ଗାଧୋଉଥିବା ବେଳେ ମହିଳାଙ୍କୁ ଟାଣି ନେଲା କୁମ୍ଭୀର, ମୁଣ୍ଡ ଓ ଗୋଡ଼ ବିହୀନ ମୃତଦେହ ଉଦ୍ଧାର
ଯାଜପୁର: କୁମ୍ଭୀର ଆକ୍ରମଣରେ ମହିଳା ମୃତ। ଯାଜପୁର ବରୀ ବ୍ଲକ୍ ଅମଠପୁରରେ ମହିଳାଙ୍କୁ ଟାଣି ନେଲା କୁମ୍ଭୀର। ବିରୂପା ନଦୀରେ ଗାଧୋଉଥିବାବେଳେ କୁମ୍ଭୀର ଆକ୍ରମଣ କରିଥିଲା। ମୃତ ମହିଳା ପାଲଟପୁର ଗାଁର ଅନାମ ଜେନାଙ୍କ ସ୍ତ୍ର। ଖବର ପାଇ ଅଗ୍ନିଶମ ବାହିନୀ…
