2023

‘ଧାର୍ମିକ ସ୍ବାଧୀନତାର ପରିପନ୍ଥୀ’, ସମାନ ନାଗରିକ ସଂହିତାକୁ ଜମିୟତର ବିରୋଧ

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ପୂର୍ବରୁ ସମାନ ନାଗରିକ ସଂହିତା (ୟୁସିସି)କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଦେଶର ପ୍ରମୁଖ ମୁସଲମାନ ସଂଗଠନ ଜମିୟତ ଉଲେମା-ଏ-ହିନ୍ଦ ଏହାକୁ ଖୋଲାଖୋଲି ବିରୋଧ କରିଛି । ଜମିୟତ ସୋମବାର ଦାବି କରିଛି ଯେ…

ପୂର୍ବାହ୍‌ଣ ସାଢ଼େ ୯ଟାରୁ ଶ୍ରୀଜିଉଙ୍କ ପହଣ୍ଡି

ପୁରୀ: ରାତି ପାହିଲେ ଶ୍ରୀଜିଉଙ୍କ ୯ଦିନିଆ ରଥଯାତ୍ରା। ଏଥି ପାଇଁ ଶ୍ରୀକ୍ଷେତ୍ରରେ ଚଳଚଞ୍ଚଳ ଦେଖାଯାଉଛି। ରାଜ୍ୟ ଏବଂ ରାଜ୍ୟ ବାହାରୁ ଶ୍ରଦ୍ଧାଳୁଙ୍କ ଆଗମନ ହୋଇଛି। ଦେଶ ବିଦେଶର ବିଭିନ୍ନ କୋଣରୁ ଲକ୍ଷ ଲକ୍ଷ ଭକ୍ତ ପୁରୀକୁ ଆସିଛନ୍ତି। ଆହୁରି ଭକ୍ତମାନେ ପୁରୀ…

କେଦାରନାଥ ମନ୍ଦିରର ଗର୍ଭଗୃହରେ ଟଙ୍କା ଉଡ଼ାଇ ଫସିଲେ ମହିଳା, ରୁଜୁ ହେଲା ଏତଲା

କେଦାରନାଥ: ଉତ୍ତରାଖଣ୍ଡର ପବିତ୍ର କେଦାରନାଥ ଧାମରେ ଘଟିଥିବା ଏକ ଆଶ୍ଚର୍ଯ୍ୟକର ଘଟଣାର ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ଜଣେ ମହିଳା ମନ୍ଦିରର ଗର୍ଭଗୃହକୁ ଯାଇ ବାବାଙ୍କ ଶିବଲିଙ୍ଗ ଉପରେ ନୋଟ୍ ଉଡ଼ାଉଥିବା ଏବଂ ପୂଜାପାଠ କରୁଥିବା ଦେଖିବାକୁ ମିଳିଛି। ଏହି…

ଦୁଇ ତିନି ଦିନରେ ଓଡ଼ିଶା ଛୁଇଁପାରେ ମୌସୁମୀ

ଦୁଇ ତିନି ଦିନରେ ଓଡ଼ିଶା ଛୁଇଁପାରେ ମୌସୁମୀ ବାୟୁ । ପାଗ ଅନୁକୂଳ ରହିଛି । ୨-୩ ଦିନ ଭିତରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାର କିଛି ଅଞ୍ଚଳକୁ ଅଗ୍ରସର ହେବା ପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି ।…

ଟ୍ରେନମ୍ୟାନ ଆପ ବିକ୍ରି ହେଲେ ବି ଆମ ବ୍ୟବସାୟକୁ କୌଣସି ଚ୍ୟାଲେଞ୍ଜ ସୃଷ୍ଟି କରିବ ନାହିଁ: ଆଇଆରସିଟିସି

ନୂଆଦିଲ୍ଲୀ: ନିକଟରେ, ଶିଳ୍ପପତି ଗୌତମ ଆଦାନିଙ୍କ କଂପାନି ଆଦାନି ଗ୍ରୁପ୍‌ର ଅଂଶ ଆଦାନି ଡିଜିଟାଲ୍ ଲ୍ୟାବ୍‌ସ ଟ୍ରେନ୍ ଟିକଟ ବୁକିଂ କରୁଥିବା ସଂସ୍ଥା ଟ୍ରେନମ୍ୟାନକୁ କିଣିବା ଲାଗି ସହମତ ହୋଇଛି। ତେବେ ଏନେଇ ଜଣାପଡିବା ପରେ ବରିଷ୍ଠ କଂଗ୍ରେସ ନେତା ଜୟରାମ…

