ମାଟ୍ରିକରେ ୫୪୦ ନମ୍ବର ରଖି A1 ଗ୍ରେଡ ପାଇଥିଲେ, ଆଜି କିନ୍ତୁ ଦୁର୍ଘଟଣାରେ ଆଖିବୁଜିଲେ
ମାଟ୍ରିକ ପରୀକ୍ଷାରେ A1 ଗ୍ରେଡ ପାଇଛନ୍ତି । ମୋଟ୍ ୬୦୦ରୁ ରଖିଛନ୍ତି ୫୪୦ ନମ୍ବର । ହେଲେ ବିଧିର ବିଧାନ ଏମିତି । କିନ୍ତୁ ରେଜଲ୍ଟ ଦେଖିବାକୁ ନାହାନ୍ତି ଅନୁଗୋଳର ସ୍ୱାତୀ ସୁଚରିତା ଜେନା । ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ବ୍ଲକ…
