2023

ଚାଲିଛି ୩ ରଥର ନିର୍ମାଣ କାର୍ଯ୍ୟ, ବଡ଼ ପୋଟଳ ପଡିବା ଶେଷ

ପୁରୀ: ପାଖେଇ ଆସୁଛି ଘୋଷଯାତ୍ରା। ଜୋରସୋରରେ ଚାଲିଛି ୩ ରଥର ନିର୍ମାଣ କାର୍ଯ୍ୟ। ଆଜି ତିନି ରଥରେ ବଡ଼ ପୋଟଳ ପଡିବା କାର୍ଯ୍ୟ ଶେଷ ହୋଇଛି । ଗତକାଲି ତିନିରଥକୁ ତୃତୀୟ ଭୂଇଁ ଉଠି ମଝି ଭୂଇଁ ଉପରେ ସଂଯୋଗ କରାଯାଇଥିଲା।…

ବାହାନଗା ରେଳ ଦୁର୍ଘଟଣାରେ ଆସାମର ମୂଷା ଶେଖ୍‌ ନିଖୋଜ

ଭୁବନେଶ୍ୱର: ବାହାନଗା ଟ୍ରେନ ଟ୍ରାଜେଡି ନେଇଛି ୨୮୮ ଜୀବନ । ବର୍ତ୍ତମାନ ସୁଦ୍ଧା ୨୦୫ ମୃତଦେହ ଚିହ୍ନଟ ହୋଇ ହସ୍ତାନ୍ତର କରାଯାଇଛି । ବାକି ୮୩ ମୃତଦେହ ହସ୍ତାନ୍ତର ହୋଇନାହିଁ । ସମସ୍ତ ମରଶରୀର ଏବେ ଭୁବନେଶ୍ୱର ଏମ୍‌ସରେ ସଂରକ୍ଷିତ କରି…

ଏବେ କରମଣ୍ଡଳରେ ଯିବାକୁ ଭୟ, ଯାତ୍ରୀଙ୍କ ହାତରେ ଭଗବାନଙ୍କ ପ୍ରତିମା

ନୂଆଦିଲ୍ଲୀ : ବାହାନଗା ଟ୍ରେନ୍ ଦୁର୍ଘଟଣାର ୪ ଦିନ ପରେ ଆଜି ଟ୍ରାକ୍‌ରେ କରମଣ୍ଡଳ ସୁପରଫାଷ୍ଟ ଏକ୍ସପ୍ରେସ୍‌ ଗଡ଼ିଛି। ମଙ୍ଗଳବାର ମଧ୍ୟାହ୍ନ ୧୨ଟା ୫ରେ ବାହାନଗା ଦେଇ କୋଲକାତା ଶାଲିମାର ଅଭିମୁଖେ ଚେନ୍ନାଇ ପଟୁ ଆସିଥିବା ଏହି ଦ୍ରୁତଗାମୀ ଟ୍ରେନ୍ ଯାତ୍ରା…

SCBରେ ତିନିଦିନ ପରେ ଏକାଠି ହେଲେ ନବ ଦମ୍ପତି

ଟ୍ରେନ୍‌ ଦୁର୍ଘଟଣାରେ ବିଛେଦ ପରେ ମିଳନ । ୫ ଦିନ ପରେ ଏକାଠି ହେଲେ ପଶ୍ଚିମବଙ୍ଗର ନବ ବିବାହିତା ଦମ୍ପତି । କରମଣ୍ଡଳ ଟ୍ରାଜେଡିର ୩ ଦିନ ପୂର୍ବରୁ ସେମାନଙ୍କର ହାତଗଣ୍ଠି ପଡ଼ିଥିଲା । ଗତ ୩୧ ତାରିଖରେ ଉଭୟଙ୍କ ବିବାହ…

ଜୁନ ୨୩ରେ ପାଟନାରେ ବିରୋଧୀଙ୍କ ମହାମେଳି

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪କୁ ନେଇ ବିଜେପି ବିରୋଧରେ ସମସ୍ତ ରାଜନୈତିକ ଦଳର ପ୍ରସ୍ତାବିତ ବୈଠକ ପାଇଁ ନୂଆ ତାରିଖ ଧାର୍ଯ୍ୟ କରାଯାଇଛି। ଆସନ୍ତା ୨୩ ତାରିଖରେ ପାଟନାରେ ସମସ୍ତ ରାଜନୈତିକ ଦଳର ବୈଠକ ବସିବ। ଜେଡିୟୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଲଲନ…

