2023

ଆଉ ୪ଟି ଗେଟ ଖୋଲିଲା ହୀରାକୁଦ, ମୋଟ୍‌ ୧୨ଟି ଗେଟ୍‌ ଦେଇ ନିଷ୍କାସିତ ହେଉଛି ବନ୍ୟା ପାଣି

ସମ୍ବଲପୁର : ଉପରମୁଣ୍ଡରେ ପ୍ରବଳ ବର୍ଷା ହୋଇଛି । ଫୁଲିଛି ମହାନଦୀ । ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୪ ଗେଟ୍‌। ଏବେ ମୋଟ୍‌ ୧୨ଟି ଗେଟ୍‌ ଦେଇ ନିଷ୍କାସିତ ହେଉଛି ବନ୍ୟା ପାଣି । ବାମ ପାର୍ଶ୍ୱର ୮ଟି ଓ…

ଋଣ ଆଦାୟ ବେଳେ ନିର୍ଦ୍ଦୟ ନ ହେବାକୁ ସବୁ ବ୍ୟାଙ୍କକୁ ନିର୍ଦ୍ଦେଶ ଦେଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ : ଲୋକଙ୍କ ଠାରୁ ଋଣ ବାବଦ ଅର୍ଥ ଆଦାୟ ବେଳେ ସମସ୍ତ ସରକାରୀ ଓ ଘରୋଇ ବ୍ୟାଙ୍କ ଗୁଡ଼ିକ ବେଶ ସମ୍ବେଦନଶୀଳ ବ୍ୟବହାର କରନ୍ତୁ। ସେମାନେ ଆଦୌ ନିର୍ଦ୍ଦୟ କିମ୍ବା କଠୋର ଆଚରଣ ପ୍ରଦର୍ଶନ କରନ୍ତୁ ନାହିଁ ବୋଲି ଖୋଦ…

ସାପ ନେଇଗଲା ଦୁଇ ପୁଅଙ୍କ ଜୀବନ

ଦେବଗଡ: ଖାଇପିଇ ରାତିରେ ଶୋଇବାକୁ ଯାଇଥିଲେ ଦୁଇଭାଇ । ହେଲେ କିଏ ଜାଣିଥିଲା ଏ ରାତି ତାଙ୍କ ଜୀବନର ଶେଷ ରାତି ଥିଲା ବୋଲି ? କେତେ ଦୁଃଖସୁଖ ହୋଇ ଶୋଇଥିବେ..ସକାଳ ପାଇଁ କେତେ କଥା ଭାବିଥିବେ..ହେଲେ ସକାଳକୁ ଆଉ କିଛି…

ଆମେରିକାର ସିଲିକନ୍ ଭ୍ୟାଲିରେ ପ୍ରତିଷ୍ଠା ହେବ ଗ୍ରାଣ୍ଡ ଶ୍ରୀଜଗନ୍ନାଥ ମନ୍ଦିର କମ୍ପ୍ଲେକ୍ସ

ଭୁବନେଶ୍ୱର: ଆମେରିକାର ସିଲିକନ୍ ଭ୍ୟାଲିରେ ପ୍ରତିଷ୍ଠା ହେବ ଶ୍ରୀଜଗନ୍ନାଥ ମନ୍ଦିର। ବିଦେଶରେ ଆହୁରି ପରିବ୍ୟାପ୍ତ ହେବ ଜଗନ୍ନାଥ ସଂସ୍କୃତି। ସିଲିକନ୍ ଭ୍ୟାଲିରେ ଗ୍ରାଣ୍ଡ ଜଗନ୍ନାଥ ମନ୍ଦିର କମ୍ପ୍ଲେକ୍ସ ଓ ସାଂସ୍କୃତିକ କେନ୍ଦ୍ରର ପ୍ରତିଷ୍ଠା କରାଯିବ। ବିଶ୍ୱର ଆଇଟି ହବ ଭାବେ ପରିଚିତ…

ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବ ‘ଇଣ୍ଡିଆ’!

