2023

ରୋବୋଟିକ ସର୍ଜରୀ କ୍ଷେତ୍ରରେ ଆମ୍ରି ହସ୍ପିଟାଲର ତିଆରି କରିଛି ଏକ ମାଇଲଖୁଣ୍ଟ

ଭୁବନେଶ୍ୱର: ପୂର୍ବାଞ୍ଚଳ ଭାରତ ପାଇଁ ପ୍ରଥମ ପ୍ରକାରର ସଫଳତାରେ ଆମ୍ରି ହସ୍ପିଟାଲ ଭୁବନେଶ୍ୱର ୪ମାସ ମଧ୍ୟରେ ୧୦୦ଟି ରୋବୋଟିକ ଆଣ୍ଠୁ ପ୍ର୍ରତିରୋପଣ କରିବାରେ ସଫଳ ହୋଇ ପାରିଛି । ଆମ୍ରିର କ୍ଲିନିକାଲ ଉତ୍କର୍ଷତା ଓ ବୈଷୟିକ ଉନ୍ନତି, ଅସ୍ଥିଶଲ୍ୟ ଏବଂ ମିଳିତ…

ଜାଲ୍ ନୋଟ୍ ବଦଳ ବେଳେ ଭୁବନେଶ୍ୱର ଆରବିଆଇରୁ ଯୁବକ ଗିରଫ

ଭୁବନେଶ୍ୱର: ନକଲି ନୋଟ୍ ବଦଳ ତାହା ପୁଣି ରିଜର୍ଭ ବ୍ୟାଙ୍କରେ । ଏଭଳି ଉଦ୍ୟମ କରି ଗିରଫ ହୋଇଛନ୍ତି ଜଣେ ଯୁବକ । କମିଶନରେଟ ପୋଲିସ ଶୁକ୍ରବାର ଯୁବକ ଜଣଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ଶହେଟି ନକଲି ୫୦୦…

ଲୋକସଭା ଆସନରୁ ନିର୍ବାଚନ ଲଢି ପାରନ୍ତି ଅଭିଷେକ ବଚ୍ଚନ

ନୂଆଦିଲ୍ଲୀ: ଆଗାମୀ ୨୦୨୪ ଲୋକସଭା ନିର୍ବାଚନରେ ନିର୍ବାଚନ ଲଢି ପାରନ୍ତି ବଲିଉଡ ଅଭିନେତା ଅଭିଷେକ ବଚ୍ଚନ । ସମାଜବାଦୀ ପାର୍ଟି ପକ୍ଷରୁ ସେ ଏହି ନର୍ବାଚନ ଲଢିବେ ବୋଲି ଚର୍ଚ୍ଚା ଜୋର ଧରିଛି । ଅଭିଷେକ ଆହ୍ଲାବାଦ ସଂସଦୀୟ କ୍ଷେତ୍ରରୁ ନିର୍ବାଚନ…

ଆସାମ ମୁଖ୍ୟମନ୍ତ୍ରୀଙ୍କ ଉପରେ ଫିଡିକିଲେ ଓୱେସି

ନୂଆଦିଲ୍ଲୀ: ଖାଲି ରାଜଧାନୀ ଭୁବନେଶ୍ୱର ବା ଓଡ଼ିଶା ନୁହେଁ । ସାରା ଦେଶରେ ପରିବା ଦର ହୁ ହୁ ହୋଇ ବଢି ଚାଲିଛି । ତେବେ ପରିବା ଦର ବୃଦ୍ଧିକୁ ନେଇ ରାଜନୈତିକ ବୟାନବାଜି ବି ଜୋର ଧରିଛି । ପରିବା…

ଫ୍ରାନ୍ସ ରାଷ୍ଟ୍ରପତି ଓ ତାଙ୍କ ପତ୍ନୀଙ୍କୁ ଭବ୍ୟ ଉପହାର ଦେଲେ ପ୍ରଧାନମନ୍ତ୍ରୀ

ପ୍ୟାରିସ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଜନୈତିକ ଯାତ୍ରାରେ ସାଂସ୍କୃତିକ ସ୍ପର୍ଶ । ଆମେରିକା ହେଉ ବା ଫ୍ରାନ୍ସ ସବୁଠି ଭାରତୀୟ ସଂସ୍କୃତିର ଛାପ ଛାଡି ଆସିଛନ୍ତି । ଏବେ ଫ୍ରାନ୍ସ ରାଷ୍ଟ୍ରପତି ଇମେନୁଏଲ ମେକ୍ରାନ,ପତ୍ନୀ ବ୍ରିିଗିଟ ମେକ୍ରାନ, ପ୍ରଧାନମନ୍ତ୍ରୀ ଏଲିଜାବେଥ ବୋର୍ନ, ଫ୍ରାନ୍ସ…

