2023

ମୋକିମ୍ ଓ ଚିରଞ୍ଜୀବଙ୍କ ନିଲମ୍ବନକୁ ବିରୋଧ, କଂଗ୍ରେସ ଭବନ ଆଗରେ ସମର୍ଥକଙ୍କ ଆନ୍ଦୋଳନ

ଭୁବନେଶ୍ୱର: ନିଲମ୍ବନକୁ ନେଇ ବଢ଼ୁଛି ଅଡ଼ୁଆ, ବଢ଼ୁଛି ବିବାଦ । ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ଏଆଇସିସି ମହମ୍ମଦ ମୋକିମ୍ ଓ ଚିରଞ୍ଜୀବ ବିଶ୍ୱାଳଙ୍କୁ ନିଲମ୍ବିତ କରିଥିଲା । ଆଉ ନିଲମ୍ବନ ନିଆଁ ଏବେ କର୍ମୀଙ୍କ ମଧ୍ୟରେ ଆକ୍ରୋଶ ହୋଇ ବ୍ୟାପିବାରେ…

କର୍ଣ୍ଣାଟକରେ ଜନତା ଦଳ ସେକ୍ୟୁଲାର (ଜେଡିଏସ୍) ସହ ମେଣ୍ଟ କରିପାରେ ବିଜେପି

ବେଙ୍ଗାଲୁରୁ: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ନୂଆ ସହଯୋଗୀ ଦଳ ଯୋଗାଡ଼ରେ ବ୍ୟସ୍ତ ରହିଛି । ଦଳ କର୍ଣ୍ଣାଟକରେ ଜନତା ଦଳ ସେକ୍ୟୁଲାର (ଜେଡିଏସ୍) ସହ ମେଣ୍ଟ କରିବାର ସମ୍ଭାବନା ରହିଛି । ଏ ସମ୍ପର୍କରେ ଖୋଦ (ଜେଡିଏସ୍) ନେତା…

କ୍ୟାଣ୍ଟନମେଣ୍ଟ ଥାନା ଭିତରୁ ଅଭିଯୁକ୍ତ ଫେରାର୍

କଟକ : ଥାନା ଭିତରୁ ଚମ୍ପଟ ମାରିଲା ଅଭିଯୁକ୍ତ । କଟକ କ୍ୟାଂଟନମେଂଟ ଥାନାରୁ ଫେରାର୍ ମାରିଲା ଚୋରୀ ଘଟଣାର ଅଭିଯୁକ୍ତ ବବଲୁ ବେହେରା । ମୋବାଇଲ ଚୋରି ଅଭିଯୋଗରେ ବବୁଲକୁ ପଚରାଉଚରା ପାଇଁ ଆଣିଥିଲା ପୁଲିସ । ଥାନା ଭିତରେ…

ଲଗାଣ ବର୍ଷାରେ ଧୋଇଗଲା ଅସ୍ଥାୟୀ ଜାମୁଘାଟ ପୋଲ, ଉଦଳା-ବାଲେଶ୍ୱରକୁ ଯୋଗାଯୋଗ ବିଚ୍ଛିନ୍ନ

ଉଦଳା: ଲଗାଣ ବର୍ଷାରେ ଧୋଇଲା ଅସ୍ଥାୟୀ ପୋଲ । ଉଦଳା-ବାଲେଶ୍ୱର ରାସ୍ତାର କଇଁସାରି ଠାରେ ଥିବା ଅସ୍ଥାୟୀ ଜାମୁଘାଟ ପୋଲ ଧୋଇଯାଇଛି । ତେଣୁ ଉଦଳା-ବାଲେଶ୍ୱରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ବିଳମ୍ବିତ ରାତିରେ ପୋଲଟି ଭାସିଯାଇଛି । ଶିମିଳିପାଳ ଉପରମୁଣ୍ଡରେ…

ରତ୍ନଭଣ୍ଡାର ପ୍ରସଙ୍ଗରେ ଗଜପତିଙ୍କୁ ଚିଠି ଲେଖିଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନଭଣ୍ଡାର ପ୍ରସଙ୍ଗରେ ଚିଠି ଲେଖିଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ସୁଦର୍ଶନ ପଟ୍ଟନାୟକଙ୍କ ଚିଠି । ପରିଚାଳନା କମିଟି ଅଧ୍ୟକ୍ଷ ଗଜପତି ମହାରାଜାଙ୍କୁ ଲେଖିଲେ ଚିଠି । ରତ୍ନଭଣ୍ଡାରୁ ଖୋଲିବାକୁ ସରକାରଙ୍କୁ କମିଟି ନିବେଦନ…

