୁ ଜାଗ୍ରତ କରିବାକୁ ଚେଷ୍ଟା କରିବ। ବର୍ତ୍ତମାନ ଉଭୟ…
