ଆଉ ୯ ସହରରେ ଗଡ଼ିବ ମୋ ବସ
ମୋ ବସ୍ ଗଞ୍ଜାମ, ସମ୍ବଲପୁର ଏବଂ ଝାରସୁଗୁଡ଼ା ଜିଲ୍ଲାକୁ ଅନ୍ତର୍ଭୁକ୍ତ କରୁଥିବା ନଅରୁ ଅଧିକ ସହରରେ ଚାଲିବ। ଉନ୍ନତ ସହରରେ ବସ୍ ସେବା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ମୋ ବସ୍ ସେବା ସମ୍ବଲପୁର, ଝାରସୁଗୁଡ଼ା ଏବଂ ଗଞ୍ଜାମ ଜିଲ୍ଲା ସହ ୯ଟି…
ମୋ ବସ୍ ଗଞ୍ଜାମ, ସମ୍ବଲପୁର ଏବଂ ଝାରସୁଗୁଡ଼ା ଜିଲ୍ଲାକୁ ଅନ୍ତର୍ଭୁକ୍ତ କରୁଥିବା ନଅରୁ ଅଧିକ ସହରରେ ଚାଲିବ। ଉନ୍ନତ ସହରରେ ବସ୍ ସେବା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ମୋ ବସ୍ ସେବା ସମ୍ବଲପୁର, ଝାରସୁଗୁଡ଼ା ଏବଂ ଗଞ୍ଜାମ ଜିଲ୍ଲା ସହ ୯ଟି…
କାମାକ୍ଷାନଗର: ଅନୁଗୁଳ- ସୁକିନ୍ଦା ରେଳ ଲାଇନର ଶୁଭ ଉଦଘାଟନ କାର୍ଯ୍ୟକ୍ରମ କାମାକ୍ଷାନଗରଠାରେ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି କାର୍ଯ୍ୟକ୍ରମର ଉଦଘାଟନ କରିଥିବା ବେଳେ କାମାକ୍ଷାନଗରଠାରେ ରେଳ ବିଭାଗ ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି…
ଇସଲାମାବାଦ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ସୁପ୍ରିମ୍ କୋର୍ଟରୁ ଆଶ୍ୱସ୍ତି ପାଇବା ସତ୍ତ୍ୱେ ତାଙ୍କ ସମସ୍ୟା ବଢିବାରେ ଲାଗିଛି । ତାଙ୍କ ଉପରେ ପାକିସ୍ତାନ ସରକାର ଓ ସେନାର ନିୟନ୍ତ୍ରଣ କଠୋର ହେବାରେ ଲାଗିଛି । କେତେକ ଗଣମାଧ୍ୟମ…
ଭୁବନେଶ୍ୱର: ରାତି ପାହିଲେ ସାବିତ୍ରୀ ଓଷା । ରାଜଧାନୀର ବିଭିନ୍ନ ଫଳ ମାର୍କେଟରେ ଲୋକଙ୍କ ନାହିଁ ନଥିବା ଭିଡ଼ ରହିଛି । ସାବିତ୍ରୀ ବ୍ରତ ପାଇଁ ଫଳ ଦର ଉଚ୍ଚା ରହିଥିବା ବେଳେ ଲୋକେ ପ୍ରବଳ ଖରାରେ ତଟକା ଫଳ ଖୋଜୁଛନ୍ତି ।…
ନୂଆଦିଲ୍ଲୀ : ଭାରତ ଓ ଚୀନ ମଧ୍ୟରେ ଭଲ ସମ୍ପର୍କ ନଥିଲେ ବି ଚୀନ ନୌସେନାର ସହାୟତା ନିବେଦନକୁ ଗ୍ରହଣ କରି ନିଜର ବିଶାଳ ହୃଦୟ ଦେଖାଇଛି ଭାରତୀୟ ନୌସେନା । ଭାରତ ମହାସାଗରରେ ବୁଡ଼ିଯାଇଥିବା ଏକ ଚୀନ ଜାହାଜରୁ ୩୯…
ଦଶ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଭୁବନେଶ୍ୱର ସ୍ଥିତ ଖାଦ୍ୟ ସୁରକ୍ଷା କମିଶନରଙ୍କ ଅଫିସର ସେକ୍ସନ ଅଫିସର ଗିରିଜା ଶଙ୍କର ଦାସ। ଜଣେ ଔଷଧ ଦୋକାନୀଙ୍କ ଠାରୁ ସେ ଏହି ଲାଞ୍ଚ ନେଉଥିଲେ। ଉକ୍ତ ଔଷଧ…
ନୂଆଦିଲ୍ଲୀ: ଆଜି କେନ୍ଦ୍ର ମନ୍ତ୍ରିମଣ୍ଡଳରେ ପୁଣି ଏକ ଅଦଳବଦଳ ହୋଇଛି । ପ୍ରଥମେ ଆଇନ ମନ୍ତ୍ରାଳୟ ଦାୟିତ୍ବରେ ଥିବା କିରଣ ରିଜିଜୁଙ୍କ ଠାରୁ ତାଙ୍କ ଦାୟିତ୍ବ କାଢ଼ି ନିଆଯାଇଥିବା ବେଳେ ଏବେ କେନ୍ଦ୍ର ଆଇନ ରାଷ୍ଟ୍ରମନ୍ତ୍ରୀ ଏସପି ସିଂ ବଘେଲଙ୍କୁ ମଧ୍ୟ…
ପୁରୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ କଟକ ଓ ପୁରୀ ରେଳ ଷ୍ଟେସନର ପୁନଃ ବିକାଶ ସହ ଅନ୍ୟ କେତେକ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଡ଼ି ହୋଇଥିଲେ। ଓଡ଼ିଶାରେ…
ନୂଆଦିଲ୍ଲୀ: ସୁପ୍ରିମକୋର୍ଟ କଲେଜିୟମ ବିରୋଧରେ ଲଗାତାର ବୟାନ ଦେଉଥିବା କିରନ ରିଜିଜୁଙ୍କଠାରୁ ଆଇନ ମନ୍ତ୍ରଣାଳୟ ନିଆଯାଇ ସଂସଦୀୟ ବ୍ୟାପାର ଓ ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ଅର୍ଜୁନରାମ ମେଘୱାଲ୍ଙ୍କୁ ନୂଆ ଆଇନ୍ ମନ୍ତ୍ରୀ ଭାବେ ଦାୟିତ୍ୱ ଦିଆଯାଇଛି । ପୂର୍ବରୁ ଆଇନ ମନ୍ତ୍ରାଳୟ ଦାୟିତ୍ବରେ…
ପୁରୀ: ଓଡ଼ିଶାରେ ଖୁବ୍ ଶୀଘ୍ର ‘ବନ୍ଦେ ମେଟ୍ରୋ’ ଚଳାଚଳ କରିବ। ଏହା ପୁରୀ- ଭୁବନେଶ୍ବର-କଟକରେ ଚଳାଚଳ କରିବ। ଏନେଇ ପୁରୀ ରେଳ ଷ୍ଟେସନରେ ଆୟୋଜିତ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନର ଉଦଘାଟନୀ ଉତ୍ସବରେ ଘୋଷଣା କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ।…