2023

ଜହ୍ନରେ ଚାଲିଲା ରୋଭର ପ୍ରଜ୍ଞାନ

ଖୁସି ଉପରେ ପୁଣି ମିଳିଲା ଖୁସି। ପୁଣି ଥରେ ଦେଶବାସୀଙ୍କ ଛାତି ଗର୍ବରେ କୁଣ୍ଡେମୋଟ ହୋଇଗଲା । ଗତକାଲି ଚନ୍ଦ୍ରଯାନ-୩ ଜନ୍ମ ମାମୁରେ ପାଦ ଥାପିଥିବା ବେଳେ ଆଜି ବିଚରଣ କରିବା ଆରମ୍ଭ କରିଛି। ଲ୍ୟାଣ୍ଡର୍ ବିକ୍ରମଠୁ ଗତକାଲିଠୁ ଅଲଗା ହୋଇଥିବା…

ଭିଜିଲାନ୍ସ ପଞ୍ଝାରେ ରାୟଗଡା ଡିଏଫଓ , ଘର ସମେତ ୭ଟି ସ୍ଥାନରେ ରେଡ୍

ରାୟଗଡା: ଭିଜିଲାନ୍ସ ଜାଲରେ ରାୟଗଡା ଡିଏଫଓ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଡିଏଫଓ ବିଜୟ କୁମାର ପରିଡାଙ୍କ ଘରେ ଚଢାଉ କରାଯାଉଛି । ଭୁବନେଶ୍ବର ଓ ରାୟଗଡା ସମେତ ଏକକାଳୀନ ୭ଟି ସ୍ଥାନରେ ରେଡ ଚାଲିଛି । ଏହି…

ପ୍ଲାଣ୍ଟରୁ ଲିକ୍‌ ହେଲା ବିଷାକ୍ତ ଗ୍ୟାସ୍‌ , ୨୮ ଅସୁସ୍ଥ

ଗୁଜରାଟର ଏକ ଶିଳ୍ପ ସଂସ୍ଥାରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହୋଇ ୨୮ ଜଣ ଅସୁସ୍ଥ ହୋଇ ପଡ଼ିଛନ୍ତି। ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି। ପ୍ରଶାସନ ପକ୍ଷରୁ ଉକ୍ତ ଅଞ୍ଚଳରୁ ଅନ୍ୟମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଗୁଜରାଟର ଭରୁଚ…

ବିଶିଷ୍ଠ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ ଅସୁସ୍ଥ: ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ ଅସୁସ୍ଥ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଜାରି ରହିଛି । ଏହି ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସଂସ୍କୃତି ବିଭାଗର ଏକ ପ୍ରତିନିଧି ଦଳ…

ନିଟ୍‌ କୋଚିଂ ନେଉଥିବା ଛାତ୍ର ଏକାଥରେ ଖାଇଦେଲେ ୨୦ ଟାବଲେଟ

କିଛି ଦିନର ବ୍ୟବଧାନ ପରେ ପୁଣି ଥରେ କୋଟାରୁ ଆସିଛି ଚିନ୍ତାଜନକ ଖବର। ନିଟ୍‌ ପାଇଁ କୋଚିଂ ନେଉଥିବା ଜଣେ ୨୩ ବର୍ଷୀୟ ଛାତ୍ର ଗୁଲଶନ ଅତ୍ୟଧିକ ଟାବଲେଟ ଖାଇ ଗୁରୁତର ହୋଇ ପଡ଼ିଥିବା ଜଣାଯାଇଛି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା…

ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ପିଟି ପିଟି ହତ୍ୟା !

