2023

ପାକିସ୍ତାନ ଡ୍ରୋନରେ ଆସୁଥିଲା ୨ ପ୍ୟାକେଟ୍‌ ହେରୋଇନ୍‌; ଖସାଇ ଦେଲେ ଯବାନ

ନୂଆଦିଲ୍ଲୀ : ପଞ୍ଜାବ ସୀମାରେ ପାକିସ୍ତାନ ଡ୍ରୋନ୍‌କୁ ଗୁଳି କରି ଖସାଇଲା BSF । ଉକ୍ତ ଡ୍ରୋନରେ ୨ ପ୍ୟାକେଟ୍‌ ହେରୋଇନ୍‌ ଭାରତ ଆସୁଥିବା ସୂଚନା ମିଳିଛି। ଏହାପରେ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରି ଦିଆଯାଇଛି। ଅମୃତସର ଜିଲ୍ଲାର…

ପୁଲିସ୍‌କୁ ମିଳିଲା ଧମକ; ମୁମ୍ବାଇରେ ଖୁବ୍‌ ଶୀଘ୍ର ଫୁଟିବ ବୋମା

ମୁମ୍ବାଇ : ‘ମୁମ୍ବାଇରେ ଖୁବ୍‌ ଶୀଘ୍ର ଫୁଟିବ ବୋମା। ସବୁ କିଛି ଛାରଖାର ହୋଇଯିବ ।’ ଏପରି କିଛି ଅଜଣା କଲ୍‌ ଆଜି ମୁମ୍ବାଇ ପୁଲିସ୍‌କୁ ଅସ୍ତବ୍ୟସ୍ତ କରି ପକାଇଥିଲା। ଶେଷରେ ପୁଲିସ୍‌ ଏହି ଘଟଣାରେ ଜଣେ ସନ୍ଦିଗ୍ଧଙ୍କୁ ଅଟକ ରଖି…

ଦିଲ୍ଲୀରେ ତାପମାତ୍ରା ୪୬ ଡିଗ୍ରୀ ଟପିଲା

ନୂଆଦିଲ୍ଲୀ : ଦିଲ୍ଲୀରେ ପ୍ରବଳ ଗ୍ରୀଷ୍ମଲହରୀ ଜନଜୀବନ ଅସ୍ତବ୍ୟସ୍ତ କରିଦେଇଛି। ୪୬.୨ ଡିଗ୍ରି ତାପମାତ୍ରାରେ ଦିଲ୍ଲୀ ସହର ଜଳୁଛି। ନଜଫଗଡ଼ ଏବଂ ସ୍ପୋର୍ଟସ କମ୍ପ୍ଲେକ୍ସ ଷ୍ଟେସନ୍‌ରେ ପାରଦ ୪୬ ଡିଗ୍ରି ଅତିକ୍ରମ କରିଯାଇଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ଆଜି…

କର୍ଣ୍ଣାଟକରେ ସମସ୍ତ ୯ ମନ୍ତ୍ରୀ କୋଟିପତି, ସମସ୍ତଙ୍କ ବିରୋଧରେ ଅପରାଧିକ ମାମଲା

ବେଙ୍ଗାଲୁରୁ : ୨୦୨୩ କର୍ଣ୍ଣାଟକ କ୍ୟାବିନେଟରେ ସମସ୍ତ ୯ ଜଣ ମନ୍ତ୍ରୀ ସେମାନଙ୍କ ବିରୋଧରେ ଅପରାଧିକ ମାମଲା ରହିଛି। ସମସ୍ତ ୯ ଜଣ ମନ୍ତ୍ରୀ କୋଟିପତି। ଏଡିଆର ରିପୋର୍ଟ ଅନୁଯାୟୀ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର କ୍ୟାବିନେଟ୍‌ରେ ସବୁଠାରୁ ଧନୀ ମନ୍ତ୍ରୀ। ଅନ୍ୟପକ୍ଷେ…

ପ୍ରକାଶ ପାଇଲା ୟୁପିଏସସି ପରୀକ୍ଷା ଫଳ, ଟପ୍ପର ହେଲେ ଈଶିତା କି‌ଶୋର

ନୂଆଦିଲ୍ଲୀ: ସିଭିଲ ସର୍ଭିସ ପରୀକ୍ଷାର ଅନ୍ତିମ ଫଳାଫଳ ପ୍ରକାଶ କଲା କେନ୍ଦ୍ରୀୟ ଲୋକ ସେବା ଆୟୋଗ (ୟୁପିଏସସି)। ଏହି ପରୀକ୍ଷାରେ ପୁଣି ଥରେ ଯୁବତୀଙ୍କ କମାଲ ଦେଖିବାକୁ ମିଳିଛି। ଟପ୍-୪ରେ ୪ଜଣ ଯୁବତୀ ଥିବା ଦେଖାଯାଇଛି। ଈଶିତା କି‌ଶୋର ସିଭିଲ ସର୍ଭିସ…

