“ଭାରତକୁ ସମ୍ମାନ ନମିଳିଲେ କ୍ରୋଧ ଆସେ” : ବାଣିଜ୍ୟ ଦୂତାବାସ ଆକ୍ରମଣ ପାଇଁ ବ୍ରିଟିଶ ସରକାରଙ୍କ ଅବହେଳାକୁ ଦାୟୀ କଲେ ଜୟଶଙ୍କର
ନୂଆଦିଲ୍ଲୀ : ଲଣ୍ଡନରେ ଭାରତୀୟ ହାଇକମିସନ ବାହାରେ ଖଲିସ୍ତାନ ସମର୍ଥକମାନେ କରିଥିବା ହିଂସା ଉପରେ ପ୍ରତିକ୍ରିୟା ରଖି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି ଯେ ଯେତେବେଳେ ଭାରତକୁ ସମ୍ମାନ ମିଳେ ନାହିଁ ସେତେବେଳେ ସେ ରାଗି ଯାଆନ୍ତି…