ଅଭିନେତା ବିବେକ ଓବରୟ ଠକେଇର ଶିକାର : ୧.୫୫କୋଟି ଠକିନେଲେ

ମୁମ୍ବାଇ: ବଲିଉଡ୍‌ ଅଭିନେତା ବିବେକ ଓବରୟଙ୍କୁ ଏକ ଇଭେଣ୍ଟ ଓ ଫିଲ୍ମ ପ୍ରଡକ୍ସନ ସଂସ୍ଥାରେ ନିବେଶ କରିବାକୁ କହି ୩ ଜଣ ବ୍ୟକ୍ତି ତାଙ୍କ ଠାରୁ ୧.୫୫ କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି। ବୁଧବାର ଦିନ ଅଭିନେତାଙ୍କ ଚାର୍ଟାର୍ଡ…

ଗତ ୨୪ ଘଣ୍ଟାରେ ନୟାଗଡ଼ରେ ସର୍ବାଧିକ ବର୍ଷା ରେକର୍ଡ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ବର୍ଷା। ସକ୍ରିୟ ଲଘୁଚାପ ଯୋଗୁଁ ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି। ୨ ଟି ସ୍ଥାନରେ ଅତିପ୍ରବଳ, ୧୦ଟି ସ୍ଥାନରେ ପ୍ରବଳ ବର୍ଷା ହୋଇଥିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ତଥ୍ୟ ଜାରି ହୋଇଛି।…

‘ନେପାଳ ରାସ୍ତା ଦେଇ ଭାରତ ଆସିବା ମୋର ଭୁଲ ହୋଇଯାଇଛି, କ୍ଷମା କରି ମୋତେ ଗ୍ରହଣ କରି ନିଅନ୍ତୁ’: ସୀମା

ନୂଆଦିଲ୍ଲୀ: ପାକିସ୍ତାନୀ ନାଗରିକ ସୀମା ହାଇଦରଙ୍କୁ ଉତ୍ତରପ୍ରଦେଶ ଆତଙ୍କବାଦ-ନିରୋଧୀ ସ୍କ୍ବାଡ୍ (ଏଟିଏସ୍) ପଚରାଉଚରା କରିବାର ତିନିଦିନ ପରେ ଜଣେ ବ୍ୟକ୍ତିଙ୍କ ନାମ ସାମ୍ନାକୁ ଆସିଛି। ଏହି ବ୍ୟକ୍ତିଙ୍କ ନାମ ‌ହେଉଛି ଫାହଦ ସୟେଦ ଅବ୍ବାସି। ସୀମା ଏହି ବ୍ୟକ୍ତିଙ୍କୁ ନେଇ କହିଛନ୍ତି,…

ନୟାଗଡ ଦଶପଲ୍ଲା ଟାକରା ଛକରେ ବୋମାମାଡ଼, ଦୁର୍ବୁତ୍ତକୁ କାବୁ କଲେ ଗ୍ରାମବାସୀ

ନୟାଗଡ: ନୟାଗଡ ଜିଲ୍ଲା ଦଶପଲ୍ଲା ଟାକରା ଛକରେ ବୋମାମାଡ଼ । ଗୋପାଳପୁର ଗାଁର ଶ୍ରୀନିବାସ ବେହେରା ଏହି ବୋମାମାଡ଼ କରିଥିବା ଜଣାପଡିଛି । କାବୁ ଟାକରା ଛକରେ ଥିବା ଶକ୍ତିକାନ୍ତ ଷଡଙ୍ଗୀଙ୍କ ଚା ଦୋକାନ ଓ ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କ ଘର…

ଅଗଷ୍ଟ ୧୫ ସୁଦ୍ଧା ୧ କୋଟି ଗଛ ଲଗାଇବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭିଡିଓ ବାର୍ତ୍ତା

ପ୍ରକୃତି ଓ ପରିବେଶର ସୁରକ୍ଷା ଏବଂ ସଂରକ୍ଷଣ ଉଦ୍ଦେଶ୍ୟରେ କେନ୍ଦ୍ରମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା । ଅଗଷ୍ଟ ୧୫ ସୁଦ୍ଧା ୧ କୋଟି ଗଛ ଲଗାଇବା ପାଇଁ ପରାମର୍ଶ । ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଅଭିଭାବକମାନଙ୍କୁ ଆହ୍ଵାନ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ…