2023

ଏଲନ ମସ୍କଙ୍କୁ ଭେଟିବେ ମୋଦି

ନୂଆଦିଲ୍ଲୀ : ଐତିହାସିକ ଆମେରିକା ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେଠାରେ ବିଶ୍ୱର ୧ନଂ ଧନୀ ତଥା ଟେସଲା ଓ ଟ୍ୱିଟର ମାଲିକ ଏଲନ ମସ୍କଙ୍କୁ ଭେଟିବେ। ମସ୍କ ଟ୍ୱିଟର କିଣିବା ପରେ ମୋଦି ତାଙ୍କୁ ପ୍ରଥମଥର ଭେଟିବାକୁ ଯାଉଛନ୍ତି।…

ପାକିସ୍ତାନର ପଞ୍ଜାବରେ ପରମାଣୁ କାରଖାନା ସ୍ଥାପନ କରିବ ଚୀନ୍‌

ଇସ୍‌ଲାମାବାଦ: ଚୀନ୍‌ ପାକିସ୍ତାନର ପଞ୍ଜାବରେ ଏକ ପରମାଣୁ କାରଖାନା ସ୍ଥାପନ କରିବ ବୋଲି ପାକ୍‌ ସରକାର ଆଜି (ମଙ୍ଗଳବାର) ଘୋଷଣା କରିଛନ୍ତି। ଦୁଇ ସର୍ବକାଳୀନ ସହଯୋଗୀ ଦେଶ ମଧ୍ୟରେ ରଣନୈତିକ ସହଯୋଗ ବୃଦ୍ଧିର ସଙ୍କେତ ସ୍ୱରୂପ ଚୀନ୍‌ ଏହି ୧୨୦୦ ମେଗାୱାଟ୍‌…

ଆଇଆଇଟି ବମ୍ବେକୁ ୩୧୫ କୋଟି ଟଙ୍କା ଦାନକଲେ ନନ୍ଦନ ନିଲେକାନି

ମୁମ୍ବାଇ : ଇନଫୋସିସ୍‌ର ସହ ପ୍ରତିଷ୍ଠାତା ନନ୍ଦନ ନିଲେକାନି ଆଇଆଇଟି ବମ୍ବେକୁ ୩୧୫ କୋଟି ଟଙ୍କା ଦାନ ଆକାରରେ ଦେଇଛନ୍ତି। ଆଇଆଇଟି ବମ୍ବେ ସହ ତାଙ୍କର ସମ୍ପର୍କ ୫୦ ବର୍ଷ ପୂରିଛି। ତେଣୁ ଏହି ସ୍ମୃତିକୁ ଅଧିକ ସ୍ମରଣୀୟ କରିବା ଉଦ୍ଦେଶ୍ୟରେ…

ବିଜୁଳି କାଟ୍ ପ୍ରତିବାଦରେ ଗ୍ରୀଡକୋ ଅଫିସକୁ ଅଣ୍ଡା, ଟମାଟୋ ମାଡ଼ କଲେ କଂଗ୍ରେସ କର୍ମୀ

ଭୁବନେଶ୍ୱର: ଅଘୋଷିତ ବିଦ୍ୟୁତ କାଟକୁ ନେଇ ସାରା ରାଜ୍ୟରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ଡାକରା ଦିଆଯାଇଛି । ରାଜଧାନୀର ଗ୍ରୀଡକୋ ଅଫିସ ସମ୍ମୁଖରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଶହଶହ କଂଗ୍ରେସ କର୍ମୀ ଗ୍ରୀଡକୋ…

ଜୟରାମ ରମେଶଙ୍କ ଗୀତାପ୍ରେସ ବୟାନକୁ ନାପସନ୍ଦ କରୁଛନ୍ତି କଂଗ୍ରେସର ବରିଷ୍ଠ ନେତା

ନୂଆଦିଲ୍ଲୀ: ଗୋରଖପୁରସ୍ଥିତ ‘ଗୀତା ପ୍ରେସ୍‌’କୁ ବର୍ଷ ୨୦୨୧ର ଗାନ୍ଧୀ ଶାନ୍ତି ପୁରସ୍କାର ପ୍ରଦାନ କରାଯିବ ବୋଲି ରବିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ବିଚାରକ ମଣ୍ଡଳୀ ସର୍ବସମ୍ମତକ୍ରମେ ନିଷ୍ପତ୍ତି ଗ୍ରହଣ କରିଥିବା କଥା ‌ଔପଚାରିକ ଭାବେ ଘୋଷଣା କରାଯାଇଥିଲା। ଗାନ୍ଧୀ…