ଏସସିବି ମେଡିକାଲରେ ଦୁଇଦିନ ହେବ ସ୍ୱାମୀ ଗୋପାଳ ହେମ୍ବ୍ରମକୁ ଖୋଜୁଛନ୍ତି ପତ୍ନୀ ରୁପା

କଟକ: ଏସସିବି ମେଡିକାଲରେ ଦୁଇଦିନ ହେବ ସ୍ୱାମୀ ଗୋପାଳ ହେମ୍ବ୍ରମକୁ ଖୋଜୁଛନ୍ତି ପଶ୍ଚିମବଙ୍ଗର ରୁପା ହେମ୍ବ୍ରମ। ସାନ୍ତରାଗାଛି ଜଙ୍କସନରୁ ଚେନ୍ନାଇ ଯାତ୍ରା କରୁଥିବା ବେଳେ କରମଣ୍ଡଳ ଏକ୍ସପ୍ରେସ ବାହାନଗାଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣା ଖବର ପାଇ ସ୍ତ୍ରୀ ଓ ପରିବାର…

ଭେଣ୍ଡିଆ ପୁଅର ଶବ ନେବାକୁ ବିହାରରୁ ଦୌଡିଆସିଛି ବୁଢୀ ମା’

ଭୁବନେଶ୍ୱର: ମାଆଟି ଆଖିରେ ଆଖିଏ ଲୁହ । କେତେବେଳେ ସେ ଲୁହ ଆଖିରେ ଆଖିରେ ଶୁଖିଯାଉଛି ତ, ଆଉ କେତେବେଳେ ଅମାନିଆ ହୋଇ ବୋହି ଆସୁଛି ଗାଲ ପାଖକୁ । ଲୁହକୁ କାନିରେ ପୋଛି ଦେଇ ପୁଣି ଗାଲରେ ହାତଦେଇ କୋହ…

ବଢ଼ିଲା ଧାନର ଏମଏସ୍‌ପି

ନୂଆଦିଲ୍ଲୀ : ଖରିଫ ଫସଲ ପାଇଁ ଆଜି କେନ୍ଦ୍ର ସରକାର ଧାନ ସମେତ ବିଭିନ୍ନ ଖାଦ୍ୟ ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସ୍‌ପି ବୃଦ୍ଧି କରିଛନ୍ତି। ଚାଷୀଙ୍କ ଆୟ ଓ ଚାଷର ବିକାଶ ପାଇଁ କେନ୍ଦ୍ର ସରକାର ଏପରି ନିଷ୍ପତ୍ତି…

ରେଳ ଦୁର୍ଘଟଣା ମୃତାହତଙ୍କୁ ସହାୟତା, ସରକାରଙ୍କ ପକ୍ଷରୁ ୫ଲକ୍ଷ ଏବଂ ଜିଲ୍ଲା ରେଡକ୍ରସ ତରଫରୁ ୧୦ ହଜାର ପ୍ରଦାନ

ବାଲେଶ୍ୱର : ବାହାନଗା ରେଳ ଦୁର୍ଘଟଣାରେ ମୃତ ଓ ଆହତ ବ୍ୟକ୍ତିଙ୍କ ପରିବାର ଲୋକଙ୍କୁ ସହାୟତା। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ କରାଯାଇଛି। ଦୁର୍ଘଟଣାରେ ବାଲେଶ୍ୱର ଜିଲ୍ଲାର ୧୪ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ପରିବାର ଓ…

ସିସୋଦିଆଙ୍କ ପାଇଁ ସର୍ବସମ୍ମୁଖରେ କାନ୍ଦି ପକାଇଲେ କେଜ୍ରିୱାଲ

ନୂଆଦିଲ୍ଲୀ : ସର୍ବସମ୍ମୁଖରେ ଆଜି କାନ୍ଦି ପକାଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ସେ ଜେଲରେ ଥିବା ତାଙ୍କ ସହକର୍ମୀ ମନୀଷ ସିସୋଦିଆଙ୍କୁ ବହୁତ ମିସ କରୁଥିବା କଥା ମଧ୍ୟ କହିଛନ୍ତି। ଦିଲ୍ଲୀରେ ଗୋଟିଏ ନୂଆ ସ୍କୁଲ ଉଦଘାଟନ କରିବା ବେଳେ…