2023

ଯୌନ ଉତ୍ପୀଡ଼ନ ମାମଲାରେ ବ୍ରିଜ ଭୂଷଣ ଶରଣ ସିଂହଙ୍କୁ ମିଳିଲା ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ : ଦେଶର ଷ୍ଟାର ରେସଲମାନେ ଆଣିଥିବା ଯୌନ ଉତ୍ପୀଡ଼ନ ମାମଲାରେ ବିଜେପି ସାଂସଦ ତଥା ବିଦାୟ ନେବାକୁ ଥିବା କୁସ୍ତି ମହାସଂଘର ସଭାପତି ବ୍ରିଜ ଭୂଷଣ ଶରଣ ସିଂହଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ଆଜି ଦିଲ୍ଲୀର ଗୋଟିଏ କୋର୍ଟ ତାଙ୍କୁ…

ବିରୋଧୀ ମେଣ୍ଟର ନାଁ INDIA ରହିବା ପରେ ବିଜେପିକୁ ଚ୍ୟାଲେଞ୍ଜ ଦେଲେ ରାହୁଲ ଓ ମମତା

ବେଙ୍ଗାଲୁରୁ : ବେଙ୍ଗାଲୁରୁରେ ବସିଥିବା ବିରୋଧୀଙ୍କ ମହାବୈଠକରେ ୨୬ଟି ଦଳ ମିଳିତ ଭାବେ ବଡ଼ ନିଷ୍ପତ୍ତି ନେଇଛନ୍ତି। ବିରୋଧୀଙ୍କ ଏହି ମହାମେଣ୍ଟର ନାଁ INDIA ରଖିବାକୁ ବୈଠକରେ ସହମତି ହୋଇଛି। ଏହାର ଅର୍ଥ ୨୦୨୪ରେ INDIA ବନାମ NDA ଲଢ଼େଇ ହେବ।…

କଂଗ୍ରେସ କ୍ଷମତା କିମ୍ବା ପ୍ରଧାନମନ୍ତ୍ରୀ ପଦ ପାଇଁ ଆଦୌ ଇଚ୍ଛା ରଖି ନାହିଁ

ବେଙ୍ଗାଲୁରୁ : ବିଜେପିକୁ ୨୦୨୪ ସାଧାରଣ ନିର୍ବାଚନରେ ଚେକ୍‌ ଦେବାକୁ ୨୬ଟି ବିରୋଧୀ ଦଳ ବେଙ୍ଗାଲୁରୁରେ ମହାବୈଠକ କରୁଛନ୍ତି। ୨୬ଟି ଦଳ ଏକାଠି ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ ହେବେ, ତା’କୁ ନେଇ ଚର୍ଚ୍ଚା ଜୋର ଧରିଛି। ଏସବୁ ଭିତରେ…

ଭୁବନେଶ୍ୱରରେ ଖୋଲିଲା NCB ର ଅଫିସ

ଭୁବନେଶ୍ୱରରେ ଖୋଲିଲା ନାର୍କୋଟିକସ କଣ୍ଟ୍ରୋଲ ବ୍ୟୁରୋ-NCBର ଅଫିସ। ଭିଡ଼ିଓ କନଫରେନସିଂ ଜରିଆରେ ଏହାକୁ ଉଦଘାଟନ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ରାଜ୍ୟରେ ଡ୍ରଗସ୍ କାରବାର ଓ ଗଞ୍ଜେଇ ଚାଷ ନିୟନ୍ତ୍ରଣ ପାଇଁ ଏହା ସହାୟକ ହେବ ବୋଲି ଆଶା କରାଯାଉଛି।…

ଓଟିପି ସେୟାରିଂ ମାମଲା: ଆସନ୍ତାକାଲିଠୁ ୫ ଦିନିଆ ରିମାଣ୍ଡରେ ଯିବ ପଠାଣିସାମନ୍ତ

ଭୁବନେଶ୍ୱର: ଓଟିପି ସେୟାରିଂ ଓ ଆତଙ୍କୀ ଲିଙ୍କ ମାମଲାରେ ଗିରଫ ଅଭିଯୁକ୍ତ ପଠାଣିସାମନ୍ତକୁ ରିମାଣ୍ଡରେ ନେବ ପଶ୍ଚିମବଙ୍ଗ ଏସଟିଏଫ । ଆସନ୍ତାକାଲିଠାରୁ ୫ ଦିନିଆ ରିମାଣ୍ଡରେ ନେବ ଏସଟିଏଫ। ରିମାଣ୍ଡ ସରିବା ପରେ ଝାରପଡା ଜେଲରେ ପଠାଣିସାମନ୍ତକୁ ଜେରା କରିବ ଏନଆଇଏ…

