2023

ଓଡ଼ିଶା ରିଅଲ୍ ଇଷ୍ଟେଟ୍ ଅପେଲେଟ୍ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ହେଲେ ଜଷ୍ଟିସ୍ ପ୍ରମଥ ପଟ୍ଟନାୟକ

ଭୁବନେଶ୍ୱର: ଓଡ଼ିଶା ରିଅଲ ଇଷ୍ଟେଟ୍ ଅପେଲେଟ୍ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ହେଲେ ଜଷ୍ଟିସ୍ ପ୍ରମଥ ପଟ୍ଟନାୟକ। ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ପ୍ରମଥ ପଟ୍ଟନାୟକ ଓଡ଼ିଶା ରିଅଲ ଇଷ୍ଟେଟ୍ ଅପେଲେଟ୍ ଟ୍ରିବ୍ୟୁନାଲ (OREAT)ର ନୂଆ ଅଧ୍ୟକ୍ଷ ଭାବେ ଯୋଗ ଦେଇଛନ୍ତି। ୨୦୧୯…

ବାହାନଗା ଟ୍ରେନ୍ ଦୁର୍ଘଟଣା: ୨ ଜଣଙ୍କ ମୃତଦେହ ନେବାକୁ ମନା କଲେ ସମ୍ପର୍କୀୟ

ଭୁବନେଶ୍ୱର: ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣାକୁ ମାସେ ବିତିଥିବା ବେଳେ ଏବେ ବି ଅନେକ ମୃତଦେହ ଚିହ୍ନଟ ହୋଇ ନାହିଁ । ଗୋଟିଏ ମୃତଦେହକୁ ଏକାଧିକ ଦାବିଦାର ରହିଥିବା ବେଳେ ଡିଏନଏ ପରୀକ୍ଷା କରାଯାଇ ମେଳ ଖାଇଲା ପରେ ମୃତଦେହ ହସ୍ତାନ୍ତର…

ମାଂସ ଦୋକାନୀଙ୍କୁ ପିଟିପିଟି ମାରିଦେଲେ ମହିଳା

ଝାରସୁଗୁଡ଼ା: ଝାରସୁଗୁଡ଼ାରେ ଚାଞ୍ଚଲ୍ୟ । ମାଂସ ଦୋକାନୀଙ୍କୁ ପିଟିପିଟି ମାରିଦେଲେ ମହିଳା । ଘରକୁ ଫେରୁଥିବା ବେଳେ କିଛି ମହିଳା ଠେଙ୍ଗାରେ ପିଟିପିଟି ମାରି ଦେଇଥିବା ମୃତକଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ମୃତକ ହେଲେ ଝାରସୁଗୁଡ଼ା ଥାନା ଲେକଚର…

ସରିଲା ରିମାଣ୍ଡ ଅବଧି: ଭିଜିଲାନ୍ସ କୋର୍ଟରେ ପ୍ରଶାନ୍ତ ରାଉତ ହାଜର

ସୁନ୍ଦରଗଡ଼: ସୁନ୍ଦରଗଡ଼ ଭିଜିଲାନ୍ସ କୋର୍ଟରେ ହାଜର ହେଲେ ନବରଙ୍ଗପୁର ପୂର୍ବତନ ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତ। ରିମାଣ୍ଡ ଅବଧି ସରିବା ପରେ ଆଜି ପ୍ରଶାନ୍ତ ରାଉତଙ୍କୁ କୋର୍ଟରେ ହାଜର କରିଛି ଭିଜିଲାନ୍ସ। ଭିଜିଲାନ୍ସ ୫ ଦିନିଆ ରିମାଣ୍ଡରେ ପ୍ରଶାନ୍ତଙ୍କୁ ନେଇଥିଲା।…

ସିଦ୍ଧାନ୍ତ ମହାପାତ୍ରଙ୍କୁ ଏସ୍‌ଟିଏ ର ପ୍ରଶଂସା

ଭୁବନେଶ୍ୱର:ଓଲିଉଡର ଖ୍ୟାତନାମା ଅଭିନେତା ତଥା ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ରଙ୍କୁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ(ଏସଟିଏ) ପକ୍ଷରୁ ପ୍ରଶଂସା କରାଯାଇଛି। ଗୋଲ୍ଡେନ ଆୱାରରେ ଦୁର୍ଘଟଣାରେ ଆହତଙ୍କୁ ଉଦ୍ଧାର ପାଇଁ ତାଙ୍କୁ ପ୍ରଶଂସା କରାଯିବା ସହିତ ସିଦ୍ଧାନ୍ତ ଅନ୍ୟମାନଙ୍କ ପାଇଁ ରୋଲ୍‌ ମଡେଲ ବୋଲି…

