2023

ପାକିସ୍ତାନ ସେନା ପୋଷ୍ଟ୍ ଉପରେ ଆତଙ୍କବାଦୀ ଆକ୍ରମଣ, ୨୩ ମୃତ

ଇସ୍ଲାମାବାଦ: ପାକିସ୍ତାନର ସୁରକ୍ଷା ବାହିନୀ ଉପରେ ପୁଣି ଥରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ ହୋଇଛି । ଖାଇବର ପଖ୍ତୁନଖୱାର ଡେରା ଇସ୍ମାଇଲ ଖାଁ ଅଂଚଳରେ ଥିବା ସୁରକ୍ଷା ବାହିନୀର ଏକ ପୋଷ୍ଟ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିବା ଫଳରେ ୨୩…

୧୪୪୪ କୋଟି ଟଙ୍କା ଦେଇ ବଙ୍ଗଳା କିଣିଲେ କୋଭିସିଲଡ଼ ଟିକା ଉତ୍ପାଦନ କରିଥିବା କମ୍ପାନୀର ମାଲିକ

ନୂଆଦିଲ୍ଲୀ : କରୋନା ଠାରୁ ଆରମ୍ଭ କରି ବିଭିନ୍ନ ମହାମାରୀ ରୋଗର ଟିକା ‌ଉତ୍ପାଦନ କରୁଥିବା ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ସିଇଓ ଅଦର ପୁନାୱାଲା ସମସ୍ତଙ୍କୁ ଚକିତ କରିବା ଭଳି ପଦକ୍ଷେପ ନେଇଛନ୍ତି। ସେ ଲଣ୍ଡନରେ କିଣିଛନ୍ତି ଗୋଟିଏ ଅତ୍ୟାଧୁନିକ…

ଫେବୃଆରୀ ୧୫ରୁ ସିବିଏସ୍‌ଇ ବୋର୍ଡ ପରୀକ୍ଷା, ଘୋଷଣା ହେଲା ସୂଚୀ

ନୂଆଦିଲ୍ଲୀ : ଫେବୃଆରୀ ୧୫ରୁ ଆରମ୍ଭ ହେବ ସିବିଏସ୍‌ଇ ୧୦ମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା। ଆଜି ସିବିଏସ୍‌ଇ ପକ୍ଷରୁ ଡାଟା ସିଟ୍‌ ବା ପରୀକ୍ଷା ସୂଚୀ ଜାରି କରାଯାଇଛି। ଦୁଇ ଶ୍ରେଣୀର ବୋର୍ଡ ପରୀକ୍ଷା ଫେବୃଆରୀ ୧୫ରୁ ଆରମ୍ଭ…

ପ୍ରଥମ ଥର ବିଧାୟକ ହୋଇଥିବା ଭଜନଲାଲ ଶର୍ମା ହେବେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ

ଜୟପୁର : ଛତିଶଗଡ଼ ଓ ମଧ୍ୟ ପ୍ରଦେଶ ଭଳି ରାଜସ୍ଥାନରେ ମଧ୍ୟ ଜଣେ ନୂଆ ଚେହେରାକୁ ମୁଖ୍ୟମନ୍ତ୍ରୀ କରିଛି ବିଜେପି। ଭଜନଲାଲ ଶର୍ମା ହେବେ ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ। ଆଜି ରାଜସ୍ଥାନର ନବନିର୍ବାଚିତ ବିଜେପି ବିଧାୟକ ଦଳ ବୈଠକରେ ହୋଇଛି ଏହି…

ଭୁବନେଶ୍ୱରରେ ଉଦଘାଟିତ ହେଲା EY ଟେକ୍ନୋଲୋଜି ହବ୍

ଭୁବନେଶ୍ବର: ରାଜ୍ୟର ଆଇଟି ଇକୋସିଷ୍ଟମକୁ ଆହୁରି ବିସ୍ତାର କରିବା ଉଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚନ୍ଦକା ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟର ଓ-ହବରେ EY ଟେକ୍ନୋଲୋଜି ହବ ଉଦଘାଟନ କରିଛନ୍ତି।ଉଦଘାଟନ ଉତ୍ସବରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଉପସ୍ଥିତ ଥିଲେ। ଆଇଟି ମନ୍ତ୍ରୀ ତୁଷାରକାନ୍ତି…

