2023

ଶ୍ରୀନଗରରେ ଧାରୁଆ ଅସ୍ତ୍ର ବିକ୍ରି ନିଷିଦ୍ଧ

ଶ୍ରୀନଗର : ଶ୍ରୀନଗରରେ ଆଜିକାଲି ଛୁରାମାଡ଼ ଘଟଣା ବୃଦ୍ଧି ପାଉଥିବାରୁ କର୍ତ୍ତୃପକ୍ଷ ଶୁକ୍ରବାର କୌଣସି ପ୍ରକାର ଧାରୁଆ ଅସ୍ତ୍ରର କିଣାବିକା ଓ ସର୍ବସାଧାରଣ ସ୍ଥାନକୁ ନେବା ଉପରେ ନିଷେଧାଦେଶ ଜାରି କରିଛନ୍ତି। ଶ୍ରୀନଗର ଜିଲ୍ଲା ମାଜିଷ୍ଟ୍ରେଟ୍ ମହମ୍ମଦ ଆଇଜାଜ ଆସାଦ ଏହି…

କଂଗ୍ରେସରେ ମିଶିଲେ ଚାରି ପୂର୍ବତନ ପ୍ରଶାସନିକ ଅଧିକାରୀ

ଭୁବନେଶ୍ୱର: ୨୦୨୪ ନିର୍ବାଚନ ପୂର୍ବରୁ ବଳ ଯୋଗଡୁଛି କଂଗ୍ରେସ । ଆଜି କଂଗ୍ରେସରେ ସାମିଲ ହୋଇଛନ୍ତି ଚାରି ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ । ସେମାନେ ହେଲେ ଅବସରପ୍ରାପ୍ତ ପୂର୍ବତନ ଆଇଏଏସ୍ ଅଧିକାରୀ ପଞ୍ଚାନନ ଦାଶ ଏବଂ ବିଶ୍ୱନାଥ ଆଚାର‌୍ୟ୍ୟ, ପୂର୍ବତନ ଓଏଏସ୍…

ଯଦି ଦଳ ଜିତେ, ତେବେ ମୁଖ୍ୟମନ୍ତ୍ରୀ ପଦ ପାଇଁ ବଘେଲଙ୍କ ନାମ ପ୍ରଥମେ ବିବେଚନା କରାଯିବ: ଟି.ଏସ୍ ସିଂହଦେଓ

ନୂଆଦିଲ୍ଲୀ: ଚଳିତ ବର୍ଷ ଛତିଶଗଡରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏନେଇ କଂଗ୍ରେସ-ବିଜେପି ଏବେଠାରୁ ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରିଛି। ଏଥି ସହ ଉପମୁଖ୍ୟମନ୍ତ୍ରୀ ଟି.ଏସ୍ ସିଂହଦେଓ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଭୂପେଶ…

ହୀରାକୁଦରୁ ଛଡ଼ାଗଲା ବର୍ଷର ପ୍ରଥମ ବନ୍ୟା ଜଳ, ୫ଟି ଗେଟ୍‌ ଦେଇ ୨୫ ହଜାର କ୍ୟୁସେକ୍‌ ଜଳ ନିଷ୍କାସିତ

ସମ୍ବଲପୁର: ହୀରାକୁଦରୁ ଛଡ଼ାଗଲା ବର୍ଷର ପ୍ରଥମ ବନ୍ୟା ଜଳ । ୫ଟି ଗେଟ୍‌ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ । ପୂଜାର୍ଚ୍ଚନା ପରେ ପ୍ରଥମେ ୭ନଂ ଗେଟ୍‌ ଦେଇ ଛଡ଼ା ଯାଇଥିଲା ବନ୍ୟାଜଳ। ଏହାପରେ ପର୍ଯ୍ୟାୟକ୍ରମେ ଆଉ ୪ଟି ଗେଟ୍‌ ଖୋଲାଯାଇଛି।…

କୋଚିଂ ସେଣ୍ଟରରେ ଶୋଇଥିବା ବେଳେ କାମୁଡ଼ିଲା ସାପ:ଚାଲିଗଲା ୩ ଛାତ୍ରଛାତ୍ରୀଙ୍କ ଜୀବନ

କେନ୍ଦୁଝର: ସାପ କାମୁଡ଼ାରେ ୩ ଛାତ୍ରୀଛାତ୍ରୀ ମୃତ, ଜଣେ ଗୁରୁତର । କେନ୍ଦୁଝର ବାରିଆ ଥାନା ନିଶ୍ଚିତପୁରରେ ଏକ କୋଚିଂ ସେଣ୍ଟରରେ ଘଟିଛି ଅଘଟଣ । ରାତିରେ କୋଚିଂ ସେଣ୍ଟରରେ ଶୋଇଥିବା ବେଳେ କାମୁଡ଼ିଥିଲା ବିଶାକ୍ତ ସାପ । ମୃତକଙ୍କ ମଧ୍ୟରେ…

