2023

ରାଜ୍ୟପାଳଙ୍କ ଦ୍ୱାରା ପର୍ବତ ଆରୋହଣକାରୀ ସୌଭାଗ୍ୟ ରଥ ସମ୍ବର୍ଦ୍ଧିତ

ଭୁବନେଶ୍ୱର: ଆଜି ପୂର୍ବାହ୍ନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପର୍ବତ ଆରୋହଣକାରୀ ସୌଭାଗ୍ୟ କୁମାର ରଥଙ୍କୁ ଉତ୍ତରୀୟ ପ୍ରଦାନ କରି ଶୁଭେଚ୍ଛା ଜଣାଇଛନ୍ତି। ୭୭ତମ ସ୍ୱାଧୀନତା ଦିବସ ପୂର୍ବରୁ ସୌଭାଗ୍ୟ ରଥ ୟୁରୋପ ଓ ଋଷ୍‌ର ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ ଏଲବ୍ରସ୍‌…

ସ୍ତ୍ରୀକୁ ଶାବଳରେ ପିଟି ପିଟି ହତ୍ୟା କଲା ସ୍ବାମୀ

ମୋହନା: ପାରିବାରିକ କଳହର କରୁଣ ପରିଣତି । ଗଜପତି ଜିଲ୍ଲା ମୋହନା ଥାନା ରାଣୀଖମା ଗାଁରେ ଅଭାବନୀୟ ଘଟଣା ଘଟିଛି । ନିଜ ସ୍ତ୍ରୀକୁ ପିଟି ପିଟି ହତ୍ୟା କରିଛି ସ୍ବାମୀ । ମୃତକ ସାରୁଗାଳୁ ମଲ୍ଲିକ ବୋଲି ଜଣାପଡିଛି ।…

ଚକା ଫାଟିଯିବାରୁ ଗଛରେ ପିଟି ହେଲା ଟାଟା ଏସି; ୨୭ ଶ୍ରମିକ ଆହତ

ଚକା ଫାଟି ଯିବାରୁ ଗଛରେ ପିଟି ହେଲା ଟାଟା ଏସି। ଦୁର୍ଘଟଣାରେ ୨୭ ଜଣ ଶ୍ରମିକ ଆହତ ହୋଇଛନ୍ତି। ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା-ଆନନ୍ଦପୁର ରାସ୍ତା ଜୁଡ଼ାମ୍ବ ଘାଟିରେ ଆଜି ସକାଳେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି…

ଡିଆଇଜି ବ୍ରିଜେଶଙ୍କ ବଦଳି ହୋଇଛି ବୋଲି ଡିଜିପି ଅବଗତ ନାହାନ୍ତି: ଲେଖାଶ୍ରୀ

ଭୁବନେଶ୍ୱର: ମହିଳା ହୋମଗାର୍ଡଙ୍କୁ ନିର୍ଯାତନା ଦେବା ମାମଲାରେ କଟକ ମୁଖ୍ୟାଳୟକୁ ବଦଳି ହୋଇଥିବା ଡିଜିପି ବ୍ରିଜେଶ ରାଏଙ୍କ ବଦଳି ବାବଦରେ ସଂପୂର୍ଣ୍ଣ ଅବଗତ ନଥିଲେ ଡିଜିପି। ମଙ୍ଗଳବାର ରାଜ୍ୟ ବିଜେପି ଉପ ସଭାନେତ୍ରୀ ଡିଜିପିଙ୍କୁ ଭେଟିବା ପରେ ଜାରି କରିଥିବା ପ୍ରେସ…

ମାହାଙ୍ଗା ନାବାଳିକା ମୃତ୍ୟୁ ମାମଲା: ଗିରଫ ହେ‌ଲେ ନିଲମ୍ବିତ ବିଜେଡି ନେତା ଶରତ ନାୟକ ଓ ଖେଳ ଶିକ୍ଷକ ଅନୁପମ ରାୟ

କଟକ: ମାହାଙ୍ଗା ଦଶମ ଶ୍ରେଣୀ ନାବାଳିକା ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ଆଜି ୨ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ। ଅଡିଓ ଓ ଚିଠି ଭାଇରାଲ୍‌ ହେବାର ସପ୍ତାହେ ପରେ ନିଲମ୍ବିତ ବିଜେଡି ନେତା ଶରତ ନାୟକ ଓ ଖେଳ ଶିକ୍ଷକ ଅନୁପମ…