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପାକିସ୍ତାନର ଲୋକ ବି ଭଲପାଆନ୍ତି: ଅନୁପ ଜଲୋଟା

ନୂଅ‌ାଦିଲ୍ଳୀ: ମଙ୍ଗଳବାର ଦିନ ଗାୟକ ଅନୁପ ଜଲୋଟା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଖୁବ୍‌ ପ୍ରଶଂସା କରିଛନ୍ତି। ଏହା ସହ ସେ ଆହୁରି ବି କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କୁ ପାକିସ୍ତାନର ଲୋକମାନେ ମଧ୍ୟ ଭଲପାଆନ୍ତି। ପଡୋଶୀ ଦେଶରେ ତାଙ୍କ ଭଳି ଜଣେ ନେତା…

ଟ୍ରକ୍‌ ଯାତ୍ରା କଲେ ରାହୁଲ ଗାନ୍ଧି; ଡ୍ରାଇଭରଙ୍କ ସମସ୍ୟା ବୁଝିଲେ

ନୂଆଦିଲ୍ଲୀ : କର୍ଣ୍ଣାଟକାରେ କ୍ଲିନ୍‌ ସୁଇପ୍‌ ପାଇବା ପରେ ନିଜ ପୁରୁଣା ଜୋସ୍‌କୁ ଫେରି ପାଇଛି କଂଗ୍ରେସ। ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ସମେତ ବିଭିନ୍ନ ରାଜ୍ୟର ବିଧାନସଭା ନିର୍ବାଚନରେ କର୍ଣ୍ଣାଟକା ଇତିହାସକୁ ରିପିଟ୍‌ କରିବାକୁ ଅଣ୍ଟା ଭିଡ଼ିଛି…

ଜୁନ୍‌ ପହିଲାରୁ ନୂଆ ନିୟମ; ରପ୍ତାନୀ ପୂର୍ବରୁ କଡ଼ା ପରୀକ୍ଷାର ସମ୍ମୁଖୀନ ହେବ କଫ ସିରପ୍‌

ନୂଆଦିଲ୍ଲୀ : ଭାରତ ରପ୍ତାନୀ କରୁଥିବା କଫ ସିରପକୁ ସେବନ କରି ବହୁ ଶିଶୁ ଅକାଳରେ ମୃତ୍ୟୁମୁଖରେ ପଡ଼ୁଥିବା ବିଭିନ୍ନ ଦେଶ ଅଭିଯୋଗ କରିଛନ୍ତି। ଏଥିପାଇଁ ସେମାନେ ଭାରତର କଫ ସିରପକୁ ଭରସା କରି ପାରୁ ନାହାନ୍ତି। ଫଳରେ ବିଦେଶକୁ ରପ୍ତାନୀ…

ପେନ୍‌ ହସପିଟାଲରେ ଅଗ୍ନିକାଣ୍ଡ

ଭୁବନେଶ୍ବର: ରାଜଧାନୀର ମାଷ୍ଟରକ୍ୟାଣ୍ଟିନ ଛକରେ ଥିବା ପେନ ହସପିଟାଲରେ ଅଗ୍ନିକାଣ୍ଡ ଘଟିଛି। ଅଫିସ ଷ୍ଟେସନାରୀ ଓ ବିଭିନ୍ନ କଲମ ମିଳୁଥିବା ଦୋକାନ ପେନ ହସପିଟାଲରେ ଭିତରୁ ଧୁଅଁା ବାହାରୁଥିବା ଦେଖିବାକୁ ମିଳିଥିଲା। ପରବର୍ତ୍ତି ସମୟରେ ସେଠାରେ ନିଆଁ ଲାଗି ଯାଇଥିଲା। ସାରା…

ଅନ୍‌ଲାଇନରେ ହେବ ଯୁକ୍ତ ୨ ସ୍ପଟ ଆଡମିଶନ୍

ଚଳିତବର୍ଷ ଠାରୁ ଅନ୍‌ଲାଇନ ଜରିଆରେ ହେବ ଯୁକ୍ତ ୨ ସ୍ପଟ ଆଡମିଶନ୍। ମେରିଟ୍ ଲିଷ୍ଟ ହିସାବରେ ଛାତ୍ରଛାତ୍ରୀ ପାଇବେ ସିଟ୍। ସ୍ପଟ୍ ଆଡମିଶନ ପାଇଁ ସିଲେକ୍ସନ୍ ହେଲେ ହ୍ୱାଟ୍ସଆପ୍‌ କିମ୍ବା ଏସ୍‌ଏମ୍‌ଏସ୍‌ରେ ବାର୍ତ୍ତା ପଠାଯିବ। କାଗଜପତ୍ରରେ ଦୁର୍ନୀତି ରୋକିବାକୁ ସାମ୍‌ସ ପକ୍ଷରୁ…