ନୂଆଦିଲ୍ଲୀ : ମଣିପୁର ହିଂସା ଘଟଣାରେ ସରକାରଙ୍କୁ ଘେରୁଥିବା ବିରୋଧୀ ଏବେ ବଡ଼ ପଦକ୍ଷେପ ନେବାକୁ ଯୋଜନା କରିଛନ୍ତି। ସଂସଦର ମୌସୁମୀ ଅଧିବେଶନକୁ ୪ ଦିନ ପୂରିଥିଲେ ହେଁ ଏଯାଏ ଗୃହ କାର୍ଯ୍ୟ ମଣିପୁର ହିଂସା ପାଇଁ ଠପ ହୋଇ ରହିଛି।…

ବିଦ୍ୟାଳୟରେ ବିଧାୟକଙ୍କ ଜନ୍ମଦିନ ପାଳନ ଘଟଣା : ସ୍କୁଲ ଦାୟିତ୍ୱରେ ଥିବା ସିଆରସି ଓ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ

ଯାଜପୁର : ବିଦ୍ୟାଳୟରେ ବିଧାୟକଙ୍କ ଜନ୍ମଦିନ ପାଳନ ଘଟଣା । ପ୍ରାଥମିକ ତଦନ୍ତ ଆରମ୍ଭ କଲେ ଧର୍ମଶାଳା ବ୍ଲକ ଶିକ୍ଷା ଅଧିକାରୀ । ସମ୍ପୃକ୍ତ ସ୍କୁଲ ଦାୟିତ୍ୱରେ ଥିବା ସିଆରସି ଓ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି…

ନୂଆ ରୂପ ପାଇବ ରାମେଶ୍ବର ମନ୍ଦିର

ଭୁବନେଶ୍ୱର: ନୂଆ ରୂପ ପାଇବ ରାମେଶ୍ବର ମନ୍ଦିର। ଏବେ ମନ୍ଦିର ଚତୁର୍ପାର୍ଶ୍ବର ସୌନ୍ଦର୍ଯ୍ୟୀକରଣ ଚାଲିଛି। ଭାଙ୍ଗିପଡ଼ିଥିବା ଦଧିନଉତି ନୂଆ ତିଆରି ହେବ। ତେବେ ଦଧିନଉତିକୁ ରାଜସ୍ଥାନରୁ ଆସିବାକୁ ଥିବା ଖଣ୍ଡୋଲାଇଟ୍ ପଥରରେ ନିର୍ମାଣ କରାଯିବ। ଏଥର ଦଧିନଉତିର ଆକାର ବଡ଼ ହେବ…

ପାରିବାରିକ କଳହ : ପରିବାରର ୪ଜଣଙ୍କୁ ହାଣିଲା ଉନ୍ମତ ପୁଅ; ଏମକେସିଜି ମେଡିକାଲରେ ଭର୍ତ୍ତି

ବ୍ରହ୍ମପୁର : ପାରିବାରିକ କଳହକୁ ନେଇ ନେଇ ବାପା, ମାଆ, ଭଉଣୀ ଓ ଭାଇ ବୋହୂକୁ ହାଣିଲା ପୁଅ । ପୋଲସରା, କବିସୂର୍ଯ୍ୟନଗର ଗୁଡ଼ିଆଳି ଗାଁରେ ଅଘଟଣ । ରାତିରେ ଶୋଥିବାବେଳେ ପରିବାରର ୪ଜଣଙ୍କୁ ଭୂଜାଲି ଧରି ହାଣିଲା ପୁଅ ।…

ଏନଡିଏ ସହ ନୁହେଁ, ଏକାକୀ ନିର୍ବାଚନ ଲଢ଼ିବ ଜେଡିଏସ

ବେଙ୍ଗାଲୁରୁ : ଜନତା ଦଳ ସେକ୍ୟୁଲାର (ଜେଡିଏସ୍‌) ଆସନ୍ତା ଲୋକସଭା ନିର୍ବାଚନ ଏକାକୀ ଲଢ଼ିବ। ଦଳ କାହା ସହ ମେଣ୍ଟ କରିବ ନାହିଁ ବୋଲି ଆଜି ଜେଡିଏସ୍‌ ସୁପ୍ରିମୋ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ଡି ଦେବଗୌଡ଼ା କହିଛନ୍ତି। କଂଗ୍ରେସ ଠାରୁ ଅଲଗା…

ସାପ କାମୁଡ଼ାରେ ଗଲା ଶିଶୁ ପୁତ୍ରର ଜୀବନ, ମା ଗୁରୁତର

ଉଦଳା: ସାପ କାମୁଡ଼ାରେ ଗଲା ଶିଶୁ ପୁତ୍ରର ଜୀବନ। ଗୁରୁତର ଅବସ୍ଥାରେ ମା ମିନତୀ ମହାକୁଡ଼ଙ୍କୁ ବାରିପଦା ମେଡିକାଲରେ ଭର୍ତ୍ତି କରାଯାଇଛି। ଉଦଳା ଶରତ ଥାନା କଟୁରିଆ ଗାଁରେ ଏହି ଅଘଟଣ ଘଟିଛି। ଗତକାଲି ରାତିରେ ମିନତୀ ନିଜ ଦେଢ ବର୍ଷର…