ଯାତ୍ରୀଙ୍କ ହେୟାର୍ କ୍ଲିପରୁ ୨୦ ଲକ୍ଷ ଟଙ୍କାର ସୁନା ଜବତ
ହାଇଦ୍ରାବାଦ ରାଜୀବ ଗାନ୍ଧି ବିମାନ ବନ୍ଦରରୁ ବିପୁଳ ପରିମାଣର ସୁନା ଜବତ। ହେୟାର୍ କ୍ଲିପରେ ଅତି ଚତୁରତାର ସହ ଚାଲାଣ ହେଉଥିଲା ସୁନା। ଚଢ଼ାଉ କରି ସୀମା ଶୁଳ୍କ ଅଧିକାରୀ ୩୯୭ ଗ୍ରାମର ସୁନା ଜବତ କରିଛନ୍ତି। ଇଣ୍ଡିଗୋ ବିମାନରେ ଶାରଜାରୁ…
ହାଇଦ୍ରାବାଦ ରାଜୀବ ଗାନ୍ଧି ବିମାନ ବନ୍ଦରରୁ ବିପୁଳ ପରିମାଣର ସୁନା ଜବତ। ହେୟାର୍ କ୍ଲିପରେ ଅତି ଚତୁରତାର ସହ ଚାଲାଣ ହେଉଥିଲା ସୁନା। ଚଢ଼ାଉ କରି ସୀମା ଶୁଳ୍କ ଅଧିକାରୀ ୩୯୭ ଗ୍ରାମର ସୁନା ଜବତ କରିଛନ୍ତି। ଇଣ୍ଡିଗୋ ବିମାନରେ ଶାରଜାରୁ…
ମୁମ୍ବାଇ-ରାଞ୍ଚି ଇଣ୍ଡିଗୋ ବିମାନର ନାଗପୁରରେ ଜରୁରୀ ଅବତରଣ । ବିମାନ ଯାତ୍ରୀ ରକ୍ତବାନ୍ତି କରିବାରୁ ବିମାନକୁ ନାଗପୁରରେ ଜରୁରୀ ଅବତରଣ କରିଥିଲା । ତୁରନ୍ତ ଯାତ୍ରୀଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।…
ହସଖୁସିର ସଂସାରରେ ଲାଗିଗଲା ନଜର। ଆଖି ପିଛୁଳାକେ ଛାରଖାର ହୋଇଗଲା ପରିବାର। ପତ୍ନୀ ପୁଲିସ୍ ଅଫିସର ଥିବା ବେଳେ ସ୍ୱାମୀ ଓ ୨ ଝିଅଙ୍କୁ ନେଇ କରିଥିଲେ ସୁଖ ସଂସାର। ଉଭୟଙ୍କ ମଧ୍ୟରେ ସମ୍ପର୍କ ଭଲ ଥିବା ବେଳେ ହଠାତ୍ ବଦଳିଗଲା…
ଭୁବନେଶ୍ୱର: “ଗଲି ଗଲି ମେ ଶୋର୍ ହୈ, ଡେଙ୍ଗୁ ବଡା ଜୋର୍ ହୈ”। ଦୁଃଖ ପରିତାପର ବିଷୟ ରାଜ୍ୟରେ ଡେଙ୍ଗୁ ରୋଗ “ନିୟନ୍ତ୍ରଣହୀନ” ହୋଇପଡିଥିବା ବେଳେ, ମୁକାବିଲାରେ ରାଜ୍ୟ ସରକାର “ପଙ୍ଗୁ” ହୋଇପଡିଛନ୍ତି ବୋଲି କହି ରାଜ୍ୟ ସରାକାରଙ୍କୁ ଟାର୍ଗେଟ କରିଛନ୍ତି…
ସୋର: ଗତକାଲି ସନ୍ଧ୍ୟାରେ ଅଭିଯୁକ୍ତକୁ ଧରିବାକୁ ଯାଇଥିବା ବେଳେ ପୁଲିସକୁ ମାଡ଼ ମାରି ହାତ ଭାଙ୍ଗିବା ଘଟଣାରେ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ସୋର ପୁଲିସ। ସୂଚନା ଅନୁସାରେ ସୋର ବ୍ଲକ ଅନନ୍ତପୁର ପଂଚାୟତ ପୁରୁଷୋତ୍ତମ ପୁର ଗ୍ରାମର…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୨୨-୨୪ ଯାଏ ଚାଲିବାକୁ ଥିବା ପଞ୍ଚଦଶ ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ମଙ୍ଗଳବାର ଜୋହାନ୍ସବର୍ଗ ଅଭିମୁଖେ ଯାତ୍ରା କରିବେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମ୍ପର୍କରେ ବିସ୍ତୃତ ସୂଚନା ଦେଇ ବୈଦେଶିକ ସଚିବ ବିନୟ…
ଭୁବନେଶ୍ୱର: ଅନୁଗୋଳ ଜିଲ୍ଲା କଣିହାଠାରେ ବ୍ରାହ୍ମଣୀ ନଦୀ ଉପରେ ନିର୍ମିତ ସେତୁକୁ ରାଜ୍ୟ ସରକାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ପ୍ରଜାମଣ୍ଡଳ ନେତା ତଥା ଓଡିଶାର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସ୍ୱର୍ଗତ ପବିତ୍ର ମୋହନ ପ୍ରଧାନଙ୍କ ସ୍ମୃତିରେ ପବିତ୍ର ମୋହନ ସେତୁ ନାମରେ ନାମିତ…
ନୂଆଦିଲ୍ଲୀ: ଅସନ୍ତୁଷ୍ଟ ବୋଲି କହି ତାଙ୍କୁ ମିଳିଥିବା ଜାମିନକୁ ‘ସିବିଆଇ’ ଅଦାଲତରେ ଚାଲେଞ୍ଜ୍ କରିପାରିବ ନାହିଁ ବୋଲି ଆଜି ‘ଆର୍ଜେଡି’ ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ସୁପ୍ରିମ୍ କୋର୍ଟଙ୍କୁ କହିଛନ୍ତି। ସୁପ୍ରିମ୍ କୋର୍ଟରେ ଦାଖଲ କରିଥିବା ଜବାବରେ ଲାଲୁ ପ୍ରସାଦ ଯାଦବ…
ନୂଆପଡା: ବୋଡେନ ବ୍ଲକ ବୁଢ଼ାପଡା ଅପଗ୍ରେଡ ହାଇସ୍କୁଲରେ ଅଭାବନୀୟ ଘଟଣା। ସ୍କୁଲ ପାଖ ନାଳରେ ବୁଡ଼ି ୩ୟ ଶ୍ରେଣୀ ଛାତ୍ର ମୃତ। ମଧ୍ୟାହ୍ନ ଭୋଜନ ପରେ ନାଳକୁ ଗାଧୋଇବା ପାଇଁ ଯାଇ ବୁଡ଼ି ଯାଇଥିଲେ ଛାତ୍ର। ଘଟଣାକୁ ନେଇ ସ୍କୁଲରେ ଅଭିଭାବକଙ୍କ…
ଏସିଆ କପ୍ କ୍ରିକେଟ୍ ପାଇଁ ସ୍କ୍ୱାର୍ଡ ଘୋଷଣା କଲା ବିସିସିଆଇ। ଆଜି 17 ଜଣିଆ ଦଳ ଘୋଷଣା କରିଛି ଭାରତୀୟ କ୍ରିକେଟ୍ ବୋର୍ଡ। ରୋହିତ ଶର୍ମାଙ୍କ ନେତୃତ୍ୱରେ କପ୍ ଖେଳିବ ଦଳ। ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଉପ-ଅଧିନାୟକ ଭାବେ ରଖାଯାଇଛି। 17 ଜଣିଆ…