2023

ତାମିଲନାଡୁ : ମୁଖ୍ୟମନ୍ତ୍ରୀଙ୍କ ବିନା ପରାମର୍ଶରେ ଜେଲରେ ଥିବା ମନ୍ତ୍ରୀ ସେନ୍ଥିଲ ବାଲାଜୀଙ୍କୁ ବହିଷ୍କାର କଲେ ରାଜ୍ୟପାଳ

ଚେନ୍ନାଇ: ତାମିଲନାଡୁ ରାଜ୍ୟପାଳ ଆର୍ ଏନ୍ ରବି ଜେଲରେ ଥିବା ରାଜ୍ୟ ଶକ୍ତି ଓ ଅବକାରୀ ମନ୍ତ୍ରୀ ଭି ସେନ୍ଥିଲ ବାଲାଜୀଙ୍କୁ ବହିଷ୍କାର କରିଛନ୍ତି । ଏଥିପାଇଁ ସେ ମୁଖ୍ୟମନ୍ତ୍ରୀଙ୍କ ସହ ପରାମର୍ଶ କରିନଥିବା କୁହାଯାଉଛି । ରାଜ୍ୟପାଳଙ୍କ ଏହି ପଦକ୍ଷେପ…

ବିଜେଡିର ଅନ୍ୟ ନାଁ ବିକାଶ : ଦେବୀ ମିଶ୍ର

ଭୁବନେଶ୍ୱର: ଫାଇଭ୍–ଟି ସଚିବଙ୍କ ପ୍ରସଙ୍ଗରେ ବିରୋଧୀଙ୍କ ଅଭିଯୋଗ । ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର କହିଛନ୍ତି, ବିରୋଧୀ ଲିଫଲେଟ୍ ବାଣ୍ଟନ୍ତୁ କି ଘର ଘର ବୁଲନ୍ତୁ । ଲୋକ ଜାଣିଛନ୍ତି ତାଙ୍କ ସୁଖ ଦୁଖରେ ସାଥୀ କିଏ ? ବିକାଶର…

ମୁଖ୍ୟମନ୍ତ୍ରୀଙ୍କୁ ଗୃହବନ୍ଦୀ କରି ରଖୁଛନ୍ତି: ଲକ୍ଷ୍ମଣ ଟୁଡୁ

ଭୁବନେଶ୍ୱର: ୫ଟି ସଚିବଙ୍କ ଗସ୍ତକୁ ନେଇ ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଟାର୍ଗେଟ । ୫ଟି ସଚିବ ମୁଖ୍ୟମନ୍ତ୍ରୀଙ୍କୁ ଗୃହବନ୍ଦୀ କରି ରଖୁଛନ୍ତି କହିଲେ ଟୁଡୁ । ଆଗାମୀ ଦିନରେ ଏକ ମିଡ୍‌ନାଇଟ୍ ଅପରେସନ କରିବାକୁ ଯାଉଛନ୍ତି । ସେ ବାରିପଦାରେ…

ରିଲିଫ କ୍ୟାମ୍ପରେ ପିଲାଙ୍କ ସହ ଲଞ୍ଚ କଲେ ରାହୁଲ ଗାନ୍ଧି

ଇମ୍ଫାଲ : ଆଦିବାସୀ ଓ ଅଣ ଆଦିବାସୀଙ୍କ ସଂଘର୍ଷ ଯୋଗୁ ଅଶାନ୍ତ ମଣିପୁରରେ ପହଞ୍ଚି ସ୍ଥିତି ପରଖିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି। ହିଂସା ଦ୍ୱାରା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଚୁରାଚାନ୍ଦପୁରରେ ରାହୁଲ ବିଭିନ୍ନ ରିଲିଫ କ୍ୟାମ୍ପ ବୁଲିଛନ୍ତି। ହିଂସା…

୫ଟି ସଚିବଙ୍କୁ ଜଗତସିଂହପୁରେ ବିରୋଧ

ଭୁବନେଶ୍ୱର: ୫ଟି ସଚିବଙ୍କ ଜଗତସିଂହପୁର ଜିଲ୍ଲା ଗସ୍ତକୁ ବିଜେପିର ବିରୋଧ । କଳା ବେଲୁନ ଉଡାଇବା ସହ କଳା ପୋଷାକ ପିନ୍ଧି ବିରୋଧ । ରାହାମାରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ କଳା ଗଞ୍ଜି ପିନ୍ଧି ବିରୋଧ । ପାରାଦ୍ୱିପ ଏଡିଏମ୍…