ସୁଧୁରିନି ଦିଲ୍ଲୀର ବନ୍ୟାସ୍ଥିତି; ବନ୍ୟାଜଳରେ ଭାସିଯାଇ ୩ ନାବାଳକ ମୃତ

ନୂଆଦିଲ୍ଲୀ: ଯମୁନାର ଯନ୍ତ୍ରଣାରେ ଜାତୀୟ ରାଜଧାନୀ ଦିଲ୍ଲୀ ଉବୁଟୁବୁ । ବନ୍ୟା ପରିସ୍ଥିତି ଦିନକୁ ଦିନ ଜଟିଳ ହେଉଛି ରାଜଧାନୀ ଦିଲ୍ଲୀରେ । ଯମୁନା ଜଳସ୍ତର ହ୍ରାସ ପାଇଥିଲେ ହେଁ ଦିଲ୍ଲୀ ମହାନଗରୀର ସ୍ଥିତି ବଦଳିନି । ଆଜି ସକାଳ ୮ଟା…

ସିବିଏସଇ ୧୦ମ, ୧୨ଶ ବୋର୍ଡ ପରୀକ୍ଷା ତାରିଖ ଘୋଷଣା

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ୨୦୨୩-୨୪ ଶିକ୍ଷାବର୍ଷ ପାଇଁ ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ତାରିଖ ଘୋଷଣା କରିଛି । ସିବିଏସଇର ସୂଚନା ଅନୁସାରେ ହାଇସ୍କୁଲ (ଦଶମ) ଏବଂ ଇଣ୍ଟରମିଡିଏଟ୍ (ଦ୍ୱାଦଶ ଶ୍ରେଣୀ) ବୋର୍ଡ ପରୀକ୍ଷା…

ପଶ୍ଚିମ ଓଡିଶାରେ ‘ମୁଖ୍ୟମନ୍ତ୍ରୀ ସଭାଗୃହ’ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

୧୨୫ କୋଟି, ୨୦୦୦ ସଭାଗୃହ ୩୩ କୋଟି ଟଙ୍କାର ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିସ୍ଥାପନ ପଶ୍ଚିମ ଓଡିଶାର ବିକାଶରେ WODC ମୁଖ୍ୟ ଭୂମିକା ଗ୍ରହଣ କରିଛି ପଶ୍ଚିମ ଓଡିଶା ପାଇଁ ମୋର ସବୁ ବେଳେ ସ୍ୱତନ୍ତ୍ର ଧ୍ୟାନ ରହିଛି – ମୁଖ୍ୟମନ୍ତ୍ରୀ…

ରାଜଧାନୀରେ ତିଆରି ହେବ ଆହୁରି ଦୁଇଟି ଫୁଟ ଓଭର ବ୍ରିଜ

ଭୁବନେଶ୍ୱର: ରାଜଧାନୀରେ ଖୁବଶୀଘ୍ର ଆଉ ଦୁଇଟି ନୂଆ ଫୁଟ୍ ଓଭର ବ୍ରିଜ୍ ପାଇବ। ଗୋଟିଏ ସତସଙ୍ଗ ବିହାର ଓ ଅନ୍ୟଟି ପଳାଶୁଣୀରେ ନିର୍ମାଣ କରାଯିବ। ପଳାଶୁଣୀଠାରେ ଥିବା ଫ୍ଲାଏ ଓଭର ବ୍ରିଜ ୨୦୨୩ ଡିସେମ୍ବର ୩୧ ସୁଦ୍ଧା ଶେଷ ହେବ ଏବଂ…

ଯୁକ୍ତ ଦୁଇ ପିଲାଙ୍କ ଲାପଟପ୍ ଡିବିଟି ଯୋଜନା ଆବେଦନ ତାରିଖ ବୃଦ୍ଧି

ଭୁବନେଶ୍ୱର: ଦ୍ୱାଦଶ ଶ୍ରେଣୀରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ଲାପଟପ୍ କିଣିବାକୁ ସହୟତା ରାଶି ଦେଉଛନ୍ତି ରାଜ୍ୟ ସରକାର । ଏହି ଲାପଟପ୍ ଡିବିଟି ଯୋଜନାରେ ୧୫ହଜାର ମେଧାବୀ ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା ଦିଆଯାଉଛି । ଏଥିପାଇଁ ଛାତ୍ରଛାତ୍ରୀମାନେ ଅନ୍ଲାଇନ୍ ମାଧ୍ୟମରେ ଆବେଦନ କରୁଛନ୍ତି…