ମହାରାଷ୍ଟ୍ରର ରାୟଗଡ଼ରେ ଭୂସ୍ଖଳନ; ୫ ମୃତ, ଫସି ରହିଛନ୍ତି ଅନେକ
ରାୟଗଡ଼: ବୁଧବାର ରାତିରେ ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲାରେ ଭୂସ୍ଖଳନ ଯୋଗୁଁ ଅନ୍ୟୂନ ୫ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ଆହୁରି ଅନେକ ଘଟଣାସ୍ଥଳରେ ଫସି ରହିଥିବା କଥା ‘ଏନ୍ଡିଆର୍ଏଫ୍’ କହିଛି। ‘ଏନ୍ଡିଆର୍ଏଫ୍’ କହିବା ଅନୁସାରେ, ରାୟଗଡ଼ର ଖାଲାପୁର ତହସିଲ୍ ଅନ୍ତର୍ଗତ ଜନଜାତି…