ନିଲମ୍ବନ ପରେ ପ୍ରତିକ୍ରିୟା ରଖିଲେ ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜିବ ବିଶ୍ବାଳ

ଭୁବନେଶ୍ବର: ନିଲମ୍ବନ ପରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜିବ ବିଶ୍ବାଳ। ସେ କହିଛନ୍ତି ୨ ଦିନ ତଳେ ମୁଁ ନିଲମ୍ବନ ନୋଟିସ ପାଇଲି। ଦଳ ବିରୋଧୀ ପାଇଁ ମୋତେ ନିଲମ୍ବନ କରାଯାଇଛି। ମୁଁ କଂଗ୍ରେସ ପରିବାରର ଲୋକ।…

୪୮ ଘଣ୍ଟାରେ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ, ୫ ଦିନ ଯାଏ ବର୍ଷିବ

ଭୁବନେଶ୍ୱର: ଗତକାଲି ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଦୁର୍ବଳ ହୋଇଛି । ଅନ୍ୟପଟେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ପ୍ରଭାବରେ…

ଶିକ୍ଷକ ନିଯୁକ୍ତି ଦାବି କରି ୪ କିଲୋମିଟର ଚାଲି ଚାଲି ଗଲେ ଛାତ୍ରଛାତ୍ରୀ

ବାରିପଦା: ୩୦୦ ପିଲାଙ୍କ ପାଇଁ ନାହାନ୍ତି ଆବଶ୍ୟକୀୟ ଶିକ୍ଷକ ଓ କର୍ମଚାରୀ । ଯାହାର ପ୍ରତିବାଦ କରି ଛାତ୍ରଛାତ୍ରୀ ଚାଲି ଚାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ସହ ତୁରନ୍ତ ଶିକ୍ଷକ ନିଯୁକ୍ତି କରିବାକୁ ଦାବି କରିଛନ୍ତି । ସୁବର୍ଣ୍ଣରେଖା ପ୍ରକଳ୍ପ ହାଇସ୍କୁଲର…

ସିସୋର ଚିଟଫଣ୍ଡ ମାମଲା, ୧୯ଟି କେସକୁ ସ୍ୱତନ୍ତ୍ର ସିବିଆଇ କୋର୍ଟକୁ ସ୍ଥାନାନ୍ତରକୁ ହାଇକୋର୍ଟଙ୍କ ନା

କଟକ: କୋଟି କୋଟି ଟଙ୍କାର ଚିଟଫଣ୍ଡ କେଳେଙ୍କାରୀର ଅନେକ ମାମଲା ରାଜ୍ୟର ବିଭିନ୍ନ କୋର୍ଟରେ ଗଡ଼ୁଛି । ଏ ସମ୍ପର୍କିତ ୧୯ଟି ଅପରାଧିକ ମାମଲାକୁ ସ୍ୱତନ୍ତ୍ର ସିବିଆଇ କୋର୍ଟକୁ ସ୍ଥାନାନ୍ତର ପାଇଁ ହୋଇଥିବା ଆବେଦନକୁ ହାଇକୋର୍ଟ ଅଗ୍ରାହ୍ୟ କରି ଦେଇଛନ୍ତି ।…

ଧରାପଡ଼ିଲେ ନକଲି ଡାକ୍ତର

ବ୍ରହମପୁର: ନିଜକୁ ଦିଲ୍ଲୀ ଏମସର ଡାକ୍ତର କହି ରୋଗୀ ଚିକିତ୍ସା କରୁଥିଲେ । ବେଶ ଦାମୀ ଡାକ୍ତର ବୋଲି ଲୋକେ ଭାବୁଥିଲେ । ୫ ମିନିଟ ଦେଖିବାକୁ ନେଉଥିଲେ ୩୦୦ ଟଙ୍କା । ହେଲେ ଖୋଲିଗଲା ସବୁ ଗୁମର । ନକଲି…