ଆପ୍‌ ସମର୍ଥନ କଲେ ୟୁନିଫର୍ମ ସିଭିଲ କୋଡ୍‌ ବିଲ ସହଜରେ ରାଜ୍ୟସଭାରେ ପାଶ୍ ହୋଇପାରେ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ୟୁନିଫର୍ମ ସିଭିଲ କୋଡ (ୟୁସିସି) ବା ଏକକ ନାଗରିକ ସଂହିତା ଲାଗୁ କରିବା ସପକ୍ଷରେ ମତ ରଖିବା ପରେ ଏହାକୁ ନେଇ ବିତର୍କ ଆରମ୍ଭ ହୋଇଯାଇଛି। ଚର୍ଚ୍ଚା ହେଉଛି ଯେ ୨୦୨୪ ସାଧାରଣ…

ଟିକେଟ୍ କଟିବା ଭୟରେ ସବୁ ଚୁପ୍‌ : ତାରା ପ୍ରସାଦ ବାହିନିପତି

ଭୁବନେଶ୍ୱର: ରାଜ୍ୟରେ ସବୁ ତନ୍ତ୍ର ଚାଲିଛି କହିଲେ ତାରା ପ୍ରସାଦ ବାହିନିପତି । ୫ଟି ସଚିବ ଯଦି ଜିଲ୍ଲାକୁ ଜିଲ୍ଲା ବୁଲୁଛନ୍ତି ସେଥିପାଇଁ ମନ୍ତ୍ରୀ ଓ ବିଧାୟକ ଦାୟୀ । ସେମାନେ ସ୍ୱର ଉତ୍ତୋଳନ କରିବା ବଦଳରେ ଧନ୍ୟବାଦ ଦେଉଛନ୍ତି ।…

ବାହାନାଗା ଟ୍ରେନ ଦୁର୍ଘଟଣା : ଏସସିବିରେ ଆଖି ବୁଜିଲେ ଆଉ ଜଣେ ଆହତ

କଟକ : ବାହାନାଗା ଟ୍ରେନ ଦୁର୍ଘଟଣାରେ ଆଉ ଜଣେ ଆହତଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ଏବେ ଟ୍ରେନ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ୨୯୩କୁ ବୃଦ୍ଧି ପାଇଛି । ମୃତକଙ୍କ ନାଁ ହେଉଛି ମନୀଷ କୁମାର । ସେ…

ବିଜେଡି ସାଂସଦ, ବିଧାୟକ ଅସହାୟ: ମୋହନ ମାଝୀ

ଭୁବନେଶ୍ୱର: ୫ଟି ସଚିବଙ୍କ ଗ୍ରସ୍ତକୁ ବିଜେଡିର ଡିଫେଣ୍ଡକୁ ବିଜେପିର ସମାଲୋଚନା । କଡା ସମାଲୋଚନା କଲେ ବିଜେପି ନେତା ମୋହନ ମାଝୀ । ସଙ୍କଟରେ ବିଜେଡି ଓ ସରକାର,ତେଣୁ କଥା ଏଡାଇବାକୁ ଚାହୁଛନ୍ତି । ବିଜେଡି ସାଂସଦ ଓ ବିଧାୟକ ଅସହାୟ,୫ଟି…

ତ୍ରିପୁରାରେ ରଥଯାତ୍ରା ବେଳେ ଅଘଟଣ, ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର : ତ୍ରିପୁରାର କୁମାରଘାଟ ଅଞ୍ଚଳରେ ରଥଯାତ୍ରା ଉତ୍ସବ ବାହୁଡା଼ ଯାତ୍ରା ସମୟରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ୭ ଜଣ ଲୋକ ପ୍ରାଣ ହରାଇଛନ୍ତି। ଏଥିସହିତ ଅନେକ ଲୋକ ଆହତ ହୋଇଛନ୍ତି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ…