2023

ସ୍ତ୍ରୀକୁ ହତ୍ୟା କରିବା ପରେ ଆତ୍ମହତ୍ୟା କଲେ ‘ସନ୍ଦେହୀ’ ସ୍ୱାମୀ ଅନାଥ ହୋଇଗଲେ ଶିଶୁ

ଅହମ୍ମଦାବାଦ: ସହରର ଗୋତ୍ରୀ ଅଞ୍ଚଳର ଏକ ଆବାସିକ କଲୋନୀରେ ଆପାର୍ଟମେଣ୍ଟର ଷଷ୍ଠ ମହଲାରୁ ଏକ ଦମ୍ପତିଙ୍କ ମୃତଦେହ ମିଳିବା ପରେ ଘଟଣାର ତଦନ୍ତ ଆରମ୍ଭ କରିଛି ଭଦୋଦରା ପୁଲିସ। ପୁଲିସ ସୂଚନା ଅନୁଯାୟୀ, ଆଶିଷ ମାନେ ତାଙ୍କ ପତ୍ନୀ ଆରତୀଙ୍କୁ ହତ୍ୟା…

ଦିଲ୍ଲୀରୁ ମଦ ବୋତଲ ଧରି ୟୁପି ଗଲେ ହେବ ଜେଲ୍‌

ନୂଆଦିଲ୍ଲୀ : ଦିଲ୍ଲୀ ମେଟ୍ରୋରେ ଠିପି ବନ୍ଦ ମଦ ବୋତଲ ଧରି ଯଦି କେହି ଉତ୍ତର ପ୍ରଦେଶର ନୋଏଡାରେ ପହଞ୍ଚିବେ, ତା’ହେଲେ ତାଙ୍କୁ ଜେଲଦଣ୍ଡ ଭୋଗିବାକୁ ପଡ଼ିପାରେ। ଏଥିସହ ମୋଟା ଅଙ୍କର ଜୋରିମାନା ମଧ୍ୟ ଲାଗୁ କରାଯାଇ ପାରେ ବୋଲି ଉତ୍ତର…

ସମାନ ନାଗରିକ ସଂହିତା ବିରୋଧରେ ମାୟାବତୀଙ୍କ ଦଳ ବହୁଜନ ସମାଜ ପାର୍ଟି(ବିଏସପି) ନାହିଁ

ଲକ୍ଷ୍ନୌ : ଦେଶରେ ୟୁନିଫର୍ମ ସିଭିଲ କୋଡ(ୟୁସିସି) ବା ସମାନ ନାଗରିକ ସଂହିତା ବିରୋଧରେ ମୟାବତୀଙ୍କ ଦଳ ବହୁଜନ ସମାଜ ପାର୍ଟି(ବିଏସପି) ନାହିଁ। ଆଜି ନିଜେ ମାୟାବତୀ କିନ୍ତୁ ରଖି ୟୁସିସି ଲାଗୁ କରିବା ସପକ୍ଷରେ ମତ ରଖିଛନ୍ତି। ସେ କହିଛନ୍ତି,…

ବାଇକ୍‌ ଆରୋହୀ ସ୍ବାମୀ-ସ୍ତ୍ରୀଙ୍କ ଉପରେ ଚଢ଼ିଗଲା ଦ୍ରୁତଗାମୀ ଟ୍ରକ୍‌

ଅନୁଗୋଳ: ୫୫ ନମ୍ବର ଜାତୀୟ ରାଜପଥରେ ଆଜି ଅପରାହ୍‌ଣରେ ପୁଣି ଏକ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ ଟ୍ରକ୍‌ ବାଇକ୍‌ ଆରୋହୀଙ୍କ ଉପରେ ଚଢ଼ିଯାଇଛି। ଫଳରେ ଘଟଣାସ୍ଥଳରେ ହିଁ ସେମାନଙ୍କର ଜୀବନ ଚାଲି ଯାଇଛି। ମୃତକମାନେ ହେଲେ ଗୁରଙ୍ଗ ଦେହୁରୀସାହିର ଅକ୍ଷୟ…

ଚାଷୀ କିଣିବେ ହେଲିକପ୍ଟର, ଚାଷ କରିବାକୁ ବ୍ୟାଙ୍କ ପିଓ ଚାକିରି ଛାଡ଼ି ଦେଇଥିଲେ

ଲକ୍ଷ୍ନୌ : ଫସଲ ଦେଖାରଖା କରିବା ପାଇଁ ଚାଷୀ କିଣିବେ ହେଲିକପ୍ଟର। ଛତିଶଗଡ଼ର ବସ୍ତରରେ ସଫେଦ ମୁସଲି ଓ ଗୋଲମରିଚ ଚାଷ କରୁଥିବା କରୁଥିବା ଜଣେ ଚାଷୀ ହେଲିକପ୍ଟର କିଣିବାକୁ ଯାଉଥିବାରୁ ଏହାକୁ ନେଇ ସବୁଠି ବେଶ ଚର୍ଚ୍ଚା। ଏହି ଚାଷୀଙ୍କ…

ଓଡ଼ିଶା-ଆନ୍ଧ୍ର ସୀମାରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ମାଲକାନଗିରି: ଜିଲ୍ଲା ପୁଲିସ ଓ ବିଏସଏଫ ପକ୍ଷରୁ ଅପରେସନ ଜାରି ରହିଥିବା ବେଳେ ବିପୁଳ ମାଓ ସାମଗ୍ରୀ ଜବତ ହୋଇଛି। ଓଡ଼ିଶା-ଆନ୍ଧ୍ର ସୀମାନ୍ତ ଅଞ୍ଚଳରୁ ମାଓ ସାମଗ୍ରୀକୁ ମିଳିଥିବା ନେଇ ମାଲକାନଗିରି ଏସପି ନିତିଶ୍ ୱାଧୱାନୀ ସୂଚନା ଦେଇଛନ୍ତି। ତାଙ୍କ କହିବାନୁଯାୟୀ,…

ଶିମିଳିପାଳରୁ ପୁଣି ଚାରୋଟି ହାତୀ ଦାନ୍ତ ଜବତ

ମୟୂରଭଞ୍ଜ: ମୟୁରଭଞ୍ଜ ଜିଲ୍ଲା ଶିମିପାଳରେ ବଢ଼ି ଚାଲିଛି ଶିକାରୀଙ୍କ ରାଜ ଶିକାରୀ ପାଇଁ ବନବିଭାଗ ଯେତେ ଚେଷ୍ଟା କଲେ ଭି ଶିକାରୀର ଟେର ପାଉନାହିଁ ଯାହା ଫଳରେ ବାରମ୍ବାର ବାଘ ହାତୀ ହରିଣ ମାନଙ୍କୁ ଶିକାର କରି ବିକ୍ରି କରୁଛନ୍ତି ଯାହା…

ନିର୍ଯାତନା ଅଭିଯୋଗ ବିବାଦ ପରେ ଶ୍ରୀଲଙ୍କାରୁ ଥାଇଲାଣ୍ଡ ଫେରିଲା ହାତୀ

କଲମ୍ବୋ : ନିର୍ଯାତନା ଅଭିଯୋଗ ବିବାଦ ପରେ ଶ୍ରୀଲଙ୍କାରୁ ଥାଇଲାଣ୍ଡ ଫେରୁଛି ଗଜରାଜ। ୨୦ ବର୍ଷ ତଳେ ଏହି ହାତୀ ଥାଇଲାଣ୍ଡରୁ ଶ୍ରୀଲଙ୍କା ଯାଇଥିଲା। ସେଠାରେ ତାକୁ ଠିକ୍‌ ଭାବେ ଯତ୍ନ ନିଆଯାଇ ନଥିଲା ଯାହାକୁ ନେଇ ଦୁଇ ଦେଇ ଭିତରେ…

ହୀରା ବ୍ୟବସାୟୀଙ୍କ ଘରେ ପଶିଲା ସିବିଆଇ

ଭୁବନେଶ୍ୱର: ଠକେଇ କରିବା ମହଙ୍ଗା ପଡ଼ିଲା। ବିଜନେସ୍‌ ନାଁରେ ବ୍ୟାଙ୍କରୁ ୬ କୋଟି ଲୋନ୍‌ କରି ତାହାକୁ ଚଳୁ କରି ଦେବା ଏବେ ହୀରା ବ୍ୟବସାୟୀଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି। କାଲିଠୁ ଘରେ ପଶି ତଦନ୍ତ କରୁଛି ସିବିଆଇ । ଏପରି…

ନାଗାଲାଣ୍ଡରେ ଯଦି ସମ୍ଭବ, ମହାରାଷ୍ଟ୍ରରେ କାହିଁକି ନୁହେଁ: ଅଜିତ ପାୱାର

ମୁମ୍ବାଇ: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ନେତା ଅଜିତ ପାୱାର ମହାରାଷ୍ଟ୍ରରେ ସିନ୍ଦେ-ଫଡନାଭିସ ସରକାରଙ୍କୁ ସମର୍ଥନ କରି ଦଳର ଅନେକ ବିଧାୟକଙ୍କ ସହ ବିଦ୍ରୋହ କରିଛନ୍ତି। ଆଜି ସେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବାବେଳେ ଶପଥ ଗ୍ରହଣ ସମାରୋହରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ…