ମୁମ୍ବାଇ ହତ୍ୟାକାଣ୍ଡ : ମନୋଜଙ୍କୁ ମାମୁ ବୋଲି କହୁଥିଲେ ସରସ୍ୱତୀ, କିନ୍ତୁ ଲିଭ ଇନରେ ରହୁଥିଲେ
ମୁମ୍ବାଇ : ନିଜର ୩୨ ବର୍ଷୀୟ ଲିଭ ଇନ ପାର୍ଟନଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଥିବା ୫୬ ବର୍ଷୀୟ ମନୋଜ ସାଣେ ଏବେ ପୁଲିସ୍ ରିମାଣ୍ଡରେ ଅଛନ୍ତି। ସେ ରବିବାର ଦିନ ତାଙ୍କ ଲିଭ ଇନ ପାର୍ଟନର ସରସ୍ୱତୀ ବୈଦ୍ୟଙ୍କୁ…