ଲଗାଣବର୍ଷାରେ ଗୁଜୁରାଟ ଉବୁଟୁବୁ

ଅହମ୍ମଦାବାଦ : ଅବିଶ୍ରାନ୍ତ ବର୍ଷା ଯୋଗୁ ଗୁଜରାଟ ସ୍ଥିତି ବେହାଲ ହୋଇଛି। ବର୍ଷା ଯୋଗୁ ଅଚାନକ ବନ୍ୟା ଗୁଜରାଟର ଅସଲ ଚିତ୍ରକୁ ପଦାରେ ପକାଇଛି। ବନ୍ୟା କେବଳ ଗ୍ରାମାଞ୍ଚଳକୁ ପ୍ରଭାବିତ କରିନି, ବରଂ ସହରାଞ୍ଚଳରେ ସାଂଘାତିକ ସ୍ଥିତି ସୃଷ୍ଟି କରିଛି। ରାଜ୍ୟର…

ମଣିପୁରରେ ସ୍ୱାଧୀନତା ସଂଗ୍ରାମୀଙ୍କ ପତ୍ନୀଙ୍କୁ ଘରେ ବନ୍ଦ କରି ଜୀବନ୍ତ ଜାଳିଦେଲେ

ଇମ୍ଫାଲ : ଆଦିବାସୀ ଓ ଅଣ ଆଦିବାସୀଙ୍କ ସଂଘର୍ଷ ଯୋଗୁ ଅଶାନ୍ତ ହୋଇପଡ଼ିଥିବା ମଣିପୁରରୁ ଗୋଟିଏ ପରେ ଗୋଟିଏ ଛାତି ଥରାଇ ଦେବା ଭଳି ଘଟଣା ସାମ୍ନାକୁ ଆସୁଛି। ବିଶେଷ କରି ବୁଧବାର ୨ ଜଣ ମହିଳାଙ୍କୁ ଉଲଗ୍ନ କରି ଚଲାଇ…

ସ୍ୱାମୀଙ୍କ ଉପସ୍ଥିତିରେ ଥାନାରେ ଦିଅର ଭାଉଜଙ୍କ ବିବାହ

ସୁବର୍ଣ୍ଣପୁର: ନିଜ ସ୍ୱାମୀଙ୍କ ଉପସ୍ଥିତିରେ ସ୍ତ୍ରୀ ତାର ପ୍ରେମିକକୁ କରୁଛି ବିବାହ। ବିବାହ ପୁଣି କୌଣସି ବେଦି କିମ୍ବା ମଣ୍ଡପରେ ହୋଇନାହିଁ। ବିବାହ ସମୟରେ ନା ଥିଲା ବ୍ରାହ୍ମଣର ମନ୍ତ୍ରପାଠ ନା ବାଜୁଥିଲା ଶାହାନାଇଁ। ନିରାଡମ୍ବର ଭାବରେ ହୋଇଯାଇଛି ଏଭଳି ଏକ…

ଖେଳୁଥିବା ସମୟରେ ୪୦ ଫୁଟ ଗଭୀର ବୋରୱେଲରେ ପଡ଼ିଯାଇଥିବା ତିନି ବର୍ଷର ଶିଶୁ ଉଦ୍ଧାର

ପାଟନା : ଉଦ୍ଧାର ହେଲା ବୋରୱେଲରେ ପଡି ଯାଇଥିବା ଶିଶୁ। ଦୀର୍ଘ ସାଢେ ଆଠ ଘଣ୍ଟାର ପ୍ରଚେଷ୍ଟା ପରେ ଉଦ୍ଧାର କରିଛନ୍ତି NDRF ଟିମ୍। ଆଜି(ରବିବାର) ସକାଳେ ବିହାର ନାଳନ୍ଦାର କୁଲ ଗାଁର ଶିବମ ଖେଳୁଥିବା ସମୟରେ ବୋରୱେଲରେ ପଡି ଯାଇଥିଲା।…

ମାଡ୍ରାସ ହାଇକୋର୍ଟଙ୍କ ନିର୍ଦ୍ଦେଶ: କୋର୍ଟ ପରିସରରେ କେବଳ ଗାନ୍ଧିଙ୍କ ଫଟୋ ରହିବ

ଚେନ୍ନାଇ : ତାମିଲନାଡୁ ଓ ପୁଡୁଚେରୀରେ ଥିବା କୋର୍ଟଗୁଡ଼ିକ କେବଳ ଗାନ୍ଧିଜୀ ଓ ତାମିଲ କବି ତଥା ସନ୍ଥ ଥିରୁଭାଲ୍ଲୁବାରଙ୍କ ଛବି ଲଗାଇ ପାରିବେ ବୋଲି ମାଡ୍ରାସ ହାଇକୋର୍ଟ କହିଛନ୍ତି। ସମସ୍ତ ଜିଲ୍ଲା କୋର୍ଟକୁ ପଠାଯାଇଥିବା ସର୍କ୍ୟୁଲାର୍‌ରେ ଅଲାନ୍ଦୁର ଠାରେ ଥିବା…