2023

ବିଜେଡି ସରକାରରେ ଓଡିଶାର ସାମାଜିକ ଓ ଅର୍ଥନୈତିକ କରୁଣ ସ୍ଥିତି ଜାରୀ ରହିବା ଅତ୍ୟନ୍ତ ଲଜ୍ଜାଜନକ : ସତ୍ୟବ୍ରତ ପଣ୍ଡା

ଭୁବନେଶ୍ୱର : ପ୍ରଚାର, ପ୍ରସାର, ଷ୍ଟିକର୍ ଓ ଫଳକ ଜରିଆରେ ‘ଯୋଜନା’ର ସଫଳତା ହୁଏ ନାହିଁ । ଏଥି ପାଇଁ ଲୋକମାନଙ୍କ ପାଖକୁ ଯାଇ ଯୋଜନାର ସୁଫଳକୁ ପହଂଚାଇବାର ଆବଶ୍ୟକତା ରହିଛି । ଦୀର୍ଘ ୨୩ ବର୍ଷର ନିରୁଙ୍କଶ ଶାସନ କ୍ଷମତା…

ନଦୀରେ ଭାସୁଛି କୁଇଣ୍ଟାଲ କୁଇଣ୍ଟାଲ ମାଛ

ପାରାଦୀପ: ନଦୀରେ ଭାସୁଛି କୁଢ କୁଢ ମାଛ । ରୋହି, ଭାକୁର,ବାଳିଆ… । କୁଇଣ୍ଟାଲ କୁଇଣ୍ଟାଲ ମାଛ ଭାସୁଛି । ହେଲେ କେହି ନେଉ ନାହାନ୍ତି । ଏମିତି ବଡ ବଡ ମାଛ ପାରାଦୀପ-ପିପିଏଲ ରାସ୍ତା ନିକଟ ବଟ ନଦୀ ଘେରିରେ…

ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ମେମୁ

ବାଲେଶ୍ୱର: କେତେ ସୁରକ୍ଷିତ ଭାରତୀୟ ରେଳ ? ବାହାନଗା ଟ୍ରେନ୍ ଦୁର୍ଘଟଣାର ଦେଢ଼ ମାସ ପରେ ପୁଣି ରଲୱେର ଅବହେଳା ସାମ୍ନାକୁ ଆସିଛି । ଲୋକୋ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବଡ଼ ଅଘଟଣ ଟଳି ଯାଇଛି । ଭଦ୍ରକ-ବାଲେଶ୍ୱର ମେମୁ…

ନିର୍ବାଚନ ପୂର୍ବରୁ ୪୦ କୋଟି ଟଙ୍କା ଖର୍ଚ୍ଚ କରି ଆକାଶରେ ଉଡିବେ ମାମାଙ୍କ ମନ୍ତ୍ରୀ

ଭୋପାଳ: ବର୍ଷ ଶେଷ ଆଡକୁ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି | ଆଉ ନିର୍ବାଚନକୁ ନେଇ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏବେ ଆକ୍ସନ ମୁଡ଼କୁ ଆସିଯାଇଛନ୍ତି | ସରକାରଙ୍କ ଯୋଜନାକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବାରେ ଯେଭଳି ଅସୁବିଧା…

ଦୁର୍ଘଟଣା ପୀଡିତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କଲେ ଗଞ୍ଜାମ ଏସପି

ଗଞ୍ଜାମ: ମାନବିକତା ଦେଖାଇଲେ ଗଞ୍ଜାମ ଜିଲ୍ଲା ଏସପି ଜଗମୋହନ ମୀନା। ଦୁର୍ଘଟଣାଗ୍ରସ୍ତ ପୀଡିତଙ୍କୁ ଉଦ୍ଧାର କରି ନିଜ ଗାଡିରେ ନେଇ ଡାକ୍ତରଖାନାରେ କଲେ ଭର୍ତ୍ତି। ସରକାରୀ କାର୍ଯ୍ୟରେ ଭଞ୍ଜାନଗରରୁ ଆସିକା ଯାଉଥିବାବେଳେ ରାସ୍ତାରେ ଜଣେ ଯୁବକ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିଲେ।…

