ବାଇକ୍ ଶୋ’ ରୁମରେ ଭୟାନକ ଅଗ୍ନିକାଣ୍ଡ, 400ରୁ ଅଧିକ ବାଇକ୍ ପୋଡି ପାଉଁଶ
ଆନ୍ଧ୍ରପ୍ରଦେଶର ବିଜୟୱାଡାର ଏକ ବାଇକ୍ ଶୋ’ ରୁମରେ ଭୟାନକ ଅଗ୍ନିକାଣ୍ଡ। 400ରୁ ଅଧିକ ବାଇକ୍ ପୋଡି ପାଉଁଶ। କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇ ଥିବାବେଳେ ଶୌଭାଗ୍ୟବଶତଃ ଏଥିରେ କୌଣସି ଜୀବନହାନୀ ଘଟିନାହିଁ। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ…
