ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଓ ଉପ ରାଜ୍ୟପାଳ ରାଜନୀତି କଳହରୁ ଊର୍ଦ୍ଧ୍ୱରେ ରହିବା ଉଚିତ
ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଉପ ରାଜ୍ୟପାଳ ଭିକେ ସକ୍ସେନା ରାଜନୀତି କଳହରୁ ଊର୍ଦ୍ଧ୍ୱରେ ରହିବା ଉଚିତ। ସେମାନେ ଲାଗି ରହିଥିବା ଅଚଳାବସ୍ଥାକୁ ମିଳିତ ଭାବେ ଦୂର କରିବା ଦରକାର ବୋଲି ଆଜି ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି।…