ଆକାଉଣ୍ଟ ଅଫିସରଙ୍କ ସଂପତ୍ତି ୮ କୋଟି

ଭୁବନେଶ୍ୱର: ରିଆମାଳ ବ୍ଲକର ପୂର୍ବତନ ଆକାଉଣ୍ଟଓ ଅଫିସରଙ୍କ କୁବେର ସଂପତ୍ତି । ପୂର୍ବତନ ଆକାଉଣ୍ଟଓ ଅଫିସର ରାଜେନ୍ଦ୍ର ଦାସଙ୍କ ୮ କୋଟିର ସଂପତ୍ତି । ମୋଟ ୮ କୋଟି ୪ ଲକ୍ଷର ସଂପତ୍ତି ଠାବ କଲା ଭିଜିଲାନ୍ତ୍ର ଟିମ । ରାଜେନ୍ଦ୍ରଙ୍କ…

ଶିଶୁ ପୁତ୍ର ସହ କୂଅକୁ ଡେଇଁପଡ଼ିଲା ମା’

କଟକ: ଅସହ୍ୟ ହେଲା ପାରିବାରିକ କଳହ । ଏପଟେ ଜୀବନ ବୋଝ ସେପଟେ ସନ୍ତାନର ମୋହ । ତା ଭିତରେ ପେଶି ହୋଇ ନେଲେ ଚରମ ନିଷ୍ପତ୍ତି । ୯ ମାସର ଶିଶୁ ପୁତ୍ରକୁ ଧରି କୂଅକୁ ଡେଇଁପଡିଲା ମା’ ।…

NH-୧୬ରେ ଭୁଶୁଡ଼ିଲା ବ୍ରିଜ୍, ଯାତାୟାତ ବଧାପ୍ରାପ୍ତ

ଯାଜପୁର: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍‌ ନିକଟ NH-୧୬ରେ ଥିବା ବ୍ରିଜ୍‌ ଭୁଶୁଡ଼ି ପଡ଼ିଛି। ବ୍ରିଜ୍‌ ଭୁଶୁଡିବା ଯୋଗୁ ଜାତୀୟ ରାଜପଥରେ ଗାଡି ଚଳାଚଳ ବନ୍ଦ ରହିଛି। ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡି ଅଟକି ରହିଛି। ସୂଚନା ଅନୁଯାୟୀ,…

ବିପଦରେ ଚିତା, ମୋଦୀ ଡାକିଲେ ସମୀକ୍ଷା ବୈଠକ

ନୂଆଦିଲ୍ଲୀ : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମହତ୍ତ୍ୱାକାଂକ୍ଷୀ କୁନୋ ଚିତା ପ୍ରକଳ୍ପ ବିଫଳ ହେବାର ଆଶଙ୍କା ଦେଖାଦେଇଛି । ଗତ ୧୦ ମାସ ମଧ୍ୟରେ ଗୋଟିଏ ପରେ ଗୋଟିଏ ୮ଟି ଚିତା ମୃତ୍ୟୁ ଘଟଣା କୁନୋ ଜାତୀୟ ଉଦ୍ୟାନରେ ଚିତା…

ଭୁଲ ଇଞ୍ଜେକସନ ନେଲା ଛୋଟ ଛୁଆର ଜୀବନ

ଯାଜପୁର: ମଙ୍ଗଳବାର ଜଣେ ଛଅ ବର୍ଷର ଶିଶୁକୁ ଭୁଲ୍ ଇଞ୍ଜେକସନ୍ ଦିଆଯାଇଥିବା ଅଭିଯୋଗ ହୋଇଛି। ଯେଉଁଥି ପାଇଁ ଯାଜପୁର ଜିଲ୍ଲା ଦଶରଥପୁର ଥାନା ମନ୍ଦାରଖଣ୍ଡା ଗାଁର ସୁରେନ୍ଦ୍ର ମଲ୍ଲିକଙ୍କ ପୁଅ ଓମ୍ ମଲ୍ଲିକ ପ୍ରାଣ ହରାଇଥିବା ତାର ପରିବାର ଲୋକେ ଅଭିଯୋଗ…