ମହିଳା ହୋମଗାର୍ଡ ଆତ୍ମହତ୍ୟା ଉଦ୍ୟମ ମାମଲା: ଜାତୀୟ ମାନବାଧିକାର କମିଶନରେ ଲିଖିତ ଅଭିଯୋଗ କଲେ ମାନବାଧିକାର କର୍ମୀ

ଭୁବନେଶ୍ୱର/କଟକ: ମହିଳା ହୋମଗାର୍ଡ ଆତ୍ମହତ୍ୟା ଉଦ୍ୟମ ମାମଲାରେ ଜାତୀୟ ମାନବାଧିକାର କମିଶନରେ ଲିଖିତ ଅଭିଯୋଗ କଲେ ମାନବାଧିକାର କର୍ମୀ ଜୟନ୍ତ ଦାସ। ଡିଆଇଜି ଓ ତାଙ୍କ ପତ୍ନୀଙ୍କ ପ୍ରତି ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ନିବେଦନ କରିଛନ୍ତି ସେ। ଏହାଛଡ଼ା ପୀଡ଼ିତା ହୋମଗାର୍ଡଙ୍କୁ…

ବିଲଡିଂ ପ୍ଲାନ ପାସ ନାଁରେ ବଡ଼ ଧରଣର ଠକେଇ, ୩କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଜବତ

ସମ୍ବଲପୁର : ବିଲଡିଂ ପ୍ଲାନ ପାସ ନାଁରେ ବଡ଼ ଧରଣର ଠକେଇ । ସମ୍ବଲପୁର ଡେଭଲପମେଣ୍ଟ ଅଥରିଟିରେ ଚାଲିଥିଲା ଠକ ସିଣ୍ଡିକେଟ । ମିଛ ଦସ୍ତାବିଜ ତିଆରି କରି ଦେଉଥିଲେ ବିଲ୍ଡିଂ ପ୍ଲାନ ଅନୁମତି l ଏହି ବଡ଼ ଧରଣର ଠକେଇ…

୨୧ ଜିଲ୍ଲାରେ କାଳବୈଶାଖୀ ଜନିତ ଝଡ଼ବର୍ଷା; ୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ମୌସୁମୀ ନିମ୍ନଚାପ ରେଖା ଆଜି (ମଙ୍ଗଳବାର) ତାର ସାଧାରଣ ଅବସ୍ଥାନଠାରୁ ଉତ୍ତରରେ ରହିବା ସହ ପଞ୍ଜାବର ଅମୃତସରରୁ ବାହାରି, କର୍ଣ୍ଣଲ, ମିରଟ, ଲକ୍ଷ୍ନୌ, ଗୟା ଏବଂ ପଶ୍ଚିମବଙ୍ଗର ମାଲଦାରୁ ପୂର୍ବ ଦିଗରେ ନାଗାଲାଣ୍ଡ ଯାଏ ଲମ୍ବିଛି। ଫଳରେ ରାଜ୍ୟରେ ମୌସୁମୀ…

ରାଜଧାନୀରେ ହଜାରେ ପାର କଲା ଡେଂଗୁ ଆକ୍ରାନ୍ତଙ୍କ ସଂଖ୍ୟା

ରାଜଧାନୀରେ ହଜାରେ ପାର କଲା ଡେଂଗୁ ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ସୁଦ୍ଧା ମୋଟ ୧୩ଶହ ୧୪ଜଣ ଡେଂଗୁ ଆକ୍ରାନ୍ତ ହୋଇଛନ୍ତି । ବାହାର ରାଜ୍ୟରୁ ଆସି କ୍ୟାପିଟାଲ ହସ୍ପିଟାଲ ଡେଂଗୁ ୱାର୍ଡରେ ଚିକିତ୍ସିତ ହେଉଛନ୍ତି ରୋଗୀ । ରୋଗୀଙ୍କ ସଂଖ୍ୟା…

ଅକ୍ଟୋବର ସୁଦ୍ଧା ସରିବ ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ

ଅକ୍ଟୋବର ସୁଦ୍ଧା ସରିବ ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ । ଶ୍ରୀମନ୍ଦିର ଚତୁଃପାର୍ଶରେ ଯାତ୍ରୀ ପରିକ୍ରମା ପ୍ରକଳ୍ପରେ ଭକ୍ତଙ୍କ ପାଇଁ ୯ଟି ପ୍ରବେଶ ପଥ ରହିବ। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ପାର୍ଶରେ ଓ ଏମାର ମଠ ନିକଟରେ ଦୁଇଟି ସ୍ଥାନରେ…