2023

ଓଡ଼ିଶାର ୮୯୦ଟି ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାରେ ଲୋକେ ୨୦୦୦ ଟଙ୍କା ନୋଟ୍ ବଦଳ କରିପାରିବେ

ଭୁବନେଶ୍ବର: ଓଡ଼ିଶାର ୮୯୦ଟି ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାରେ ଲୋକେ ୨୦୦୦ ଟଙ୍କା ନୋଟ୍ ବଦଳ କରିପାରିବେ ବୋଲି ଏସବିଆଇ ମୁଖ୍ୟ ମହାପ୍ରବନ୍ଧକ ଚନ୍ଦ୍ରଶେଖର ଶର୍ମା ସୂଚନା ଦେଇଛନ୍ତି। ସେ କହିଛନ୍ତି, ଓଡ଼ିଶା ଏସବିଆଇ ପାଖରେ ୧୨ ହଜାର କୋଟି ଟଙ୍କା…

ଏଣିକି ବିଦ୍ୟାଳୟରେ ଖୋଲିବ ଏକାଦଶ ଶ୍ରେଣୀ

ଭୁବନେଶ୍ୱର: ଏଣିକି ବିଦ୍ୟାଳୟରେ ଖୋଲିବ ଏକାଦଶ ଶ୍ରେଣୀ । ୨୦୨୩-୨୪ ଶିକ୍ଷାବର୍ଷରେ ରାଜ୍ୟରେ ୧୦୬ ଗୋଟି ଉନ୍ନିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକାଦଶ ଶ୍ରେଣୀ ଖୋଲାଯିବ । ଏନେଇ ବିଶେଷ ଭାବରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଇଛି ।…

ଭାରସାମ୍ୟ ହରାଇ ଓଲଟିଲା କାର, ୫ ଆହତ

ମୋହନା: ଗଜପତି ଜ଼ିଲ୍ଲା ଅଡବା ଥାନା ଅନ୍ତର୍ଗତ ଖ୍ରୀଷ୍ଟପୁର ବୁଲାଣି ରାସ୍ତାରେ ଆଜି ସକାଳ ସମୟରେ ଭାରସାମ୍ୟ ହରାଇ ଏକ କାର୍ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଦୁର୍ଘଟଣାରେ କାର୍ ଟି ରାସ୍ତାରୁ ୧୫ ଫୁଟ ତଳକୁ ଚାଲିଯାଇଛି। ପୁରୀରୁ ଏକ…

ଗୋଲଡେନ ବାବାର ୫୧ ଲକ୍ଷ ଟଙ୍କାର ଅଡି କାର ଜବତ କଲା ED

ଭୁବନେଶ୍ୱର: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସୋମବାର ଘୋଷଣା କରିଛି ଯେ ‘ଗୋଲଡେନ ବାବା’ ଭାବେ ପରିଚିତ ଜ୍ୟୋତି ରଞ୍ଜନ ବେଉରାଙ୍କ ବିରୋଧରେ ଏକ ମାମଲାର ତଦନ୍ତ ସମୟରେ ପ୍ରାୟ ୫୧ ଲକ୍ଷ ଟଙ୍କା ମୂଲ୍ୟର ଏକ ବିଳାସପୂର୍ଣ୍ଣ ଅଡି କ୍ୟୁ୫ କାର୍…

ମା’କୁ କଟୁରୀରେ ହାଣିଦେଲା ପୁଅ

ପାରାଦ୍ଵୀପ: ଭୂତୁମୁଣ୍ଡାଇ ଗ୍ରାମ କୂମ୍ଭାର ସାହିରେ ବିଭତ୍ସ ହତ୍ୟା। ମାନସିକ ବିକୃତ ପୁଅ ନିଜ ମା’ କୁ ହାଣି ହତ୍ୟା କରିଛି ।ପୁଅର ଆକ୍ରମଣରେ ମା’ର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ମା’ ସୁଲୋଚନା ଦେବୀ ନୂଆଗଡ ସ୍କୁଲର ଶିକ୍ଷୟତ୍ରୀ। ସୁଲୋଚନାଙ୍କ…