ସୌରୀନ ଭଟ୍ଟଙ୍କ ବିରୋଧରେ ଶୋଷଣ ଅଭିଯୋଗ ମାମଲା, କୋଲକାତା ଯିବ ପୁଲିସ

କଟକ: ଜଣାଶୁଣା କଣ୍ଠଶିଳ୍ପୀ ସୌରୀନ ଭଟ୍ଟଙ୍କ ବିରୋଧରେ ଶୋଷଣ ଅଭିଯୋଗ ମାମଲାରେ ପୁଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବାର ସୂଚନା ମିଳିଛି। ସୂଚନା ଅନୁଯାୟୀ, ଘଟଣାର ତଦନ୍ତ ଲାଗି ଆସନ୍ତାକାଲି କୋଲକାତା ଯିବ କଟକ କମିଶନରେଟ ପୁଲିସର ଏକ ଚାରିଜଣିଆ ଟିମ।…

ଅଘୋଷିତ ବିଦ୍ୟୁତକାଟର ପ୍ରତିବାଦ: ଢେଙ୍କାନାଳରେ ବିଜେପି ପକ୍ଷରୁ ବିକ୍ଷୋଭ

ଢେଙ୍କାନାଳ: ଅଘୋଷିତ ବିଦ୍ୟୁତକାଟ୍‌ ଓ ଲୋ-ଭୋଲ୍‌ଟେଜ୍‌ ସମସ୍ୟା ପ୍ରତିବାଦରେ ବିଜେପି ପକ୍ଷରୁ ଆଜି ଢେଙ୍କାନାଳ ବିଭାଗୀୟ କାର୍ଯ୍ୟାଳୟ ଘେରାଉ କରାଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଆଜି ଢେଙ୍କାନାଳ ଜିଲ୍ଲା ବିଜେପି ପକ୍ଷରୁ ପୂର୍ବତନ ସାଂସଦ ରୁଦ୍ର ନାରାୟଣ ପାଣି, ପୂର୍ବତନ…

ଭାରତରେ ବିଶ୍ବକପ ଖେଳିବାକୁ ପାକିସ୍ତାନ ମନା କରୁ : ମିଆଁଦାଦ୍

କରାଚୀ : ବହୁ ବିବାଦ ପରେ ଏସିଆ କପ୍ ୨୦୨୩ ଚିତ୍ର ସ୍ପଷ୍ଟ ହେବା ପରେ ଏବେ ଆଇସିସି ଦିନିକିଆ ବିଶ୍ୱକପ୍ ୨୦୨୩ର କାର୍ଯ୍ୟସୂଚୀ ମଧ୍ୟ ଖୁବ୍ ଶୀଘ୍ର ଘୋଷଣା ହେବ ବୋଲି ସମସ୍ତେ ଆଶା ରଖିଛନ୍ତି। କିନ୍ତୁ ପାକିସ୍ତାନ କ୍ରିକେଟ…

ନବଯୌବନ ବେଶରେ ଦର୍ଶନ ଦେଲେ ମହାପ୍ରଭୁ

ପୁରୀ: ନବଯୌବନ ଦର୍ଶନ ଦେଲେ ଶ୍ରୀଜିଉ। ୧୫ ଦିନ ପରେ ମହାପ୍ରଭୁଙ୍କୁ ଦେଖି ଭକ୍ତ ଭାବ ବିହ୍ଵଳ । କାହାର ଆଖି ଛଳ ଛଳ ତ ଆଉ କିଏ ଜଗନ୍ନାଥଙ୍କୁ ପାଖରେ ପାଇ ଛାତି କୁଣ୍ଢେ ମୋଟ । ଆଜି ଏତେ…

ଦିଲ୍ଲୀ ପୁଲିସ ଓ ଏଫବିଆଇର ମିଳିତ ଅପରେସନ, ଅନ୍ତର୍ଜାତୀୟ ସିଣ୍ଡିକେଟର ପର୍ଦ୍ଦାଫାଶ

ନୂଆଦିଲ୍ଲୀ: ଆମେରିକାର ତଦନ୍ତକାରୀ ସଂସ୍ଥା ଏଫବିଆଇ (ଏଫବିଆଇ) ସହ ମିଶି ଚୋରା ଚାଲାଣ କରୁଥିବା ଏକ ଅନ୍ତର୍ଜାତୀୟ ସିଣ୍ଡିକେଟର ପର୍ଦ୍ଦାଫାସ କରିଛି ଦିଲ୍ଲୀ ପୁଲିସର ସ୍ପେଶାଲ୍ ସେଲ୍ । ଏହି ଅପରେସନରେ ଆମେରିକୀୟ ନାଗରିକଙ୍କଠାରୁ ଟଙ୍କା ଆଦାୟ କରିବା ପାଇଁ ଅନ୍ତର୍ଜାତୀୟ…