2023

ପଶ୍ଚିମବଙ୍ଗରେ ମଣିପୁର ଘଟଣା, ଦୁଇ ଜଣ ମହିଳା ଅର୍ଦ୍ଧନଗ୍ନ ଅବସ୍ତାରେ ରାସ୍ତାରେ ଦୌଡୁଥିବାର ଭିଡିଓ ଭାଇରାଲ୍

ଦିନକୁ ଦିନ ଦୋହଲି ଯାଉଛି ଦେଶର ସୁରକ୍ଷା ବ୍ୟବସ୍ଥା। ନାରୀ ସୁରକ୍ଷାକୁ ନେଇ ସୃଷ୍ଟି ହୋଇଛି ଏକ ବିରାଟ ପ୍ରଶ୍ନବାଚୀ। ମଣିପୁର ଭଳି ପଶ୍ଚିମବଙ୍ଗରେ ବି ନାରୀ ନିର୍ଯାତନାର ପାଶବୀୟ ଚିତ୍ର ସାମ୍ନାକୁ ଆସିଛି। ଏଠାରେ ଦୁଇ ଜଣ ମହିଳା ଅର୍ଦ୍ଧନଗ୍ନ…

ପୁଣି ୱାଗନ୍ ଛାଡ଼ି ପଳାଇଲା ମାଲବାହୀ ଇଞ୍ଜିନ୍

ବାଲେଶ୍ୱର: ଏକ କୋଇଲା ବୋଝେଇ ମାଲବାହୀ ଗାଡ଼ିର ଇଞ୍ଜିନ୍ ୱାଗନକୁ ଛାଡ଼ି ପଳାଇଛି । ସପ୍ତାହକ ମଧ୍ୟରେ ଏଭଳି ଦ୍ୱିତୀୟ ଘଟଣା ଦେଖିବାକୁ ମିଳିଛି । ବାଲେଶ୍ୱର ଜିଲ୍ଲା ସୋର ରେଲୱେ ଷ୍ଟେସନରେ ଏକ କୋଇଲା ବୋଝେଇ ମାଲବାହୀ ଗାଡ଼଼ି ୱାଗନକୁ…

ପ୍ରଧାନମନ୍ତ୍ରୀ ରୋଜଗାର ମେଳା, ୭୦ ହଜାର ଯୁବପିଢିଙ୍କୁ ନିଯୁକ୍ତି ପତ୍ର ପ୍ରଦାନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପ୍ରାୟତଃ ୭୦,୦୦୦ ଯୁବକଙ୍କୁ ଭିଡିଓ କନଫରେନ୍ସିଙ୍ଗ ଜରିଆରେ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି । ଏହି ଅବସରରେ ମୋଦି ସମସ୍ତ ନୂଆ ସରକାରୀ ଚାକିରି ପାଇଥିବା ଲୋକଙ୍କୁ ସମ୍ବୋଧନ ମଧ୍ୟ କରିଛନ୍ତି । ରୋଜଗାର ମେଳା…

ଗଞ୍ଜେଇ ଜବତ କରିବାକୁ ଯାଇ ଖଣ୍ଡାଚୋଟ ଖାଇଲେ ଅବକାରୀ ଅଧିକାରୀ

କୋରାପୁଟ: ଗଞ୍ଜେଇ ମାଫିଆଙ୍କୁ ଧରିବାକୁ ଜାଲ ବିଛାଇଥିଲା ଅବକାରୀ ବିଭାଗ । ହେଲେ ସେହି ଜାଲରେ ପଡ଼ିଗଲେ ଖୋଦ୍ ଅବକାରୀ ଅଧିକାରୀ । ଗଞ୍ଜେଇ ମାଫିଆଙ୍କ ଆକ୍ରମଣରେ ଗୁରୁତର ହେଲେ ଅବକାରୀ ବିଭାଗ ଆଇଆଇସି ଦୁର୍ବଦଳ ବିଶ୍ୱାଳ ଓ କନେଷ୍ଟବଳ ମେଘନାଦ…

ବନ୍ଧୁକ ମୁନରେ ଅପହରଣ: ଦୁଇ ଭାଇଙ୍କୁ ଉଠାଇ ନେଲେ ଦୁର୍ବୃତ୍ତ

ଗଞ୍ଜାମ: ବନ୍ଧୁକ ମୁନରେ ୨ ଭାଇଙ୍କୁ ଅପହରଣ । ଛତ୍ରପୁର ପୁଇଁତୋଳା ଜାତୀୟ ରାଜପଥ ନିକଟରେ ଘଟିଛି ଏପରି ଘଟଣା । ଦୁଇ ଭାଇ ଦୋକାନରେ ଥିବା ବେଳେ ହଠାତ ଦୁଇଟି କାରରେ କିଛି ଦୁର୍ବୃତ୍ତ ଆସି ଦୁଇ ଭାଇଙ୍କୁ ଧମକ…

ପୁଣି ମଣିପୁରରେ ହିଂସା, ଟାୟାର ଜାଳି ବିକ୍ଷୋଭ

ଥମିବାର ନାଁ ନେଉନି ମଣିପୁର ହିଂସା। ଆଜି ପୁଣି ଇମ୍ଫାଲରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ମହିଳା। ଘାରୀ ଅଞ୍ଚଳରେ ଏକ ମୁଖ୍ୟ ରାସ୍ତାର ଉଭୟ ପାର୍ଶ୍ୱକୁ ଅବରୋଧ କରିଛନ୍ତି ଆନ୍ଦୋଳନକାରୀ। ରାସ୍ତାରେ ଟାୟାର୍ ଜାଳି ବିକ୍ଷୋବ ପ୍ରଦର୍ଶନ କରାଯାଉଥିବା ଦେଖିବାକୁ ମିଳିଛି। ମଣିପୁର…

ଜ୍ୟୋତି ବସୁଙ୍କ ରେକର୍ଡ ସମକକ୍ଷ ହେଲେ ନବୀନ ପଟ୍ଟନାୟକ

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଉ ଏକ ରେକର୍ଡ। ସେବା ଓ ସମର୍ପଣର ୨୫ ବର୍ଷ ପୂର୍ଣ୍ଣ କରିଥିବା ମୁଖ୍ୟମନ୍ତ୍ରୀ ଭାବରେ ନବୀନ ପଟ୍ଟନାୟକ ଏବେ ଏକ ନୂଆ ରେକର୍ଡ଼ର ଅଧିକାରୀ ହୋଇଛନ୍ତି। ଦେଶର ଦ୍ବିତୀୟ ଦୀର୍ଘତମ ଅବଧିର ମୁଖ୍ୟମନ୍ତ୍ରୀ ହେଲେ…

ଦିବ୍ୟାଙ୍ଗ ଅଶୀଚାଳନା ଖେଳାଳି ମଧୁସ୍ମିତାଙ୍କୁ ୩.୭ ଲକ୍ଷ ଟଙ୍କାର କ୍ରୀଡ଼ା ସାମଗ୍ରୀ ଉପହାର ଦେଲେ ଦିବ୍ୟାଙ୍ଗ ତାନୟା

ଭୁବନେଶ୍ୱର: ଜଣେ ଦିବ୍ୟାଙ୍ଗକୁ ସହାୟତାର ହାତ ବଢ଼ାଇଛନ୍ତି ଆଉ ଜଣେ ଦିବ୍ୟାଙ୍ଗ। ମାନସିକ ଦିବ୍ୟାଙ୍ଗ ଲୀଲା ତାନୟା ଚୌଧୁରୀ ନିଜର ବଦାନ୍ୟତା ବଳରେ ସମସ୍ତଙ୍କ ହୃଦୟ ଜିଣିଛନ୍ତି । ସେ ଦିବ୍ୟାଙ୍ଗ ଅଶୀଚାଳନା ଖେଳାଳି ମଧୁସ୍ମିତା ସାହୁଙ୍କ ଅସୁବିଧା ଦୂର କରିବା…

ଓଡ଼ିଶାରୁ ଏଫସିଆଇର ଚାଉଳ ସଂଗ୍ରହ ସମ୍ପର୍କରେ ତଥ୍ୟ ଦେଲେ କେନ୍ଦ୍ର ସରକାର

ଭୁବନେଶ୍ୱର: ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ) ୨୦୨୨-୨୩ ଖରିଫ ବିପଣନ ଋତୁରେ ୧୩ ଜୁଲାଇ, ୨୦୨୩ ସୁଦ୍ଧା ଓଡ଼ିଶାରୁ ୧୩ ଲକ୍ଷ ୫୩ ହଜାର ୨୩୯ ମେଟ୍ରିକ୍‌ ଟନ୍‌ ଚାଉଳ ସଂଗ୍ରହ କରିଥିବା କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ…

ଝାଉଁ ନଦୀରୁ ମୃତଦେହ ଉଦ୍ଧାର

ରେଙ୍ଗାଲିକ୍ୟାମ୍ପ : ଅତାବିରା ବ୍ଲକ ଅନ୍ତର୍ଗତ ଟୋପ ପଞ୍ଚାୟତ ଅଧିନରେ ଥିବା ଖଲିଆପାଲି ଆନ୍ଧ୍ର ପଡ଼ାର କରି ଭେଙ୍କଟ ରେଡ୍ଡୀ (୪୪) ଙ୍କ ମୃତଦେହ ସନ୍ଧ୍ୟାରେ ଅଗ୍ନିଶମ ବିଭାଗ ଉଦ୍ଧାର କରିଛି। ଘଟଣା ସୂତ୍ରରୁ ଜଣା ପଡ଼ିଛି, ଖଲିଆପାଲି ଆନ୍ଧ୍ର ପଡ଼ାର…