ବିଡିଓଙ୍କ ଜାଲ ଦସ୍ତଖତ କରି ଠକିନେଲେ ୧୫ ଲକ୍ଷ

ଟାଙ୍ଗୀ : ଠିକାଦାର ବିଡିଓଙ୍କ ଜାଲ ଦସ୍ତଖତ କରି ବ୍ୟାଙ୍କରୁ ଠକି ନେଲେ ୧୫ ଲକ୍ଷରୁ ଅଧିକ ଟଙ୍କା । ଠିକାଦାର ହେଉଛନ୍ତି ଚିଲିକା ବ୍ଲକ୍‌ ଅଧ୍ୟକ୍ଷଙ୍କ ସ୍ୱାମୀ କିଶୋର ବେହେରା । ଘଟଣା ହେଉଛି ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକରେ…

ଶିକାରୀ ଗୁଳିମାଡ଼ରେ ଫରେଷ୍ଟଗାର୍ଡ ମୃତ

କରଞ୍ଜିଆ: ଶିକାରୀ ଗୁଳିମାଡ଼ରେ ଫରେଷ୍ଟଗାର୍ଡ ମୃତ । ଶିମିଳିପାଳ ଅଭୟାରଣ୍ୟରେ ଶିକାରୀ ଗୁଳିରେ ଜଣେ ବନ କର୍ମଚାରୀଙ୍କ ମୃତ ହୋଇଛି । ବାଙ୍ଗିରିପୋଷି ରେଞ୍ଜ ଚାକିଡି ବିଟ୍‌ ଅଞ୍ଚଳରେ ଘଟିଛି ଘଟଣା । ମୃତ ଫରେଷ୍ଟ ଗାର୍ଡ ହେଲେ ବିମଲ କୁମାର…

ଧୋନି ମୋର ଜଣେ ବଡ଼ଭାଇ ଓ ବନ୍ଧୁଙ୍କ ଭଳି – ହାର୍ଦ୍ଦିକ ପାଣ୍ଡ୍ୟା

ଚେନ୍ନାଇ: ଘରୋଇ ଦର୍ଶକଙ୍କ ସମ୍ମୁଖରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ମଙ୍ଗଳବାର ଫାଇନାଲ୍‌ ସ୍ଥାନ ପାଇଁ ବିଜେତା ଗୁଜରାଟ ଟାଇଟନ୍ସକୁ ଭେଟିବ। ଚଳିତ ଋତୁର ଏହି ପ୍ରଥମ ପ୍ଲେ ଅଫ୍‌ ମ୍ୟାଚ୍‌ ବିଜେତା ରବିବାର ଖେଳାଯିବାକୁ ଥିବା ଫାଇନାଲ୍‌ରେ ପହଞ୍ଚିବ। ପରାଜିତ…

୧୦୦୦ ଟଙ୍କିଆ ନୋଟ ଆସିବାର ଏବେ କୌଣସି ଯୋଜନା ନାହିଁ

ନୂଆଦିଲ୍ଲୀ : ୨୦୧୬ ମସିହା ବିମୁଦ୍ରାକରଣ ପରେ ବଜାରକୁ ଆସିଥିବା ୨ ହଜାର ଟଙ୍କିଆ ନୋଟକୁ ଆରିବିଆଇ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି। ଆରବିଆଇର ଏପରି ନିଷ୍ପତ୍ତି ପରେ ୨୦୧୬ ବିମୁଦ୍ରାକରଣ ପୂର୍ବରୁ ବଜାରରେ ବ୍ୟବହାର କରାଯାଉଥିବା ୧୦୦୦ ଟଙ୍କିଆ ନୋଟ…

ମଧ୍ୟପ୍ରଦେଶ ପାଇଁ କଂଗ୍ରେସର ପ୍ରତିଶ୍ରୁତି: ୫ ଶହ ଟଙ୍କାରେ ଦେବେ ଗ୍ୟାସ

ଭୋପାଳ : କର୍ଣ୍ଣାଟକାରେ ପ୍ରଚଣ୍ଡ ଜନମତ ସହ ସରକାର ଗଠନ କରିଥିବା କଂଗ୍ରେସ ଏବେ ମଧ୍ୟପ୍ରଦେଶ ଉପରେ ଫୋକସ କରିଛି। ଚଳିତ ବର୍ଷ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। କର୍ଣ୍ଣାଟକାର ସଫଳତା ମଧ୍ୟପ୍ରଦେଶରେ ଦୋହରାଇବା ପାଇଁ କଂଗ୍ରେସ ଏବେଠାରୁ ଅଣ୍ଟା…