ଓଡ଼ିଶାରେ ରେଳମନ୍ତ୍ରୀ; ପୁରୀ ରେଳଷ୍ଟେସନରେ ନିର୍ମାଣ କାମର କରିବେ ସମୀକ୍ଷା

ଭୁବନେଶ୍ବର: କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଆଜିଠାରୁ ଓଡ଼ିଶା ଗ୍ରସ୍ତରେ ଆସିଛନ୍ତି। ସନ୍ଧ୍ୟାରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ସେ ପୁରୀ ଅଭିମୁଖେ ଗସ୍ତ କରିଛନ୍ତି। ପୁରୀରେ ରେଲୱେ ଷ୍ଟେସନର ଉନ୍ନତିମୂଳକ କାମର ତଦାରଖ କରିବେ। ବିଶ୍ବ ପ୍ରସିଦ୍ଧ ପୁରୀ ରଥଯାତ୍ରାର…

ଦୀପାବଳିରେ ନ୍ୟୁୟର୍କରେ ସ୍କୁଲ ଛୁଟି ରହିବ, ଗୃହୀତ ହେଲା ବିଲ୍

ନ୍ୟୁୟର୍କ : ଆମେରିକାର ପେନ୍ସିଲଭାନିଆ ପରେ ନ୍ୟୁୟର୍କରେ ମଧ୍ୟ ଦୀପାବଳିରେ ସ୍କୁଲ ଛୁଟି ରହିବ । ଏ ନେଇ ନ୍ୟୁୟର୍କ ରାଜ୍ୟ ବିଧାନସଭାରେ ଏକ ବିଲ୍ ଗୃହୀତ ହୋଇଛି । ନ୍ୟୁୟର୍କ ରାଜ୍ୟ ବିଧାନସଭା ଗତ ସପ୍ତାହରେ ଏହି ବିଲ୍ ଆଗତ…

ବାହାନଗା ଟ୍ରେନ୍‌ ଦୁର୍ଘଟଣା: ରେଲୱେ ସୋର ସେକ୍ସନ ସିଗ୍‌ନାଲ ଜେଇଙ୍କ ଘର ସିଲ୍

ବାଲେଶ୍ବର/ସୋର: ବାଲେଶ୍ୱର ଜିଲ୍ଲା ବାହାନଗା ଟ୍ରେନ୍ ଟ୍ରାଜେଡି ଘଟଣାରେ ରେଲୱେ ସୋର ସେକ୍ସନ ସିଗ୍‌ନାଲ ଜେଇ ଅମିର ଖାନ୍‌ଙ୍କ ଭଡ଼ା ଘର ସିଲ୍ କରାଯାଇଛି। ସୋରଠାରେ ଜେଇଙ୍କ ଏହି ଭଡ଼ା ଘର ରହିଛି। ଜିଆରପି ପୁଲିସ ଉପସ୍ଥିତିରେ ଘରକୁ ସିବିଆଇ ପକ୍ଷରୁ…

ସାଧାରଣ ସମ୍ମତି ପ୍ରତ୍ୟାହାର ହୋଇଥିଲେ ବି ଏହି ଦୁଇଟି ରାଜ୍ୟରେ ତଦନ୍ତ ଜାରି ରଖିଛି ସିବିଆଇ

ନୂଆଦିଲ୍ଲୀ: ଗତ କିଛି ମାସ ମଧ୍ୟରେ କଂଗ୍ରେସ, ଆପ ସମେତ ଅନେକ ବିରୋଧୀ ଦଳ ଅଭିଯୋଗ କରିଆସୁଛନ୍ତି ଯେ ବିଜେପି କେନ୍ଦ୍ରୀୟ ତଦନ୍ତ ଏଜେନ୍ସି (ସିବିଆଇ) ର ଅପବ୍ୟବହାର କରୁଛି | ଆଉ ଏହି ଅଭିଯୋଗ ଆଣି କିଛିଦିନ ତଳେ ତାମିଲନାଡୁର…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଯୋରନ୍ଦା ପୀଠର ସାଧୁସନ୍ଥ ଓ ମହିମା ଧର୍ମାବଲମ୍ବୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଜି ଅନେକ ମହିମା ସାଧୁସନ୍ଥ ଓ ଧର୍ମାବଲମ୍ବୀମାନେ ନବୀନ ନିବାସ ଠାରେ ଭେଟିଛନ୍ତି । ଯୋରନ୍ଦା ପୀଠର ରୂପାନ୍ତର ପାଇଁ ପଦକ୍ଷେପକୁ ସେମାନେ ସ୍ୱାଗତ ଜଣାଇବା ସହ ଏଥି ପାଇଁ ଅର୍ଥ ମଞ୍ଜୁର କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ…