ବାରିପଦାରେ ହେବ କ୍ୟାନସର ହସ୍ପିଟାଲ
ବାରିପଦା: ପୁରା ହେବ ମୟୁରଭଞ୍ଜବାସୀଙ୍କ ଦୀର୍ଘ ଦିନର ସ୍ବପ୍ନ । ବାରିପଦାରେ ହେବାକୁ ଯାଉଛି କ୍ୟାନସର ହସ୍ପିଟାଲ । ଖୁବଶୀଘ୍ର ଖୋଲିବ ୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ । ଏ ନେଇ ଗତକାଲି ଟାଟା ମେମୋରିଆଲ କ୍ୟାନସର ହସ୍ପିଟାଲ ମୁମ୍ବାଇରୁ ଏକ…
ବାରିପଦା: ପୁରା ହେବ ମୟୁରଭଞ୍ଜବାସୀଙ୍କ ଦୀର୍ଘ ଦିନର ସ୍ବପ୍ନ । ବାରିପଦାରେ ହେବାକୁ ଯାଉଛି କ୍ୟାନସର ହସ୍ପିଟାଲ । ଖୁବଶୀଘ୍ର ଖୋଲିବ ୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ । ଏ ନେଇ ଗତକାଲି ଟାଟା ମେମୋରିଆଲ କ୍ୟାନସର ହସ୍ପିଟାଲ ମୁମ୍ବାଇରୁ ଏକ…
ନୂଆଦିଲ୍ଲୀ: ପୁଣି ଚିନ୍ତା ବଢାଇଲା କରୋନା। ବୈଜ୍ଞାନିକମାନେ କରୋନା ଭୂତାଣୁର ଏକ ନୂଆ ଭାରିଆଣ୍ଟ ଚିହ୍ନଟ କରିଛନ୍ତି। ଏହି ଭାରିଆଣ୍ଟର ନାମ ବିଏ.୨.୮୬। ଏହି ଭାରିଆଣ୍ଟକୁ ନେଇ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ଜୁଲାଇ ଶେଷରୁ ବର୍ତ୍ତମାନ ପର୍ଯ୍ୟନ୍ତ…
ନରସିଂହପୁର: ଆଜି ସକାଳେ କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ ଅଲରା ଗାଁରେ ଥିବା ଶିବ ମନ୍ଦିରରେ ଅଘଟଣ ଘଟିଛି। ମନ୍ଦିରରେ ପୂଜା କରୁଥିବା ସମୟରେ ଟଳି ପଡ଼ିଥିଲେ ପୂଜକ। ମେଡିକାଲରେ ତାଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର। ସୂଚନା ଅନୁଯାୟୀ,…
ବେଙ୍ଗାଲୁରୁ: ଚାଲାଣ ଉପରେ ଲାଗିଲା ଚାଲାଣ । ଅନେକ ଲୋକ ଟ୍ରାଫିକ ନିୟମ ଭାଙ୍ଗିଥିବା ତ ଆପଣମାନେ ଜାଣିଥିବେ । କିନ୍ତୁ ଜଣେ ବ୍ୟକ୍ତି ୪୦ ଥର ଟ୍ରାଫିକ ନିୟମ ଭାଙ୍ଗି ଜରିମାନା ଦେଇଛନ୍ତି । ବେଙ୍ଗାଲୁରୁ ଟ୍ରାଫିକ ପୋଲିସ ଜଣେ…
ଭୁବନେଶ୍ବର: ସୂଚନା ଅଧିକାର କର୍ମୀ କହି ଠକେଇ ମାମଲା । ମାଷ୍ଟର ମାଇଣ୍ଡ କାହ୍ନୁ ଚରଣ ପ୍ରଧାନଙ୍କୁ ଗିରଫ କଲା ଏସଟିଏଫ୍ । କାହ୍ନୁ ଚରଣଙ୍କଠାରୁ ୪ କୋଟି ଟଙ୍କା ବ୍ୟାଙ୍କ ଖାତା ଜମା ଥିବା ନେଇ ତଥ୍ୟ ମିଳିଛି ।…
ପଞ୍ଜାବରେ ପୁଣିଥରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ରାଜ୍ୟର ୭ଟି ଜିଲ୍ଲାରେ ପାଖାପାଖି ୮୯ଟି ଗ୍ରାମ ବନ୍ୟା ଜଳରେ ବୁଡ଼ି ରହିଛି। ହୋସିୟାର୍ପୁର, ଅମୃତସର, କପୁରଥଲା, ରୋପଡ୍, ତରନତାରନ, ଫିରୋଜପୁର ଓ ଗୁରଦାସପୁରରେ ବନ୍ୟାର ପ୍ରଭାବ ଅଧିକ ଦେଖିବାକୁ ମିଳିଛି। ଏଭଳି ସ୍ଥିତିରେ…
ଭୁବନେଶ୍ବର: ଅପରାଧୀଙ୍କ ଆଡ୍ଡା ସ୍ଥଳୀ ପାଲଟିଛି ରାଜଧାନୀ ଭୁବନେଶ୍ଗର । ଧଉଳି ଥାନା ଅଧୀନ ଲିଙ୍ଗିପୁର ବିଦ୍ୟୁତ ସବଷ୍ଟେସନ ନିକଟରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଏକ ପରିତ୍ୟକ୍ତ କୋଠା ଘରେ ଏକ ଅପରାଧୀ ଗ୍ୟାଙ୍ଗ ଅପରାଧ ଘଟାଇବା ପାଇଁ…
ଲକ୍ଷ୍ନୌ: ସାଉଥ୍ ସୁପରଷ୍ଟାର ରଜନୀକାନ୍ତ ଉତ୍ତରପ୍ରଦେଶ ଗସ୍ତରେ ଅଛନ୍ତି। ସେ ଶନିବାର ସନ୍ଧ୍ୟାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଛନ୍ତି। ରବିବାର ସକାଳେ ଅଭିନେତା ଲକ୍ଷ୍ନୌରେ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବଙ୍କୁ ତାଙ୍କ ବାସଭବନସ୍ଥିତ ସାକ୍ଷାତ କରିଛନ୍ତି। ଏହାପରେ ସେ…
ଭଞ୍ଜନଗର : ବିବାହିତ ପ୍ରେମିକ ଘର ଆଗରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ । ଗଞ୍ଜାମ ଭଞ୍ଜନଗର ଗାଙ୍ଗପୁର ଥାନା କ୍ଷତ୍ରିୟବରପୁର ଗାଁର ଘଟଣା । ତେବେ ଯୁବତୀଙ୍କୁ ବିଷ ଦେଇ ବିବାହିତ ପ୍ରେମିକ ହତ୍ୟା କରିଛି । ଏଭଳି ଅଭିଯୋଗ କରି…
ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଲଦାଖ ଗସ୍ତରେ ଅଛନ୍ତି। ପାଙ୍ଗୋଙ୍ଗ ହ୍ରଦରେ ରାହୁଲ ତାଙ୍କ ପିତା ରାଜୀବ ଗାନ୍ଧୀଙ୍କୁ ଜନ୍ମଦିନରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ତାଙ୍କ ସ୍ମୃତିରେ ଆୟୋଜିତ ଏକ ପ୍ରାର୍ଥନା ସଭାରେ ଯୋଗ ଦେଇଛନ୍ତି। ଏହି ସମୟରେ…