CISF ହାତକୁ ଗଲା ସଂସଦ ଭବନର ସୁରକ୍ଷା ଦାୟିତ୍ୱ

ହଟିଲା ପୁଲିସ। ସିଆଇଏସ୍‌ଏଫ୍‌ ହାତକୁ ଗଲା ସଂସଦ ଭବନର ସୁରକ୍ଷା ଦାୟିତ୍ୱ। ପର୍ଲାମେଣ୍ଟ ସୁରକ୍ଷାରେ ବ୍ୟାପକ ତ୍ରୁଟି ଘଟଣା ପରେ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ସମଗ୍ର କମ୍ପ୍ଲେକ୍ସର ସୁରକ୍ଷା ଦାୟିତ୍ୱକୁ ନେଇ ତତ୍ପର ହୋଇ ଉଠିଛନ୍ତି ସରକାର।…

ରାଜ୍ୟ ସରକାରଙ୍କ ଅଭିନବ ପ୍ରୟାସ, ଟ୍ରକ୍‌ ଡ୍ରାଇଭରଙ୍କୁ ମିଳିବ ମାଗଣା ଚା’

ଭୁବନେଶ୍ୱର : ରାଜ୍ୟରେ ବଢ଼ୁଛି ସଡ଼କ ଦୁର୍ଘଟଣା । ଗତ ୫ ବର୍ଷରେ ସବୁ ରେକର୍ଡ଼ ଭାଙ୍ଗିଛି ଓଡ଼ିଶା। ଏହି ସଡ଼କ ଦୁର୍ଘଟଣା କେତେ ପରିବାର ଉଚ୍ଛନ କରିଦେଉଥିବା ବେଳେ ଅନେକଙ୍କ ଆଖିରୁ ଆଜିବି ଶୁଖୁନି ଲୁହ । ତେବେ ଏହି ସଡ଼କ…

ରାମ ମନ୍ଦିର ଉଦ୍‌ଘାଟନ ଉତ୍ସବ: ସୋନିଆ ଗାନ୍ଧିଙ୍କ ସମେତ ମଲ୍ଲିକାର୍ଜ୍ଜୁନ ଖାଡ଼ଗେ ଓ ଅଧିର ରଞ୍ଜନ ଚୌଧୁରୀଙ୍କୁ ନିମନ୍ତ୍ରଣ

ରାମ ମନ୍ଦିର ଉଦ୍‌ଘାଟନ କାର୍ଯ୍ୟକ୍ରମକୁ ନେଇ ଉଠୁଛୁ ପଡୁଛି ଅଯୋଧ୍ୟା। ଏଠାରେ ଆରମ୍ଭ ହୋଇଯାଇଛି ଭବ୍ୟ ଆୟୋଜନ। ଆସନ୍ତା କାଲି ଅର୍ଥାତ୍‌ ଜାନୁୟାରୀ ୨୨ରେ ହେବାକୁ ଥିବା ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ୮ ହଜାର ଅତିଥି ଉପସ୍ଥିତ ରହିବେ। ଏଥିରେ ବଡ ବଡ…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କାର୍ଯ୍ୟକ୍ରମ : ଆଜି ମହାପ୍ରଭୂଙ୍କୁ ନିମନ୍ତ୍ରଣ

ପୁରୀ : ଓଡିଆ ଜାତିର ଆରାଧ୍ୟ ଦେବତା ହେଉଛନ୍ତି ପ୍ରଭୂ ଜଗନ୍ନାଥ  । ଆମର ବିବାହ ହେଉ , ଘର ପ୍ରତିଷ୍ଠା ହେଉ , ବ୍ରତଘର ହେଉ କିମ୍ବା  କାନ ଫୋଡା ହେଉ , ପ୍ରତିଟି ଶୁଭ କାର୍ଯ୍ୟରେ ଶ୍ରୀ ଜଗନ୍ନାଥଙ୍କୁ…

ଭାରତକୁ ପ୍ରଶଂସା କଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ

ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ତିକ୍ତତା ସମ୍ପର୍କରେ ସମସ୍ତଙ୍କୁ ଜଣା। କିନ୍ତୁ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫ ଖୋଲାଖୋଲି ଭାବେ ପୁଣିଥରେ ଭାରତର ପ୍ରଶଂସା କରିଛନ୍ତି। ପଡ଼ୋଶୀ ଦେଶ ଚନ୍ଦ୍ରରେ ପହଞ୍ଚି ସାରିଲେଣି କିନ୍ତୁ ପାକିସ୍ତାନ ମାଟିରୁ ଉଠି…

ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାହ ବିଚ୍ଛେଦକୁ ଖାରଜ କଲେ ହାଇକୋର୍ଟ

କଟକ : ସାଂସଦ ଅନୁଭବ ମହାନ୍ତି-ବର୍ଷାଙ୍କ ବିବାହ ବିଚ୍ଛେଦ ମାମଲାରେ ଆସିଛି ବଡ଼ ଖବର । ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ ବିବାହ ବିଚ୍ଛେଦ ନେଇ ପରିବାର ଅଦାଲତଙ୍କ ରାୟ ଖାରଜ । କଟକ ପରିବାର ଅଦାଲତଙ୍କ ରାୟକୁ ଖାରଜ କଲେ…

ତୃତୀୟ ଲିଙ୍ଗୀଙ୍କ ସଶକ୍ତିକରଣ: ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ସମାବେଶିତାର କାହାଣୀ

ନୂଆଦିଲ୍ଲୀ: ପରିସଂଖ୍ୟାନ ଏକ ପ୍ରଗତିର ଚିତ୍ର ପ୍ରଦାନ କରିପାରେ । କିଛି କାହାଣୀ ସଂଖ୍ୟାକୁ ଅତିକ୍ରମ କରି ଆମ ଭାବ ପ୍ରବଣତାକୁ ଗଭୀରଭାବେ ଅନୁରଣିତ କରିଥାଏ । ସେଭଳି ଏକ କାହାଣୀ  ନୀଳେଶଙ୍କର । ନୀଳେଶ ଜଣେ ତୃତୀୟ ଲିଙ୍ଗର ବ୍ୟକ୍ତି…

ଡିସକାଉଣ୍ଟରେ ଗାଡି ଦେବା ନାଁରେ ୪୦କୋଟି ଠକେଇ : ଦମ୍ପତ୍ତି ଅଟକ

ଭୁବନେଶ୍ବର : ଡିସକାଉଣ୍ଟରେ ଗାଡି ଦେବା ନାଁରେ ୪୦ କୋଟି ଠକେଇ । ଗଞ୍ଜାମ ଆସିକାର ଦମ୍ପତ୍ତିଙ୍କୁ ଅଟକ ରଖିଛି କମିଶନରେଟ୍ ପୋଲିସ । ନୟାପଲ୍ଲୀ ଥାନାରେ ଅକ୍ଷୟ ଗୌଡ ଓ ତାଙ୍କ ପତ୍ନୀଙ୍କୁ  ପଚରାଉଚରା କରାଯାଉଛି । ଭୁବନେଶ୍ବରରେ ସମ୍ପୃକ୍ତ…

୪ ବର୍ଷରୁ କମ୍‌ ବୟସ୍କ ପିଲାଙ୍କୁ କଫ୍‌ ସିରପ୍‌ ମନା

୪ ବର୍ଷରୁ କମ୍‌ ବୟସ୍କ ପିଲାଙ୍କୁ ଏଣିକି କଫ ସିରପ୍‌ ଦେବା ମନା। ଭାରତର ଡ୍ରଗ ରେଗୁଲେଟର ଚାରି ବର୍ଷରୁ କମ୍‌ ବୟସ୍କ ପିଲାଙ୍କୁ କଫ ସିରପ ଦେବା ଉପରେ ବ୍ୟାନ୍‌ ଲଗାଇଛନ୍ତି। ସାରା ବିଶ୍ୱରେ କଫ୍‌ ସିରପ ଯୋଗୁ ୧୪୧…

ବ୍ୟାପୁଛି ହଇଜା, ରାଉରକେଲାରେ ପହଞ୍ଚିଲେ ଏସ୍‌ସିବିର ଡାକ୍ତରୀ ଟିମ୍

ରାଉରକେଲା : ଷ୍ଟିଲସିଟିରେ ହଇଜା ନିୟନ୍ତ୍ରଣ ପାଇଁ ଆକ୍ସନ ପ୍ଲାନ। ଗତକାଲି ସ୍ବାସ୍ଥ୍ୟ ସଚିବ ସାଲିନୀ ପଣ୍ଡିତ ରାଉରକେଲା ଗସ୍ତରେ ଯାଇ ସମୀକ୍ଷା କରିଥିବା ବେଳେ କଟକ ଏସ୍‌ସିବିର ୪ ଜଣ ଡାକ୍ତର ପହଞ୍ଚିଛନ୍ତି । ଆଜି ଆଉ ଜଣେ ଡ଼ାକ୍ତର ଏସ୍‌ସିବିରୁ…