ଜଗସିଂହପୁର: ଜଗସିଂହପୁର ସଦର ଥାନା ଚାରିବାଟିଆ ଗାଁରେ ଅଭାବନୀୟ ଘଟଣା ଘଟିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତକ ଚାରିବାଟିଆ ଗାଁର ସାଗର ନାୟକ ବୋଲି ଜଣାପଡିଛି…

ସେପ୍ଟେମ୍ବରରେ ଲଞ୍ଚ ହେବ ମିଶନ ସୂର୍ଯ୍ୟ ‘ଆଦିତ୍ୟ ଏଲ-1’

ନୂଆଦିଲ୍ଲୀ: ସେପ୍ଟେମ୍ବରରେ ଲଞ୍ଚ ହେବ ମିଶନ ସୂର୍ଯ୍ୟ ‘ଆଦିତ୍ୟ ଏଲ-1’। ଏନେଇ ସୂଚନା ଦେଲେ ଇସ୍ରୋ ମୁଖ୍ୟ ଏସ ସୋମନାଥ । ବହୁପ୍ରତୀକ୍ଷିତ ମୁନ୍ ମିଶନ ‘ଚନ୍ଦ୍ରଯାନ-୩’ର ସଫଳ ଲ୍ୟାଣ୍ଡିଂର ମାତ୍ର କେଇ ଘଣ୍ଟା ମଧ୍ୟରେ ସୂର୍ଯ୍ୟ ମିଶନ ଆଦିତ୍ୟ ଏଲ-1…

ଅନୁଗୁଳରେ ଦୁଇ ଜଣଙ୍କୁ ଦଳିଦେଲା ଦନ୍ତା

ଅନୁଗୁଳ: ଥମୁନି ହାତୀ ଆତଙ୍କ । କେତେବେଳେ ହାତୀ ମୃତ୍ୟୁର ଖବର ଆସୁଛି ତ ଆଉ କେତେବେଳେ ହାତୀ ମଣିଷ ଲଢେଇର ଖବର ସାମ୍ନାକୁ ଆସୁଛି । କେଉଁଠି ହାତୀ ପଲ ଗାଁ ମୁହାଁ ହେଉଛନ୍ତି ତ ଆଉ କେତେବେଳେ ହାତୀ…

ଜହ୍ନକୁ ଯାଇ ମେସେଜ ଦେଲା ଚନ୍ଦ୍ରଯାନ-୩

ମହାକାଶ ଗବେଷଣାରେ ଇସ୍ରୋର ସ୍ବର୍ଣ୍ଣିମ ସଫଳତା । ଚନ୍ଦ୍ରପୃଷ୍ଠରେ ଅବତରଣ କଲା ଚନ୍ଦ୍ରଯାନ । ଯେଉଁ ସମୟକୁ ସାରା ଦେଶ ଓ ବିଶ୍ବ ଅପେକ୍ଷା କରିଥିଲା ସେହି ସମୟ ଥିଲା ୫ଟା ୪୪ । ଚନ୍ଦ୍ରପୃଷ୍ଠକୁ ଅନ୍ତିମ ଯାତ୍ରା ଆରମ୍ଭ କରିଥିଲା…

ଉତ୍ତରପୂର୍ବ ରାଜ୍ୟ ପାଇଁ ଥିବା ସ୍ୱତନ୍ତ୍ର ବ୍ୟବସ୍ଥାରେ ହାତ ମାରିବେନି କେନ୍ଦ୍ର ସରକାର

ଭାରତର ଉତ୍ତପୂର୍ବ ରାଜ୍ୟଗୁଡ଼ିକ ପାଇଁ ଥିବା ସ୍ୱତନ୍ତ୍ର ବ୍ୟବସ୍ଥା ଓ ଲାଗୁ ହେଉଥିବା ନିୟମରେ ହାତ ମାରିବାକୁ କେନ୍ଦ୍ର ସରକାର କୌଣସି ପ୍ରକାରର ଯୋଜନା ରଖି ନାହାନ୍ତି। ଆଜି ଏ ସମ୍ପର୍କରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଜଣାଇ ଦେଇଛନ୍ତି। ସଲିସିଟିର ଜେନେରାଲ…