ରଙ୍ଗ୍ ରୁଟ୍ରେ ବଢୁଛି ଗାଡ଼ିଚାଳନା
ଭୁବନେଶ୍ୱର : ରଙ୍ଗ୍ରୁଟ୍(ବିପରୀତ ଦିଗ)ରେ ଗାଡ଼ି ଚଳାଇବା ସଂଖ୍ୟା ଦିନକୁ ଦିନ ବୃଦ୍ଧି ହେଉଛି। ଦୁର୍ଘଟଣା ବଢ଼଼ିବା ସହ ଧନଜୀବନ ଚାଲିଯାଉଛି। ବେପରୁଆ ହେଉ କିମ୍ବା ଅଧିକ ବୁଲାଣି ପଡ଼ୁଥିବାରୁ ଗାଡ଼ି ଚାଳକ ରଙ୍ଗ୍ରୁଟ୍ରେ ପଶିଯାଉଛନ୍ତି। ଏଥିସହିତ ରଙ୍ଗ୍ରୁଟ୍ ଚାଳକଙ୍କୁ ଜଗିବା…
