2023

ଶୁଖିଲା ରୁଟି ଖାଇ ହେଉନାହିଁ, କୁରକୁରେ ଆଉ ବିସ୍କୁଟ ଖାଇବାକୁ ଦିଆଯାଉ: ମୁଖତାର

ଲଖନଉ: ଉତ୍ତରପ୍ରଦେଶର ବାନ୍ଦା ଜେଲରେ ବନ୍ଦୀ ଭାବେ ଥିବା ମାଫିଆ ଡନ୍ ମୁଖତାର ଅନସାରୀ ଖାଦ୍ୟ ବ୍ୟବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ କରିଛି। ଏ ବାବଦରେ ଭିଡିଓ କନଫରେନ୍ସିଂ ଜରିଆରେ ଶୁଣାଣି ବେଳେ ସେ କୋର୍ଟରେ ନିବେଦନ କରିଛି ଯେ ତାଙ୍କୁ…

ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କୁ ଭେଟିଲେ ଶରଦ ପାୱାର, ବିଜେପି ଦେଲା ବଡ଼ ବୟାନ

ମୁମ୍ବାଇ : ବିରୋଧୀ ମେଣ୍ଟକୁ ନେଇ ଆଲୋଚନା ଚାଲିଥିବା ବେଳେ ଆଜି ହଠାତ୍‌ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ଭେଟିଛନ୍ତି ଏନସିପି ସୁପ୍ରିମୋ ଶରଦ ପାୱାର। ଆଜି ଶ୍ରୀ ପାୱାର ମୁମ୍ବାଇ ସ୍ଥିତ ସିନ୍ଦେଙ୍କ ବାସଭବନରେ ପହଞ୍ଚି ତାଙ୍କ ସହ ଦୀର୍ଘ…

ଆଜିଠୁ ଶ୍ରୀମନ୍ଦିରକୁ ପ୍ରବେଶ କଲେ ଦଇତାପତି, ମାସେ ଧରି ଶ୍ରୀଜିଉଙ୍କର କରିବେ ନୀତିକାନ୍ତି

ପୁରୀ : ପୁରୀର ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାକୁ ଆଉ ୧୮ ଦିନ । ରଥଯାତ୍ରା ପାଇଁ ଶ୍ରୀମନ୍ଦିରକୁ ଆଜିଠାରୁ ପ୍ରବେଶ କରିଛନ୍ତି ଦଇତାପତି । ଶ୍ରୀଜୀଉଙ୍କ ଶ୍ରୀଅଙ୍ଗ ସେବକ ହୋଇଥିବା ହେତୁ ସକାଳୁ ସକାଳୁ ଦଇତାପତି ମାନେ ଶ୍ରୀମନ୍ଦିରରେ ପ୍ରବେଶ କରିଛନ୍ତି ।…

ଭାରତୀୟ ଆଇ ଡ୍ରପ ପକାଇ ରୋଗୀ କଲବଲ; ଶ୍ରୀଲଙ୍କାର ୩୫ ଜଣଙ୍କ ସଂକ୍ରମଣ ବଢ଼ିଗଲା

କଲମ୍ବୋ :ଆଇ ଡ୍ରପ ପକାଇଲେ ବଢ଼ୁଛି ସଂକ୍ରମଣ। ଆଖି ଭଲ ହେବା ପରିବର୍ତ୍ତେ ଅଧିକ ମାଡ଼ି ଯାଉଛି ବ୍ୟାକ୍ଟେରିଆ। ଫଳରେ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ରୋଗୀ । ଭାରତୀୟ ଆଇ ଡ୍ରପ ବିରୋଧରେ ଏପରି ସାଂଘାତିକ ଅଭିଯୋଗ ପଡ଼ୋଶୀ ଦେଶ ଶ୍ରୀଲଙ୍କାରୁ…

ଚଳିତ ଆର୍ଥିକ ବର୍ଷରୁ ମହିଳାଙ୍କୁ ମିଳିବ ମୁଣ୍ଡପିଛା ୨ ହଜାର ଟଙ୍କା, ବସ୍‌ ଯାତ୍ରା ମାଗଣା

ବେଙ୍ଗାଲୁରୁ : ଲୋକେ ମତଦାନ କରି କ୍ଷମତାରେ ବସାଇଥିବାରୁ ସମସ୍ତ ୫ ପ୍ରତିଶ୍ରୁତିକୁ ଚଳିତ ଆର୍ଥିକ ବର୍ଷ ହିଁ ପୂରଣ କରିବ କର୍ଣ୍ଣାଟକାରେ କ୍ଷମତାସୀନ କଂଗ୍ରେସ ସରକାର। ଏ ବାବଦରେ କଂଗ୍ରେସ ପକ୍ଷରୁ ସବୁକିଛି ସ୍ପଷ୍ଟ କରାଯାଇଛି। ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା କହିଛନ୍ତି,…

