2023

ରାଜନୀତିରେ ତିଷ୍ଠି ରହିବା ପାଇଁ ଆପ୍ରାଣ ଉଦ୍ୟମ ଚଳାଇଛନ୍ତି ସମୀର: ବିଜେଡି

ଭୁବନେଶ୍ୱର, : ବିଜେପି ନେତା ଶ୍ରୀ ସମୀର ମହାନ୍ତି ରାଜ୍ୟ ବିଜେପି ସଭାପତି ପଦରୁ ବିଦା ହେବାପରେ ନିଜର ରାଜନୈତିକ ସ୍ଥିତି ହରାଇଛନ୍ତି । ରାଜନୀତିରେ ତିଷ୍ଠି ରହିବାପାଇଁ ଆଜିକାଲି ସେ ଆପ୍ରାଣ ଉଦ୍ୟମ ଚଳାଇବା ସହିତ ଟୁଇଟ୍‍ ଜରିଆରେ ଗଣମାଧ୍ୟମର…

ମହିଳା ଦିନିକିଆ: ଟ୍ରଫି ବାଣ୍ଟିଲେ ଭାରତ-ବାଂଲାଦେଶ

‌ଢାକା: ସ୍ଥାନୀୟ ସେର୍‌-ଇ-ବାଂଲା‌ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଭାରତ-ବାଂଲାଦେଶ ମଧ୍ୟରେ ମହିଳା ଦିନିକିଆ ଶୃଙ୍ଖଳାର ନିର୍ଣ୍ଣାୟକ ମ୍ୟାଚ୍‌ ଟାଇରେ ଶେଷ ହୋଇଛି। ପ୍ରଥମେ ବ୍ୟାଟିଂ କରିଥିବା ଘରୋଇ ଦଳ ୨୨୫/୪ କରିଥିଲା। ଜବବରେ ଭାରତ ୪୯.୩ ଓଭରରେ ୨୨୫ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା।…

୨୩ ବର୍ଷରେ ଓଡ଼ିଶାର ସ୍ୱାସ୍ଥ୍ୟର ଭିତ୍ତିଭୂମି ନାହିଁ : ଶରତ ପଟ୍ଟନାୟକ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଭାବେ ନବୀନଙ୍କ ନୂଆ କୀର୍ତ୍ତିମାନକୁ ନେଇ ତେଜିଲା ରାଜନୀତି । ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଜ୍ୟୋତି ବସୁଙ୍କ ରେକର୍ଡ ଭାଙ୍ଗି ଓଡ଼ିଶା ମୁଖ୍ୟମନ୍ତ୍ରୀ ନୂଆ କୀର୍ତ୍ତିମାନ ସ୍ଥାପନ କରିଥିବା ବେଳେ ଏହାକୁ କଟାକ୍ଷ କରିଛନ୍ତି ଉଭୟ ବିଜେପି ଓ…

ଅପରାଜିତାଙ୍କ ଗସ୍ତବେଳେ ହଟହଟା ହେଲା ବିଜେଡି

ଭୁବନେଶ୍ୱର:ଆଣିଥିଲେ ବିରୋଧ କରିବାକୁ । ହେଲେ ସେମାନେ ସମ୍ବର୍ଦ୍ଧନା, ସ୍ୱାଗତରେ ପୋତି ଦେଲେ । ହୁଳହୁଳି ଆଉ ଫୁଲ ପକାଇ ସେମାନଙ୍କୁ ପାଛୋଟି ନେଲେ । ଆଜି ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା ଭୁବନେଶ୍ୱର ସାଂସଦ ଅପରାଜିତାଙ୍କ ଗସ୍ତ ସମୟରେ…

ପୁଣି ବିପଦ ସଙ୍କେତ ଡେଇଁଲା ଯମୁନା, ଦିଲ୍ଲୀକୁ ବିପଦ

ନୂଆଦିଲ୍ଲୀ: ପୁଣିଥରେ ଯମୁନା ନଦୀର ଜଳସ୍ତର ବିପଦ ସଙ୍କେତ ଅତିକ୍ରମ କରିଛି। ହରିଆଣାର ହାତନିଖୁଣ୍ଡ ବ୍ୟାରେଜରୁ ବନ୍ୟା ଜଳ ଛଡ଼ା ଯିବା ପରେ ଯମୁନା ଫୁଲିବା ଆରମ୍ଭ ହୋଇଛି। ଆଜି ଅପରାହ୍ନ ୩ଟା ସୁଦ୍ଧା ଯମୁନା ନଦୀର ଜଳସ୍ତର ୨୦୬.୨୬ ମିଟର…

ସାମ୍ନାକୁ ଆସିଲା ସୀମା ଓ ବସ ମ୍ୟାନେଜରଙ୍କ ହ୍ବାଟସ ଆପ ଚାଟ

ନୂଆଦିଲ୍ଲୀ: ପାକିସ୍ତାନୀ ନାଗରିକ ସୀମା ହାଇଦର ଓ ସଚିନ ମିନାଙ୍କୁ ନେଇ ପ୍ରତିଦିନ ବିଭିନ୍ନ ପ୍ରକାର ଖବର ସାମ୍ନାକୁ ଆସୁଛି। ଏହି କ୍ରମରେ ଦେଖିବାକୁ ଗଲେ ପାକିସ୍ତାନରୁ ନେପାଳ ଆସିବା ସମୟରେ ତାଙ୍କୁ ଜଣେ ପାକିସ୍ତାନୀ ଟ୍ରାଭେଲ ଏଜେନ୍ସି ସାହାଯ୍ୟ କରିଥିଲେ…

ମୁଖ୍ୟମନ୍ତ୍ରୀ ପ୍ରାୟୋଜିତ ପୁରସ୍କାର ଗ୍ରହଣ କରି ପ୍ରଚାର କରୁଛନ୍ତି, କାର୍ଯ୍ୟରେ ନୁହେଁ: ସମୀର ମହାନ୍ତି

ଭୁବନେଶ୍ୱର: ଓଡ଼ିଶାର ମୁଖ୍ୟମନ୍ତ୍ରୀ କେବଳ ନିଜ ପ୍ରାୟୋଜିତ ପୁରସ୍କାର ଗ୍ରହଣ କରି ନିଜକୁ ପ୍ରମାଣିତ କରନ୍ତି, କାର୍ଯ୍ୟରେ ନୁହେଁ। ପ୍ରାୟୋଜିତ ପୁରସ୍କାର ଗ୍ରହଣ କରିବାର ରେକର୍ଡ ସୃଷ୍ଟି କରିଛନ୍ତି। ତାଙ୍କ ଶାସନ କାଳରେ ଯଦି କିଛି ରେକର୍ଡ ସୃଷ୍ଟି ହୁଏ, ତାହା…

ଜୋର ଧରିଲା ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବା ଦାବି

ପୁରୀ: ଜୋର ଧରିଲା ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବାକୁ ଦାବି। ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ତୁରନ୍ତ ଶ୍ରୀମନ୍ଦିରର ଅନ୍ୟୁନ ଗୋଟିଏ ଦ୍ୱାର ଖୋଲିବାକୁ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଦାବି କରିଛନ୍ତି । ଏନେଇ ପୁରୀ ପ୍ରଶାସନକୁ ଅନୁରୋଧ କରିଛନ୍ତି…

ମୁମ୍ବାଇ ପୁଲିସ୍କୁ ଧମକ ପୂର୍ଣ୍ଣ ଟେଲିଫୋନ : ଆରଡିଏକ୍ସ ଭର୍ତ୍ତି ଟ୍ୟାଙ୍କର ନେଇ ଗୋଆ ଯାଉଛନ୍ତି ୨ପାକିସ୍ତାନୀ

ମୁମ୍ବାଇ: ଆରଡିଏକ୍ସ ଭର୍ତ୍ତି ଟ୍ୟାଙ୍କର ନେଇ ଗୋଆ ଯାଉଛନ୍ତି ୨ପାକିସ୍ତାନୀ। ଆଜି ମୁମ୍ବାଇ ପୁଲିସ ପାଖକୁ ଏଭଳି ଥ୍ରେଟ୍ କଲ୍ ଆସିଥିବା ଜଣାପଡ଼ିଛି। କଲ୍ କରିଥିବା ବ୍ୟକ୍ତି ପୁଲିସକୁ କହିଛନ୍ତି ଯେ, ୨ଜଣ ପାକିସ୍ତାନୀ ନାଗରିକ ଆରଡିଏକ୍ସ ଭର୍ତ୍ତି ଟ୍ୟାଙ୍କର ନେଇ…

ବନ୍ଦ ଘରୁ ଡାକ୍ତରଙ୍କ ମୃତଦେହ ଉଦ୍ଧାର

କଟକ: କଟକ ଚାଉଳିଆଗଞ୍ଜରେ ଡାକ୍ତରଙ୍କ ମୃତଦେହ ଉଦ୍ଧାର । ବନ୍ଦ ଘରୁ ଡାକ୍ତର ଭେଙ୍କଟେଶ୍ୱର ରାଓଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସେ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ ସେବା କେନ୍ଦ୍ରର ଡାକ୍ତର । ତେବେ ୪ ବର୍ଷ ହେବା ଭଡା ଘରେ…