ଛତିଶା ନିଯୋଗ ବୈଠକ ଶେଷ, ଶ୍ରୀମନ୍ଦିର ଐତିହ୍ୟକୁ ନେଇ ହେବ ଲେଜର ଶୋ’

ପୁରୀ: ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ବସିଥିବା ଛତିଶା ନିଯୋଗ ବୈଠକ ଶେଷ ହୋଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ଆଗାମୀ ଜାନୁୟାରୀ ୧୭ ତାରିଖରେ ଲୋକାର୍ପିତ ହେବାକୁ ଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମ୍ପର୍କରେ ଆଲୋଚନା ହୋଇଥିବା ବେଳେ…

ଜମ୍ମୁ ଓ କଶ୍ମୀର ନିର୍ବାଚନ ପୂର୍ବରୁ ପିଓକେକୁ ଆଣ : ଉଦ୍ଧବ ଠାକରେ

ମୁମ୍ବାଇ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ସଂପର୍କରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଉପରେ ଶିବସେନା ନେତା ଉଦ୍ଧବ ଠାକରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ସେଏହି ନିଷ୍ପତ୍ତିକୁ ସ୍ୱାଗତ କରୁଛନ୍ତି । ଧାରା ୩୭୦ ଉଚ୍ଛେଦ ହେବା ପରେ…

ଟଙ୍କା ଗଣତି ଶେଷ: ଏବେ ବେନାମୀ ସଂପତ୍ତି ଓ ଆୟର ଉତ୍ସ ନେଇ ଖୋଳତାଡ଼

ଭୁବନେଶ୍ବର: ବଲାଙ୍ଗୀର, ଟିଟିଲାଗଡ଼, ସମ୍ବଲପୁର ଓ ସୁନ୍ଦରଗଡ଼ ଏସବିଆଇରେ ଟଙ୍କା ଗଣତି ଶେଷ ହୋଇଛି। ଟଙ୍କା ଗଣିଗଣି ନାକେଦମ ହୋଇପଡ଼ିଛନ୍ତି ଏସବିଆଇ ଅଧିକାରୀ ଓ କର୍ମଚାରୀ। ୫ ଦିନ ଧରି ଚଢ଼ଉ ପରେ ଝାରଖଣ୍ଡ ରାଜ୍ୟସଭା ଏମପି ଧୀରଜ ସାହୁ ଓ…

ମଦ ଦୁର୍ନୀତି ଓ କଳା ଟଙ୍କା ବିରୋଧରେ ପୁରୀରେ ବିଜେପିର ବିକ୍ଷୋଭ

ପୁରୀ: ଦିନକୁ ଦିନ ତୀବ୍ର ହେବାରେ ଲାଗିଛି ମଦ ଦୁର୍ନୀତି ଓ କଳା ଟଙ୍କା ଜବତ ଘଟଣା । ଆଜି ବିଜେପି ଏହି ପ୍ରସଙ୍ଗକୁ ନେଇ ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରୁଛି । ଝାଡଖଣ୍ଡ କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ ମଦ…

ଭିଜିଲାନସ ଜାଲରେ ଫରେଷ୍ଟ ଗାର୍ଡ ଓ ଜଗୁଆଳି

ଝାରସୁଗୁଡା : ଭିଜିଲାନସ ଜାଲରେ ଫରେଷ୍ଟ ଗାର୍ଡ ଓ ଜଗୁଆଳି। ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ଗଛ କଟା ପରିମିସନ ପାଇଁ ନେଉଥିଲେ ୧୫ ହଜାର ଟଙ୍କା। ଝାରସୁଗୁଡା ଜିଲ୍ଲା ବେଲପାହାଡ଼ ରେଞ୍ଜ…