‘ୱାଗ୍ନର୍’ ମୁଖ୍ୟ ପ୍ରିଗୋଜିନ୍ଙ୍କ ମୃତ୍ୟୁ ଘଟଣାରେ ସମ୍ପୃକ୍ତି କଥାକୁ ଅସ୍ବୀକାର କଲା ରୁଷ୍
ମସ୍କୋ: କ୍ରେମ୍ଲିନ୍ ଆଦେଶକ୍ରମେ ‘ୱାଗ୍ନର୍’ ମୁଖ୍ୟ ୟେଭ୍ଗେନି ପ୍ରିଗୋଜିନ୍ଙ୍କୁ ହତ୍ୟା କରାଯାଇଛି ବୋଲି ପାଶ୍ଚାତ୍ୟ ରାଷ୍ଟ୍ର କରୁଥିବା ଦାବି ‘ଡାହା ମିଛ’ ବୋଲି ଶୁକ୍ରବାର ଦିନ ରୁଷ୍ କହିଛି। କିନ୍ତୁ, ପ୍ରିଗୋଜିନ୍ଙ୍କ ମୃତ୍ୟୁର କାରଣ ବିଷୟରେ କିଛି ସୁନିଶ୍ଚିତ ନ କରି…