ମଣିପୁର ହିଂସା: ଏଯାଏଁ ଗଲାଣି ୯୮ ଜୀବନ, ୩୦୦ ଆହତ; ଫେରୁଛି ଶାନ୍ତି

ଇମ୍ଫାଲ: ମଣିପୁରରେ ଦେଖାଦେଇଥିବା ଦୁଇଗୋଷ୍ଠୀ ମଧ୍ୟ ସଂଘର୍ଷରେ ଏ ପର୍ଯ୍ୟନ୍ତ ପ୍ରାୟ ୯୮ ଲୋକଙ୍କ ଜୀବନ ଗଲାଣି, ଯେତେବେଳେ କି ୩୦୦ ଆହତ ହୋଇଛନ୍ତି। ୧୦ ଜିଲ୍ଲାର ଏକ ଆଦିବାସୀ ଗୋଷ୍ଠୀ ମେ ୩ ତାରିଖରେ ଅଣଆଦିବାସୀ ଗୋଷ୍ଠୀକୁ ବିରୋଧ କରି…

ପୁରୀରେ ସ୍ନାନଯାତ୍ରା ପ୍ରସ୍ତୁତି ନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା କଲେ 5T ସଚିବ ଭି.କେ. ପାଣ୍ଡିଆନ୍‌

ପୁରୀ: ପୁରୀରେ 5T ସଚିବ ଭି.କେ. ପାଣ୍ଡିଆନ୍‌। ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ପରିକ୍ରମା ମାର୍ଗର ଅନୁଧ୍ୟାନ କରିବା ସହ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଛନ୍ତି 5T ସଚିବ । ଦ୍ରୁତଗତିରେ ଚାଲିଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ। ପ୍ରତି ସପ୍ତାହରେ…

ସତୀଗୁଡ଼ା ଜଳଭଣ୍ଡାରରେ ଡଙ୍ଗାବୁଡ଼ି ଘଟଣା : ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର

ମାଲକାନଗିରି: ମାଲକାନଗିରି ଜିଲ୍ଲା ସତୀଗୁଡ଼ା ଜଳଭଣ୍ଡାରରେ ନିଖୋଜ ୨ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ଆଜି ସକାଳେ ଉଦ୍ଧାର ହୋଇଛି। ଉକ୍ତ ମହିଳାଙ୍କ ନାଆଁ ତୁଳସୀ ମାଢି ବୋଲି ଜଣାଯାଇଛି। ଏବେ ମୃତକଙ୍କ ସଂଖ୍ୟା ୩ରେ ପହଞ୍ଚିଛି।…

ରେସଲରଙ୍କ ସମର୍ଥନରେ ବାହାରିଲା ୧୯୮୩ ବିଶ୍ୱକପ୍ ବିଜୟୀ ଭାରତୀୟ ଦଳ

ନୂଆଦିଲ୍ଲୀ :ନ୍ୟାୟ ପାଇଁ ଦିଲ୍ଲୀ ଯନ୍ତରମନ୍ତରରେ ଲଢ଼େଇ କରୁଥିବା ଦେଶର ଷ୍ଟାର ରେସଲରମାନଙ୍କ ସମର୍ଥନରେ ବାହାରିଛି ୧୯୮୩ ବିଶ୍ୱକପ୍ ବିଜୟୀ ଭାରତୀୟ କ୍ରିକେଟ ଦଳ। ଆନ୍ଦୋଳନ ରତ ରେସଲରମାନଙ୍କୁ ଅସମ୍ମାନ କରାଯିବାକୁ ଟିମ୍‌ ସଦସ୍ୟମାନେ ଘୋର ନିନ୍ଦା କରିଛନ୍ତି। ଦିଲ୍ଲୀ ପୁଲିସ…

ପାରାଦୀପରେ ହୋଟେଲ କର୍ମଚାରୀଙ୍କୁ ନିର୍ମମ ହତ୍ୟା

ପାରାଦୀପ: ପାରାଦୀପରେ ହୋଟେଲ କର୍ମଚାରୀଙ୍କୁ ନିର୍ମମ ହତ୍ୟା । ଗତକାଲି ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ହୋଇଛି । ପାରାଦୀପ ଆଦର୍ଶଥାନାଠାରୁ ମାତ୍ର ଶହେ ମିଟର ଦୂରରେ ଥିବା ଅଟୋ ଷ୍ଟାଣ୍ଡ ନିକଟରେ ଏକ ପିଣ୍ଡିରୁ ମୃତଦେହ ଉଦ୍ଧାର ହୋଇଛି ।…