ଆଦାନି-ହିଣ୍ଡେନବର୍ଗ ବିବାଦ: କୌଣସି ନିୟମର ଉଲ୍ଲଙ୍ଘନ ହୋଇ ନଥିବା କହିଲେ ତଦନ୍ତ ପ୍ୟାନେଲ୍
ନୂଆଦିଲ୍ଲୀ : ଆଦାନି ଗ୍ରୁପ୍ ଷ୍ଟକର ମୂଲ୍ୟକୁ କୌଣସି ପ୍ରକାରର ଅତିରଞ୍ଜିତ କରାଯାଇନି। କୃତ୍ରିମ ଟ୍ରେଡିଂ ମଧ୍ୟ ଗ୍ରୁପ୍ ସହ ଜଡ଼ିତ ନାହିଁ। ଆଦାନି ଗ୍ରୁପ୍ କୌଣସି ପ୍ରକାରର ନିୟମର ଉଲ୍ଲଙ୍ଘନ କରି ନଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ବୋଲି ହିଣ୍ଡେନବର୍ଗ…