ଘରେ ଶୋଇଥିଲେ ଶାଶୂ-ବୋହୂ: ଚଢିଗଲା ହାଇଓ୍ବା

କେନ୍ଦ୍ରାପଡ଼ା: ଆଜି ସକାଳେ କେନ୍ଦ୍ରାପଡ଼ା ଜିଲ୍ଲାର କୃଷ୍ଣନଗର ପଞ୍ଚାୟତର ବାଘୁଆ ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ରାସ୍ତାକଡ଼ ଘର ଉପରକୁ ଏକ ଚିପ୍ସ ବୋଝେଇ ହାଇୱା ମାଡ଼ିଯିବା ଫଳରେ ଘର ଭିତରେ ଥିବା ଶାଶୂ ଓ ବୋହୂ…

ବାଲେଶ୍ୱର ଏସ୍‌ପି ସାଗରିକା ନାଥଙ୍କ ବାପା-ମାଆଙ୍କୁ ଆକ୍ରମଣ

ଭୁବନେଶ୍ବର: ଆଇପିଏସ୍‌ଙ୍କ ବାପା-ମାଆଙ୍କୁ ଆକ୍ରମଣ। ପୂର୍ବତନ ଭୁବନେଶ୍ୱର ଟ୍ରାଫିକ ଡିସିପି ତଥା ବର୍ତ୍ତମାନର ବାଲେଶ୍ୱର ଏସ୍‌ପି ସାଗରିକା ନାଥଙ୍କ ପରିବାର ଉପରେ ଆକ୍ରମଣ ହୋଇଛି। ମିଳିଥିବା ସୂଚନା ଅନସାରେ ଗତକାଲି ରାତିରେ ସାଗରିକାଙ୍କ ବାପା-ମାଆ ଏକ କାର୍‌ରେ ଆମ୍ରି ହସ୍‌ପିଟାଲ ନିକଟରୁ…

ଠିକାଦାର ଭାଙ୍ଗିଦେଲେ କେଦାରଗୌରୀ ମନ୍ଦିର ପାଚେରୀ : ଏଏସଆଇ

ଭୁବନେଶ୍ବର: ଆଜି କେଦାରଗୌରୀ ମନ୍ଦିରର ଗୋଟିଏ ପାର୍ଶ୍ବ ପାଚେରୀ ଭାଙ୍ଗି ଦିଆଯାଇଛି। ବିନା ଅନୁମତିରେ କେଦାରଗୌୀ ମନ୍ଦିର ପାଚେରୀ ଭଙ୍ଗାଯାଇଛି ବୋଲି ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ (ଏଏସଆଇର) ଅଭିଯୋଗ କରାଯାଇଛି। ମନ୍ଦିର ସୁରକ୍ଷା କର୍ମୀଙ୍କ ବାରଣ ସତ୍ତ୍ବେ କେଦାରଗୌରୀ ମନ୍ଦିରର ପାଚେରୀକୁ…

ବାହାନଗା ଟ୍ରେନ୍‌ ଦୁର୍ଘଟଣା: ସତ୍ୟନଗର ଶ୍ମଶାନରେ ବିହାର ଓ ଝାଡ଼ଖଣ୍ଡର ୨ ମୃତଦେହର ଶେଷକୃତ୍ୟ ସମ୍ପନ୍ନ

ଭୁବନେଶ୍ୱର : ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ମୃତ ଝାଡ଼ଖଣ୍ଡ ଓ ବିହାରର ଦୁଇ ଜଣ ବ୍ୟକ୍ତିଙ୍କ ମୃତଦେହ ଆଜି ଭୁବନେଶ୍ବରର ସତ୍ୟନଗରସ୍ଥିତ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ଝାଡଖଣ୍ଡର ମୃତକ ହେଲେ ଦିନେଶ ଯାଦବ ଓ ବିହାରର ମୃତକ ହେଲେ ସୁରେଶ…

ଲେବାନନ୍‌ ସୁଟ୍‌ଆଉଟ୍‌; ଫାଇନାଲ୍‌ରେ ଭାରତ

ବେଙ୍ଗାଲୁରୁ: ଲେବାନନ୍‌କୁ ସୁଟ୍ ଆଉଟ୍‌ କରି ଭାରତ ସାଫ୍‌ ଚାମ୍ପିୟନ୍‌ସିପ୍‌ର ଫାଇନାଲ୍‌ରେ ପ୍ରବେଶ କରିଛି। ସ୍ଥାନୀୟ କାନ୍ତୀରବା ଷ୍ଟାଡିୟମ୍‌ରେ ଶନିବାର ଖେଳାଯାଇଥିବା ରୋମାଞ୍ଚକର ସେମିଫାଇନାଲ୍‌ରେ ଭାରତ ୪-୨ ପେନାଲ୍‌ଟି ସୁଟ୍‌ଆଉଟ୍‌ରେ ଲେବାନନ୍‌କୁ ହରାଇଥିଲା। ଫାଇନାଲ୍‌ରେ ଭାରତର ମୁକାବିଲା ମଙ୍ଗଳବାର କୁଏତ୍‌ ସହିତ…